୨୨ ବର୍ଷ ସରକାରଙ୍କୁ ମୂଳରୁ ଭାଙ୍ଗିଦେଲେ ମୋହନ ବାବୁ ଦେଖନ୍ତୁ କେମିତି
Aug 5, 2024, 19:00 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ । ଆପଣମାନେ ସମସ୍ତେ ତ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି ବୋଲି ଜାଣିଥିବେ । ଓଡ଼ିଶାରେ ବିଜେଡି ସରକାର ୨୪ ବର୍ଷ ହେଲା ଶାସନ କରୁଥିଲା ଆଉ ଏବେ ବିଜେପି ସରକାର ଶାସନ କରୁଛି । କ୍ଷମତାକୁ ଆସିବା ପରେ ମୋହନ ସରକାର ଅନେକ କିଛି ନିୟମରେ ପରିବର୍ତ୍ତନ କରି ସାରିଲେଣି ।
ଏବେ ସେ ୨୨ ବର୍ଷର ବ୍ୟବସ୍ଥାକୁ ମୂଳରୁ ଭାଙ୍ଗି ଦେଲେ ବୋଲି ଖବର ଆସିଛି । ସେ କହିଲେ ପକ୍ଷପାତିତା ବହୁତ ହୋଇଗଲା ଆଉ ନୁହେଁ । ମୋହନ ସରକାର କାହାର କଥାକୁ ନଶୁଣି ସେ ନିଜ ହାତକୁ ସବୁ ଦାୟିତ୍ଵ ନେଇଗଲେ । ଓଡ଼ିଶାରେ ଏବେ ମୋହନ ସରକାରଙ୍କ ରାଜ ଚାଲିବ । ଓଡ଼ିଶା ଏବେ ଶକ୍ତ ହେବାକୁ ଯାଉଛି । ପୂର୍ବ ସରକାରଙ୍କ ଉଇ ଖାଇ ଯାଇଥିବା ବ୍ୟବସ୍ଥା ଏବେ ପୁନରୁଦ୍ଧାର ହେବ । ଏବେ ମୋହନ ସରକାରଙ୍କ ନିଷ୍ପତ୍ତି ବଦଳିବାକୁ ଯାଉଛି ଆଉ ଏବେ ଅନେକ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି ।
ପୂର୍ବ ସରକାର ଅନେକ କିଛି ଦାୟିତ୍ଵକୁ ନିଜେ ହାତରେ ନନେଇ ଅନ୍ୟ ହାତରେ ଦେଇ ହାଲୁକା ହୋଇ ବସି ଯାଇଥିଲେ । ଆଉ ଏବେ ଏହି ବ୍ୟବସ୍ଥାକୁ ନିଜ ହାତକୁ ନେଇଛନ୍ତି ମୋହନ ସରକାର । ସେ ୨୨ ବର୍ଷର ବ୍ୟବସ୍ଥା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । ଓଡ଼ିଶା ସରକାରଙ୍କ ବଦଳି କ୍ଷମତା ଏବେ ନିଜ ହାତକୁ ନେଇଛନ୍ତି ମୋହନ ସରକାର । ଏବେ ଗୃହ ବିଭାଗ ଓଡ଼ିଶା ପୋଲିସ ଅଧିକାରୀଙ୍କ ବଦଳି ଦାୟିତ୍ଵ ନେଇଛି ସି ଏସବୁ ଏବେ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ଏବେ ସବୁକିଛି ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ବୁଝିବ ।
ଏବେ କିଛି ବରିଷ୍ଠ ପୋଲିସ ଅଧିକାରୀ ଚିନ୍ତାରେ ଅଛନ୍ତି । ଓଡ଼ିଶା ପ୍ରଶାସନିକ ଅଧିକାରୀ, ଓଡିଶା ଅର୍ଥ ସେବା, ଓଡ଼ିଶା ଶିକ୍ଷା ସେବା, ଓ ଓଡ଼ିଶା ବନ ସେବା ଭଳି ଅଧିକାରୀଙ୍କୁ ବଦଳି କ୍ଷମତା ହେଉଛି ରାଜ୍ୟ ସରକାରଙ୍କ ଗୃହ ବିଭାଗର । ରାଜ୍ୟ ସରକାର ଏମାନଙ୍କର ନିଯୁକ୍ତି ଆଉ ବଦଳି ଦୟିତ୍ଵକୁ ହାତକୁ ନେଇଥାନ୍ତି । ୨୦୦୨ ମସିହାରେ ଏହି ଦାୟିତ୍ବରେ ବ୍ୟତିକ୍ରମ ଦେଖା ଦେଇଥିଲା । ଆଉ ପୂର୍ବ ସରକାର ଏହାକୁ ପୋଲିସ ଅଧିକାରୀଙ୍କ ମୁଖ୍ୟଙ୍କୁ ଦେଇଥିଲେ । କିନ୍ତୁ ଏବେ ମୋହନ ସରକାର ଏହା ତାଙ୍କ ହାତକୁ ଆଣିଛନ୍ତି ।