ଦେଖନ୍ତୁ ବଡ଼ ବିପଦରୁ ରକ୍ଷା ପାଇଲା ପୃଥିବୀ !! ଆସିଲା ବଡ଼ ଖବର
Updated: Sep 17, 2024, 16:06 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ, ଆଜି ହିଁ ଧ୍ଵଂସ ପାଇ ଯାଇଥାନ୍ତା ପୃଥିବୀ। ପୃଥିବୀ ଦେଇ ଟଳିଗଲା ଏକ ବଡ଼ ବିପଦ। ଭୂପୃଷ୍ଠରେ ପଡ଼ିଥାନ୍ତା ୧୧୦ ଫୁଟ ଚଉଡ଼ାର ପଥର। କିନ୍ତୁ ଏହି ବଡ ବିପଡ଼ରୁ ବର୍ତ୍ତି ଯାଇଛି ଆମ ପୃଥିବୀ ପୃଷ୍ଠ।
ଆଜି ଅର୍ଥାତ ୧୬ ସେପ୍ଟେମ୍ବର ଦ୍ୱିପହର ୨ଟା ବାଜି ୩୦ ମିନିଟରେ ଆଷ୍ଟ୍ରୋୟଡ ୨୦୨୪ ଆରେନ୍ ୧୬ ପୃଥିବୀ ଠାରୁ ମାତ୍ର ୧୬ ଲକ୍ଷ ଦୂରରେ ଅତିକ୍ରମ କରିଛି। ଅର୍ଥାତ୍ ଚନ୍ଦ୍ରର ଦୂରତା ଠାରୁ ମାତ୍ର ୪ ଗୁଣା ଅଧିକ। ୧୦ ଫୁଟ ଚଉଡ଼ା ପଥର ସ୍ପିଡ ଘଣ୍ଟାପ୍ରତି ଲକ୍ଷେ ୪ ହଜାର ୭୬୧ କିଲୋମିଟର ରହିଥିଲା। ଏହା ଆପୋଲ ସମୂହର ଏକ ଆଷ୍ଟ୍ରୋୟଡ ଯାହା ପାଇଁ ପୃଥିବୀକୁ ବିପଦ ରହିଥାଏ। ଏହା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟ ଦେଇ ଅତିକ୍ରମ କରେ। ଏଥିପାଇଁ ଅନେକଥର ଏହା ପୃଥିବୀର ପୁରା ନିକଟତର ହୋଇ ଅତିକ୍ରମ କରିଥାଏ।
ଏହାର ସନ୍ଧାନ ୧୮୬୨ରେ ଆପୋଲ କରିଥିଲା। ଏଥିପାଇଁ ଏହାର ନାଁ "ଆପୋଲ ଆଷ୍ଟ୍ରୋୟଡ" ରଖାଯାଇଛି। ଏହାର ବିଶେଷତ୍ୱ ହେଲା କି ଏହ ପୃଥିବୀର ରାସ୍ତା ଦେଇ ଅତିକ୍ରମ କରେ। ଯଦି ୧୧୦ ଫୁଟର ଏହି ଆଷ୍ଟ୍ରୋୟଡ ଧକ୍କା ହେଇଥାନ୍ତା ତାହାଲେ ଧ୍ଵଂସ ହେଇଯାଇଥାନ୍ତା ପୃଥିବୀ। କ୍ଷଣିକ ମଧ୍ୟରେ ପୁରା ପୃଥିବୀ ପୃଷ୍ଠ ଧ୍ଵଂସ ପାଇଯାଇଥାନ୍ତା। ନାସା କହିଛି ଯେ, "ଯଦି ୨୦୨୪ ଆରେନ୍ ୧୬ ଆଷ୍ଟ୍ରୋୟଡ ପୃଥିବୀ ବାୟୁ ମଣ୍ଡଳକୁ ଆସିଥାନ୍ତା, ତେବେ ଏହା ଭୂପୃଷ୍ଠରୁ ୨୯ କିଲୋମିଟର ଉପରେ ଫାଟିଥାନ୍ତା।
ଏଥିରୁ ଏତେ ଉଜା ବାହାରେ ଯେତିକି ୧୬ ମେଗା ଟନ୍ ଟିଏଣ୍ଟିରୁ ବାହାରେ। ଏଥିପାଇଁ ଭୟାନକ ସୋକୟୁପ୍ ମଧ୍ୟ ସୃଷ୍ଟି ହେଇଥାନ୍ତା"। ଏମିତି ଘଟଣା ୯୯୯ ବର୍ଷରେ ଥରେ ହିଁ ହେଇଥାଏ। ହେଲେ ସୌଭାଗ୍ୟ ବଶତଃ ଏହି ଆଷ୍ଟ୍ରୋୟଡପୃଥିବୀ ଦେଇ ଚାଲିଗଲା। ବାସ୍ତବରେ ନାସାର ସେଣ୍ଟରଫୋନ୍ ନିୟର ଅବଜେକ୍ସଷ୍ଟଡି ଲଗାତାର ଭାବରେ ଏହା ଉପରେ ରଖିଥିଲା ନଜର। ଏହା ବାଦ ମ୍ୟାନର ପ୍ୟାଲେଣ୍ଟ ସେଣ୍ଟର୍ ଗୋଲ୍ଡ ଷ୍ଟୋନ ସୋଲାର ସିଷ୍ଟମ ମଧ୍ୟ ଏହା ଉପରେ ନଜର ରଖିଥିଲେ। ଯାହାଦ୍ୱାରା ଏହାର ପଥ ଆଉ ଗତି ବିଷୟରେ ଜଣାପଡ଼ିବ।