Movie prime

ଖୁବ୍ ଶୀଘ୍ର ନିଜର ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିବେ ପାକିସ୍ତାନୀ ସୀମା ହାଇଦର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନୀ ସୀମା କୁ ନେଇ ଦିନକୁ ଦିନ ଖୁବ୍ ଚର୍ଚ୍ଚା ବଢ଼ିବାରେ ଲାଗିଛି। ନିର୍ବାଚନ ପାଇଁ ଏବେ ସୀମା ଙ୍କୁ ଆସିଛି ଅଫର୍। ନିର୍ବାଚନ ସୀମା ଲଢ଼ିବେ କି ନାହିଁ ଏନେଇ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Special report
କେତେବେଳେ ଉଭୟ ଙ୍କୁ ଫିଲ୍ମ୍ ଅଫର୍ ଆସୁଛି ତ ଆଉ କେତେବେଳେ ତାଙ୍କୁ ଚାକିରୀର ଅଫର୍ ମଧ୍ୟ ଦିଆ ଯାଉଛି। ଏହି ସମୟରେ ସୀମା ହାଇଦର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଚର୍ଚ୍ଚା ହେଉଛି।
ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଜାତୀୟ ମୁଖପାତ୍ର ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ରାମଦାସ ଆଠୱାଲେ ମଧ୍ଯ ଏନେଇ ସ୍ପଷ୍ଟୀ କରଣ ଦେଇଛନ୍ତି।
ସେ କହିଛନ୍ତି କି ସୀମା ହାଇଦର ଙ୍କ ସହ ତାଙ୍କ ଦଳର କୌଣସି ପ୍ରକାରର ସମ୍ପର୍କ ନାହିଁ ସେ ପାକିସ୍ତାନ ରୁ ସେ ପାକିସ୍ତାନ ରୁ ଭାରତ ଆସିଛନ୍ତି ସେଥିପାଇଁ ତାଙ୍କୁ ମଧ୍ୟ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ପ୍ରଶ୍ନ ଉଠୁ ନାହିଁ।
Special report
ଯଦି ତାଙ୍କୁ କୌଣସି ଟିକେଟ ଦେବା ପାଇଁ ପଡିବ ତେବେ ଏହା ଭାରତରୁ ପାକିସ୍ତାନ ଯିବା ପାଇଁ ଟିକେଟ ହେବ। ହେଲେ ଦଳର ମୁଖପାତ୍ର କହିଥିଲେ କି ସେ ତାଙ୍କ ଦଳର ଅନ୍ତର୍ଭୁକ୍ତ ହୋଇ ପାରିବେ କାରଣ ସୋନିଆ ଗାନ୍ଧୀ ମଧ୍ଯ ବାହାର ଦେଶ ରୁ ଆସି
 ଯଦି ସେ ମଧ୍ୟ ଦେଶର ମୂଖ୍ୟମନ୍ତ୍ରୀ ପଦ ପାଇଁ ଛିଡ଼ା ହୋଇ ପାରୁଛନ୍ତି ତେବେ ସୀମା ହାଇଦର କାହିଁକି ନୁହେଁ। ସେ ଯଦି ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୁଅନ୍ତି , ଓ ଗୁପ୍ତଚର ବୋଲି କୌଣସି ପ୍ରମାଣ ମିଳେ ନାହିଁ,
ଆଉ ଯଦି ସେ ଭାରତର ନାଗରିକତା ପାଆନ୍ତି ତେବେ ତାଙ୍କୁ ମଧ୍ୟ ଦଳରେ ଅନ୍ତର୍ଭୁକ୍ତ କରାଯିବ। ସୀମା ହାଇଦର ବର୍ତ୍ତମାନ୍ ତାଙ୍କର ପ୍ରେମିକ ସଚିନ ଙ୍କ ସହ ରହୁଛନ୍ତି। ସଚିନ ଆଉ ତାଙ୍କ ବିଷୟରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ତେବେ ଆପଣ ମାନଙ୍କୁ କଣ ଲାଗୁଛି ସୀମା ହାଇଦର ଙ୍କୁ ରାଜନୀତି ମଇଦାନ ଉପରକୁ ଓହ୍ଲାଇବା ଉଚିତ ଅଟେ। ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web