Movie prime

ମାଟି ଘରେ ତଳେ ବସି ଚିକେନ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଖନ୍ତୁ ଏହି ସୁନ୍ଦର୍ ଦୃଶ୍ୟ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ତାଙ୍କର କାମକୁ ନେଇ ଚର୍ଚ୍ଚା ହେଉଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ଆସିଥିବା ଏହି ଖବରରେ ଆପଣମାନେ ଜାଣିପାରିବେ ଏଭଳି କିଛି ଅଲଗା କଥା । ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ପାଇଁ ସବୁବେଳେ କାମ କରନ୍ତି । 
Hh
ସେ ଲୋକମାନଙ୍କର ସୁଖ ଦୁଃଖ ବୁଝିଥାନ୍ତି । ଆଉ ଲୋକମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଆଣିଛନ୍ତି । ସେ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି । ସେ କିଛି ବାରଣ କରନ୍ତି ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଦେଖିବେ ତାହାକୁ ନେଇ ଚର୍ଚ୍ଚା ହେଉଥିବ । ଲୋକମାନେ ଭାବି ଥାଆନ୍ତି କି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ଏମିତି ଟିକେ ହସିକି କଥା ହୋଇଥାନ୍ତି କିନ୍ତୁ ସାଧାରଣ ଲୋକଙ୍କ ଘରେ ପାଦ ପକାନ୍ତି ନାହିଁ ଆଉ ଅନେକ କିଛି ତାଙ୍କର ନିୟମ ରହିଛି । 
Gg
କିନ୍ତୁ ଏହି ଭିଡିଓ ଦେଖିଲେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ । ଏହି କଥା ଆପଣଙ୍କୁ ଦେଖିବା ପରେ ମଧ୍ୟ ବିଶ୍ଵାସ ହେବ ନାହିଁ । ଏବେ ଖବର ଆସିଛି କି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଘରକୁ ଯାଇଛନ୍ତି । ଆଉ ସେ ଲୋକଙ୍କ ଭଲମନ୍ଦ ବୁଝୁଥିଲେ । ଆଉ ସେ ଜଣଙ୍କ ଘରକୁ ଯାଇଥିଲେ । ସେଠାରେ ସେ ଏଭଳି କିଛି କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଉ ଏବେ ଏହି ଖବରକୁ ନେଇ ସବୁଠି ଅନେକ କଥା ଆସୁଛି । 
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସାଧାରଣ ବର୍ଗର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । ଆଉ ସେଠାରେ ସେ ଚିକେନ କଷା ଖାଇଥିଲେ । ଏହି ମହିଳା ଜଣଙ୍କର ଘର ମାଟିରେ ତିଆରି ହୋଇଥିଲା । ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ମାଟି ଘରେ ବସି ଚିକେନ ଆଉ ଭାତ ଖାଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ସେହି ଗରିବ ମାଆର ଘରେ ପହଞ୍ଚି ଏଭଳି ମହାନ୍ କାମ କରିଥିଲେ । ଏବେ ଏହି ଘଟଣା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଅନେକ କିଛି ଦର୍ଶାଇ ଦେଉଛି ।

Around The Web