Movie prime

ସ୍ତ୍ରୀ ଦେଖାଇଲେ ସବୁ ପ୍ରମାଣ ଦେଖନ୍ତୁ ଏମିତି କରୁଥିଲେ ସ୍ଵାମୀ ସମସ୍ତଙ୍କ ସାମ୍ନାରେ ଖୋଲିଦେଲେ ସବୁ ରହସ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ବି ଜାଣିପାରିବେ । ଆଜିକା ଦୁନିଆରେ ପରକୀୟା ପ୍ରୀତି ବହୁତ ପରିମାଣରେ ବଢ଼ି ଗଲାଣି ।ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏହି କାମ ବହୁତ ଖରାପ ଅଟେ ।
ସମାଜରେ ଏଭଳି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀ ଥାଉ ଥାଉ ପର ଝିଅ ପଛରେ ପଡ଼ୁଛନ୍ତି । ଏଭଳି ଲୋକମାନଙ୍କୁ ଦଣ୍ଡ ମିଳିବା ଉଚିତ୍ । ଆଜିକା ସମାଜରେ ଏଭଳି ଲୋକଙ୍କୁ ଦେଖିବାକୁ ମିଳୁଛି । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଞ୍ଚଳରେ ।
Special report
ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।ଏହି ଘଟଣା ହେଉଛି ଜଣେ ଯୁବକ ୮ ବର୍ଷ ତଳେ ବିବାହ କରିଛନ୍ତି । ଆଉ ତାଙ୍କର ସ୍ତ୍ରୀ ମଧ୍ୟ ଅଛି କିନ୍ତୁ ସ୍ତ୍ରୀ ଥାଉ ଥାଉ ସ୍ବାମୀ କରିଛନ୍ତି ନିର୍ଲଜ୍ଜ କାମ ।
ଏହି ଯୁବକ ଜଣକ ଏକ ମେଡିସିନ ଦୋକାନ ଦେଇଛନ୍ତି । ଆଉ ସେ ସେହି ଦୋକାନ ପାଖରେ ଏକ ରୁମ୍ ନେଇଛନ୍ତି । ଏବଂ ସେହି ରୁମରେ ସେହି ଯୁବକ ଜଣକ ଜଣେ ଝିଅକୁ ଆଣି ରଖୁଛନ୍ତି ।
Special report
ଏହି ଘଟଣା ବିଷୟରେ ସ୍ତ୍ରୀ ଜଣକ ଜାଣିବାରୁ ଘଟିଲା ଏଭଳି କିଛି କାଣ୍ଡ । ଏହି ଘଟଣା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ସ୍ତ୍ରୀ ଜଣଙ୍କୁ ତାଙ୍କ ସ୍ଵାମୀ ମାଡ ମାରିଛନ୍ତି ।ଆଉ ଏହି ଘଟଣା ପରେ ସେଠାରେ ସ୍ତ୍ରୀ ଜଣଙ୍କର ଭଉଣୀ ଆସି ପହଞ୍ଚିଥିଲେ ।ଆଉ ସେ ମଧ୍ୟ ଅନେକ ଖୁଲାସା କରିଛନ୍ତି ।
ଏହି ଯୁବକ ଜଣକ ନାଁରେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି କି ସେ ଏହି ଝିଅ ସହିତ ତାଙ୍କ ସ୍ୱାମୀଙ୍କୁ ଦେଖିଛନ୍ତି । ଆଉ ଏହାର ପ୍ରମାଣ ମଧ୍ୟ ତାଙ୍କ ପାଖରେ ଅଛି । ଆଉ ଏହାର ପ୍ରମାଣ ସେ ଗଣମାଧ୍ୟମ ଏବଂ ସେଠାରେ ଥିବା ଲୋକମାନଙ୍କ ଆଗରେ ଦେଖାଇଛନ୍ତି ।
ଏହି ଭିଡିଓକୁ ସେ ସମସ୍ତଙ୍କ ସାମ୍ନାରେ ଦେଖାଇଛନ୍ତି । ସେହି ଯୁବତୀଙ୍କ ଭଉଣୀ କହିଛନ୍ତି ସବୁ ପ୍ରମାଣ ସେ ତାଙ୍କ ମୁହଁକୁ ଫୋପଡ଼ିବେ । ଏହି ଯୁବକ ଜଣକ ୮ ବର୍ଷ ହେଲା ସେହି ଝିଅ ସହିତ ରହୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏବେ ଏହି ଘଟଣା ଚର୍ଚ୍ଚାକୁ ଆସିଛି ।