Movie prime

ମୋ ସ୍ତ୍ରୀ ତା ବୋଉ କଥାରେ ମୋତେ ଛାଡିଦେଲା ସ୍ତ୍ରୀ ବିନା ମୁଁ କେମିତି ବଞ୍ଚିବି....?

 
Hg
ସ୍ତ୍ରୀ ପାଇଁ ଆଜି ସ୍ୱାମୀ କାନ୍ଦୁଛି। ବାହା ହୋଇ ସ୍ତ୍ରୀ ଘରକୁ ଆସିଥିଲା। ସ୍ବାମୀ ସହ ସୁଖରେ ଘର ସଂସାର ମଧ୍ୟ କରିଥିଲା। ଆଉ ଛୁଆ ପିଲା ମଧ୍ୟ ଜନ୍ମ କରିଥିଲା। ହେଲେ ପରେ ଶାଶୁଘର ଭିତରେ ଏମିତି କଣ ହେଲା କେଜାଣି ଏହି ସ୍ତ୍ରୀ ସ୍ବାମୀଙ୍କୁ କନ୍ଦେଇ ଚାଲିଗଲା। ଏହି ସ୍ତ୍ରୀ ର ନାମ ହେଉଛି ମୌସୁମୀ ତଥା ରାକ୍ଷୀ। ଯିଏକି ଗତ ଦଶ ବର୍ଷ ତଳେ ଗଣେଶ ନାମକ ସ୍ୱାମୀକୁ ବିବାହ କରି ଶାଶୁ ଘରକୁ ଆସିଥିଲା। ବର୍ଷ ବର୍ଷ ଧରି ସ୍ବାମୀ ସହ ଖୁସୀରେ ଘର ସଂସାର କରିଥିଲା।
Hh
ପିଲା ଛୁଆ ମଧ୍ୟ ଜନ୍ମ କରିଥିଲା। ଶାଶୁ ଶଶୁର ଓ ସ୍ବାମୀଙ୍କୁ ନେଇ ଛୋଟ ସଂସାର ମଧ୍ୟ ଆରମ୍ଭ କରିଥିଲା। ହେଲେ ପରେ କଣ ହୋଇଥିଲା କେଜାଣି ସ୍ତ୍ରୀ ମୁହଁ ମୋଡ଼ି ଶାଶୁଘର ଛାଡ଼ି ନିଜର ବାପ ଘରକୁ ଚାଲି ଯାଇଥିଲା। ରାକ୍ଷୀ କୁ ହାତ ଧରି ବାହା ହୋଇଥିବା ସ୍ୱାମୀର ନାମ ହେଉଛି ଗଣେଶ। ଭାବିଥିଲା ସ୍ତ୍ରୀ କୁ ବାହା ହେବ ବାପା ମାଆଙ୍କ ପାଇଁ ବୋହୁ ଟିଏ ଆଣିବ ଆଉ ପିଲା ଛୁଆ ଘର ସଂସାର ଧରି ଆନନ୍ଦ ରେ ରହିବ।
Hh
ହେଲେ ବିବାହର କିଛି ବର୍ଷ ପରେ ସ୍ବାମୀ ସହ ସ୍ତ୍ରୀ ଏଭଳି କରିଦେବ ବୋଲି ତାହା ସ୍ବାମୀ ନିଜେ ମଧ୍ୟ ଜାଣି ନଥିଲା। ଏ କାହାଣୀ ହେଉଛି ଗତ ଦଶ ବର୍ଷ ତଳର। ଯେତେବେଳେ ଦୁହିଁଙ୍କ ବିବାହ ହୋଇଥିଲା। ପୁଅ ଘର ଲୋକ ବେଶ ଖୁସୀ ଥିଲେ। ତାଙ୍କର ପିଲାଛୁଆ ସଂସାରକୁ ନେଇ ସେମାନେ ବେସ ଖୁସୀ ଥିଲେ। ହେଲେ ଝିଅ ଘର ଲୋକ ଝିଅକୁ କୌଣସି କଥା କହି ତାଙ୍କର ମୁଣ୍ଡ କୁ ଏପଟ ସେପଟ କରିଥିଲେ। ଏହାପରେ ଝିଅ ଶାଶୁ ଶଶୁର ଙ୍କୁ ଭୁଲିବାକୁ ଆରମ୍ଭ କରିଥିଲା।
ସେ ନିଜର ସ୍ୱାମୀକୁ ମଧ୍ୟ ପଚାରୁ ନଥିଲା। ଏହାପରେ ମିକର ପିଲା ଛୁଆକୁ ଧରି ସ୍ତ୍ରୀ ରାକ୍ଷୀ ବାପ ଘରକୁ ଚାଲି ଯାଇଥିଲା। ଅନେକ ଦିନ ବିତି ସାରିଥିଲେ ମଧ୍ୟ ସ୍ତ୍ରୀ ଶାଶୁ ଘରକୁ ଆସୁ ନାହିଁ। ରାକ୍ଷୀ ତୁ ଫେରିଆ ବୋଲି କହି ସ୍ୱାମୀ ସବୁବେଳେ ଯେମିତି ସ୍ତ୍ରୀ କୁ ଖୋଜିବାରେ ଲାଗିଛି। ଏହା ହେଉଛି ଢେଙ୍କାନାଳ ଜିଲ୍ଲା ର ଗଞ୍ଜେଇ ଡିହି ଗ୍ରାମର ଗଣେଶ ନାୟକ ଙ୍କ ପରିବାରର କିଛି ଅକୁହା କଥା।

Around The Web