Movie prime

ମେସିନ୍ କଇଁଚିରେ ମୁଁ ମୋ ପ୍ରେମିକର ଗୁ-ପ୍ତା-ଙ୍ଗ କାଟି ଫିଙ୍ଗିଦେଲି

 
Hh
୮ ବର୍ଷର ପ୍ରେମ ସମ୍ପର୍କ ପରେ ପ୍ରେମିକ ଆଉ ଜଣକୁ ବିବାହ କରିବାକୁ ଯାଉଥିଲା। ଆମ ଘରେ ତତେ ରାଜି ହେଉ ନାହାଁନ୍ତି ତୁ ମତେ ଭୁଲିଜା ବୋଲି ପ୍ରେମିକ ପ୍ରେମିକା କୁ କହିଥିଲା। ଆଉ ଶେଷ ଥର ପାଇଁ ଦେଖା କରିବାକୁ ଝିଅକୁ ଧରି ହୋଟେଲ ଯାଇଥିଲା। ହେଲେ ସେହି ହୋଟେଲ ଭିତରେ ପ୍ରେମିକା ପ୍ରେମିକର ପ୍ରାଇଭେଟ୍ ପାର୍ଟ କୁ କଇଁଚି ରେ କାଟି ଦେଲା।୮ ବର୍ଷ ର ପ୍ରେମ ସମ୍ପର୍କ ପରେ ଯେତେବେଳେ ପ୍ରେମିକ ବିବାହ କରିବାକୁ ମନା କରିଦେଲା ,
Hh
ସେତେବେଳେ ଏହି ପ୍ରେମିକା ପ୍ରେମିକର ଗୁପ୍ତାଙ୍ଗ କୁ କାଟି ଦେଇଥିଲା। ହସ୍ପିଟାଲ ବେଡ଼ରେ ପଡି ଛଟପଟ ହେଉଥିବା ଏହି ପ୍ରେମିକ ହେଉଛି ସେହି ହତଭାଗା ପ୍ରେମିକ ଯିଏକି ପ୍ରେମ କଲା ହେଲେ ପ୍ରେମିକା ପାଇଁ ସବୁକିଛି ହରାଇ ଦେଇଥିଲା। ପୋଲିସ ମଧ୍ୟ ଏହି ଘଟଣା ସମ୍ପର୍କରେ ଏହି ସମାନ ସୁଚନା ହିଁ ଦେଇଛନ୍ତି। ପ୍ରେମିକ ତାର ପ୍ରେମିକା କୁ କହିଥିଲା କି ତାଙ୍କ ଘର ଲୋକ କେହି ରାଜି ହେଉ ନାହାଁନ୍ତି ସେଥିପାଇଁ ଆଉ ଜଣକୁ ବାହା ହୋଇ ଯିବାକୁ ବୁଝାଇ ଥିଲା।
Bb
ହେଲେ ଏସବୁ କଥା ଶୁଣିବା ପରେ ପ୍ରେମିକାର ମୁଣ୍ଡକୁ ଯେମିତି ପିତ ଚଢ଼ି ଯାଇଥିଲା। ମନେ ମନେ ପ୍ଲାନିଂ କରି ପ୍ରେମିକକୁ ଦେଖା କରିବା ପାଇଁ ଗୋଟେ ହୋଟେଲ୍ କୁ ଯାଇଥିଲା। ଯେତେବେଳେ ପ୍ରେମିକ ଝିଅ କଥାରେ ପଡି ତାର ପ୍ରେମିକା କଥାରେ ରାଜି ହୋଇ ହୋଟେଲ କୁ ଆସି ଯାଇଥିଲା ସେତିକି ବେଳେ ପ୍ରେମିକା ହୋଟେଲ ଭିତରେ ଶେଷ ଥର ପାଇଁ ପ୍ରେମିକ କୁ ସମ୍ପର୍କ ରଖିବା ପାଇଁ କହିଥିଲା। ଝିଅ କଥାରେ ପ୍ରେମିକ ରାଜି ମଧ୍ୟ ହୋଇ ଯାଇଥିଲା।
ହୋଟେଲ ଭିତରେ ସମ୍ପର୍କ ରଖୁ ରଖୁ ପ୍ରେମିକା ସାଙ୍ଗରେ ଲୁଚାଇ ନେଇ ଯାଇଥିବା ସେହି କଇଁଚି ସାହାଯ୍ୟରେ ପ୍ରେମିକର ପ୍ରାଇଭେଟ୍ ପାର୍ଟ କୁ କାଟି ଦେଇଥିଲା। ପରେ ପ୍ରେମିକା ସେଠାରୁ ଫେରାର ହୋଇ ଯାଇଥିଲା।ପ୍ରେମିକ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ବେଳେ ପ୍ରେମିକର ଘର ଲୋକ ଏହି ଝିଅ ନାରେ ଅର୍ଥାତ ପ୍ରେମିକା ନାମରେ ଥାନାରେ ଅଭିଯୋଗ କରିଥିଲେ। ଆଉ ପୋଲିସ ପ୍ରେମିକା କୁ ଗିରଫ କରିଥିବା ସୁଚନା ମିଳିଛି।

Around The Web