Movie prime

ପୁଣି ଆସିଲା ଭୟଙ୍କର ବର୍ଷା ଦେଖନ୍ତୁ ପାଣିରେ ଭିଜିବେ ଏହି ୧୦ଟି ଜିଲ୍ଲା

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସୁଥିବା ଖବର ଜାଣିପାରିବେ । ପାଣିପାଗ ବିଷୟରେ ଯେଉଁ ଖବର ଆସୁଛି ତାହା ତ ଆପଣମାନେ ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ପାଣିପାଗ ବିଷୟରେ ସୂଚନା ଦେଉଛି । ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ ।
Gg
ଆଉ ଏହି ଲଘୁଚାପ ବଡ ବୋଲି ସୂଚନା ମିଳିଛି । ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେଲାଣି ଆଉ ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ସୂଚନା ମିଳିଛି । ଲଘୁଚାପ ପ୍ରଭାବରେ ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ହେଉଛି । ୨୪ ଘଣ୍ଟା ଭିତରେ ଆହୁରି ଭୟଙ୍କର ରୁପ ନେବ ଏହି ଲଘୁଚାପ । ଲଘୁଚାପ ଯୋଗୁଁ ଅନେକ ଜିଲ୍ଲାରେ ଅନେକ କ୍ଷତି ହେବ ବୋଲି ସୂଚନା ମିଳିଛି । ପ୍ରବଳ ବର୍ଷା ହେବା ଫଳରେ ୧୦ଟି ଜିଲ୍ଲା ବୁଡିଯିବାର ସମ୍ଭାବନା ରହିଛି ବୋଲି ଖବର ଆସିଛି ।
Vb
ଏହି ଲଘୁଚାପ ହେବା ଫଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମିର ବର୍ଷା ହେବ ବୋଲି ସୂଚନା ମିଳିଛି । ବଙ୍ଗପୋସାଗରରେ ଅବପାତ ସୃଷ୍ଟି ହୋଇଛି ଆଉ ଏବେ ଏହା ଏବେ ଭୟଙ୍କର ରୂପ ନେଲାଣି । ଅବପାତ ଦ୍ଵାରା ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଅବପାତ ଯୋଗୁଁ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । ଏହି ପ୍ରଭାବ ଏବେ ଦେଖିବାକୁ ମିଳୁଛି । କିଛି ଜିଲ୍ଲାରେ ସକାଳୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି । 
ଏବେ ଏହି ଲଘୁଚାପ ପାଇଁ କିଛି ଜିଲ୍ଲାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ପାଇଁ ୧୦ ଜିଲ୍ଲା କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ ମାଲକାନାଗିରି, ବୌଦ୍ଧ, ଏବଂ ପୁରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଉ କାଲି ପାଇଁ ୩ ଜିଲ୍ଲାକୁ ଆରେଞ୍ଜ ଏବଂ ୧୩ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି । ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ଠାରୁ ଲଘୁଚାପ ଯୋଗୁଁ ପବନ ଜୋରରେ ବହିବ । ଏବେ ଜିଲ୍ଲାପାଳ ମାନଙ୍କୁ ସତର୍କ ଦିଆଯାଇଛି ।