Movie prime

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ପାଣିପାଗ ବିଷୟରେ ଆସିଛି । ଏବେ ଲଘୁଚାପକୁ ନେଇ ଆସିଛି କିଛି ଖବର । ଏବେ ପୁଣି ଆସୁଛି ଏକ ବଡ ଲଘୁଚାପ । ଆଉ ଏହି ଲଘୁଚାପ ପ୍ରଭାବରେ ଅନେକ କିଛି କ୍ଷତି ହେବ ବୋଲି ଏବେ ସୂଚନା ମିଳିଛି । ଆଉ ଏକ ବଡ ଲଘୁଚାପ ଆସିବାକୁ ଯାଉଛି । ଏହି ତାରିଖରୁ କାଚିବ ବର୍ଷା । 
Hh
ବର୍ଷା ଧୁମ୍ ପରିମାଣରେ ହେବ ବୋଲି ଏବେ ସୂଚନା ମିଳିଛି । ଅନେକ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଯାହାଫଳରେ ଆଗାମୀ ଦିନରେ ପ୍ରବଳ। ବର୍ଷା ହେବ ବୋଲି ସୂଚନା ମିଳିଛି । ଆଗାମୀ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୪ ତାରିଖରୁ ୧୦ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । 
Gg
ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳୁଥିବା ବେଳେ ଅନେକ ଖବର ଏବେ ଆସୁଛି । ଆଗାମୀ ସାତ ଦିନ ପର୍ଯ୍ୟନ୍ତ ମଧ୍ୟମରୁ ହାଲୁକା ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା କାଲି ୧୦ଟି ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ୧୦ଟି ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଉ କନ୍ଧମାଳ ଜିଲ୍ଲା ।
ଏହି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪୮ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଉତ୍ତର ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଘଡଘଡି , ବିଜୁଳି ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଯେଉଁ ୧୦ ଜିଲ୍ଲାକୁ ୟେଲୋ ଆର୍ଲଟ କରାଯାଇଛି ସେହି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ବର୍ଷାକୁ ନେଇ ଆସିଥିବା ଖବର ଜାଣିବା ପରେ ଲୋକମାନେ ସତର୍କ ହୋଇପାରିବେ ।

Around The Web