ମୋହନ ମାଝି ଙ୍କୁ ଏମିତି କଣ କହିଦେଇଗଲେ.. କିଏଏହି ଯୁବକ ଦେଖନ୍ତୁ କଣ କହିଦେଇଗଲେ..
Nov 3, 2024, 16:57 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଥିବା କିଛି ଖବର ବିଷୟରେ ସୂଚନା ପାଇପାରିବେ । ଏବେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ କିଛି କଥା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ପୂର୍ବରୁ ଯେଉଁ ମୁଖ୍ୟମନ୍ତ୍ରୀ ଥିଲେ ସେ ଅଲଗା ଥିଲେ ଆଉ ଏବେ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ଅଲଗା । ତାଙ୍କ ଭିତରେ ଆକାଶ ପାତାଳ ଫରକ୍ ଅଛି ।
ପୂର୍ବରୁ ଯେଉଁ ମୁଖ୍ୟମନ୍ତ୍ରୀ ଥିଲେ ସେ ଏଭଳି ମୁଖ୍ୟମନ୍ତ୍ରୀ ଥିଲେ ଯିଏ କଥା ପଦିଏ କୁହନ୍ତି ନାହିଁ । ସେ ଓଡ଼ିଆ କହି ନ ପାରିଲେ ବି ଏତିକି କଥା କୁହନ୍ତି ଆପଣମାନେ ଖୁସି ତ । ସେ ୨୪ ବର୍ଷ ଓଡ଼ିଶାରେ ରହିଥିଲେ । ଆଉ ସେହି ସମୟ ସେ ଓଡ଼ିଆ ଶିଖି ନଥିଲେ କିନ୍ତୁ କହୁଥିଲେ ଆପଣମାନେ ଖୁସି ତ । ଆଉ ଏବେ ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ମୋହନ ଚରଣ ମାଝୀ ସେ ମୁଖ୍ୟମନ୍ତ୍ରୀ ଚେୟାରକୁ ସମ୍ମାନ ଦିଅନ୍ତି ସେ ଜାଣି ନାହିଁ । ଆଉ ମୁଖ୍ୟମନ୍ତ୍ରୀଙ୍କ ପଦକୁ ସମ୍ମାନ ଦିଅନ୍ତି ନାହିଁ । ମୋହନ ଚରଣ ମାଝୀ ମୋହନ ମାଝୀ ହିସାବରେ ରୁହ ।
ମନ୍ତ୍ରୀଙ୍କ ପଦକୁ ଅସମ୍ମାନ କରନ୍ତୁ ନାହିଁ । ମୋହନ ସରକାରର ଭାଗ ବାଣ୍ଟ ଛିଡ଼ିଛି ଆଉ ସେ ପୋସ୍କୋକୁ ଆଣିଲେ । ପୂର୍ବରୁ ୨୪ ବର୍ଷ କାଳ ଓଡ଼ିଶାକୁ ଲୁଟା ଗଲା ଆଉ ଏବେ ବିଜେପି ଆସିଛି ସେ ବି ଲୁଟିବ । ଯେଉଁମାନେ ଏହି ନେତାଙ୍କ ସାଥ ଦେଲେ ସେମାନେ ଭଲରେ ରହିବେ । ଆଉ ମଧ୍ୟବିତ୍ତ ବର୍ଗର ଲୋକମାନେ ହନ୍ତସନ୍ତ ହୋଇ ମରିବେ । ମୁଖ୍ୟମନ୍ତ୍ରୀ ଅନେକ ସ୍ଥାନକୁ ଯାଇଛନ୍ତି । ସେ କେଉଁ ସ୍ଥାନକୁ ଯାଇ ଯାତ୍ରା କରୁଛନ୍ତି ତ ଆଉ କେଉଁ ସ୍ଥାନରେ ଢୋଲ ବଜାଉଛନ୍ତି । ଆଉ ବଜାରକୁ ଯାଇ ଦୀପ କିଣୁଛନ୍ତି । ଆଉ ଯଦି ତାଙ୍କୁ ଭୟ ଲାଗୁନାହିଁ ତାହେଲେ ସେ କାହିଁକି ସାଙ୍ଗରେ ୧୪ଟି ଗାଡ଼ି ନେଇକରି ଯାଉଛନ୍ତି ।
ଯଦି ସେଇଟା ପୋର୍ଟାକଲ ତାହେଲେ ଏଇଟା କଣ ପୋର୍ଟୋକଲ । ଯଦି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଚେୟାରକୁ ସମ୍ମାନ ଦେଉ ନାହାଁନ୍ତି ତାହେଲେ ସେ ଚେୟାରରେ ବସନ୍ତୁ ନାହିଁ । ଆଉ ସେହି ଚେୟାର ପାଖରେ ସେ ଗୋଟିଏ ପ୍ଲାଷ୍ଟିକ ଚେୟାର ପକାଇ ବସନ୍ତୁ । ସେ ମୁଖ୍ୟମନ୍ତ୍ରୀ ପଦକୁ ସମ୍ମାନ ଦେଉନାହାନ୍ତି ଆଉ ଲୋକ ତାଙ୍କୁ ନିଜର କରିବାକୁ ସେ ଭାବୁଛନ୍ତି କିନ୍ତୁ ଲୋକମାନେ ତାଙ୍କୁ ଛି ଛାକର କରୁଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ଚେୟାରର ଇଜ୍ଜତ ଲୁଟୁଛନ୍ତି ଆଉ ବଦନାମ କରୁଛନ୍ତି । ଏହି ସବୁ କଥା ବ୍ୟକ୍ତି ଜଣକ କହିଛନ୍ତି ।