Movie prime

ମହିଳା କହିଲେ ଏମିତି ରାଜ ରାସ୍ତାରେ ପ୍ରେଗନେଣ୍ଟ ହେବେ ଘର ଆଗରେ ଧାରଣା ଦେବେ ଆଉ ତାପରେ...

 
Gg
ଜଣେ ସମାଜସେବୀ ମହିଳା ଏବେ ଏଭଳି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଏବେ ଯେଉଁ ଘଟଣା ସବୁ ଘଟୁଛି ସେଥିରେ ଝିଅର ଯେତିକି ଦୋଷ ପୁଅର ମଧ୍ୟ ସେତିକି ଦୋଷ। ପୁଅ ମାନେ ମଧ୍ୟ ଝିଅ ମାନଙ୍କୁ ବ୍ଲାକମେଲ କରୁଛନ୍ତି। ଏଭଳି କି ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଉଛନ୍ତି। ସେ କହିଥିଲେ କି ଗୋଟେ ଝିଅ ଏବେ ଯେଉଁ ଆଇନ ବିପକ୍ଷରେ ଏତେ ବଡ ପଦକ୍ଷେପ ନେଇଛୁ ତାହା ସମ୍ପୂର୍ଣ୍ଣ ଠିକ୍।
Vv
କାରଣ ଏଠି ତାହାର ଆତ୍ମ ସମ୍ମାନ ଉପରକୁ କଥା ଆସୁଥିଲା। ଆଉ ଏବେ ଯେଉଁ କିଡନାପ୍ କଥା ଉଠିଛି ସେ ପୁଅ ତାକୁ ସେତିକି ହଇରାଣ କରିଛି ବୋଲି ଝିଅ ଏଭଳି କରିଛି। ଏବେ ଯେଉଁ ପୁଅ ଆସି କହୁଛି କି ସେ କିଛି କରି ନାହିଁ ବୋଲି ସେ ନିଶ୍ଚିତ ଭାବରେ ହିଁ କିଛି କରିଥିବ। ଭଲ ଝିଅକୁ ଏବେ ସେମାନେ ବଦନାମ କରିଦେଉଛନ୍ତି। ସେଥିପାଇଁ ସେ ସମାଜସେବୀ ମହିଳା ଜଣକ କହିଛନ୍ତି କି ଗୋଟେ ହାତରେ ତାଳି ବାଜେ ନାହିଁ।
Cf
ଝାରଖଣ୍ଡ ର ସେହି ଝିଅକୁ କହିଛନ୍ତି କି ତାଙ୍କର ବାପା ମାଆ କେମିତି ଜାଣି ପାରୁ ନାହାଁନ୍ତି ସେ ଆସି ଓଡ଼ିଶାରେ କାଣ୍ଡ କରି ସାରିଲାଣି। ବାପା ମାଆ ସାହି ପଡୋଶୀ କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ସେ କହିଥିଲେ କି ଓଡ଼ିଶାରେ ଆସି ଗୋଟେ ପୁଅକୁ ହଡ଼ପ କରି ଦଶ ଲକ୍ଷ ଟଙ୍କା ମାଗି ପାରୁଛି ମାନେ ଆଗରୁ ମଧ୍ୟ ଏମିତି କେତେ ଜଣଙ୍କ ଠାରୁ ନିଶ୍ଚିତ ଭାବରେ ପଇସା ଝଡାଇ ଥିବ। ଝିଅର ଏହି ପ୍ଲାନ୍ ପଛରେ ଆଉ ଜଣେ ମଧ୍ୟ କେହି ଅଛି ବୋଲି କହିଥିଲେ।
କାରଣ ଝିଅ ମାନଙ୍କ ଏତେ ସାହସ ନହେଲେ ଆସିବ କେଉଁ ଠାରୁ। ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ମଧ୍ୟ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web