ସମ୍ପର୍କ ରେ ଖୁସି ନ ହେବା ରୁ ସ୍ଵାମୀ ର ଗୁପ୍ତାଙ୍ଗ କୁ ପେଟ୍ରୋଲ ପକେଇ ଜାଳି ଦେଲା ସ୍ତ୍ରୀ
Updated: Oct 28, 2023, 11:17 IST
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ରାଗ ରେ ଆସି ଜଣେ ମହିଳା ନିଜ ସ୍ଵାମୀ ଙ୍କ ଗୁ-ପ୍ତା-ଙ୍ଗ କୁ କାଟି ପକାଇଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀ ର ଆଗ୍ରା ଅଞ୍ଚଳ ରେ।
ଏଠାରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡ଼ା ରୁ ସୃଷ୍ଟି ହୋଇଛି ଏକ ଦୁଃଖଦ ଘଟଣା।ମହିଳା ଜଣକ ସ୍ଵାମୀ ଙ୍କ ସହିତ ଝଗଡ଼ା କରି ତାଙ୍କୁ ନିଜ ବାପା ଭାଇ ଙ୍କ ସହିତ ମିଶି ଜୀବନ ରୁ ମାରି ଦେବାର ଅଭିଯୋଗ ହୋଇଛି।ଏହି ଘଟଣା ଟି ଏବେ ଚାରିଆଡ଼େ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।
ସୂଚନା ଅନୁସାରେ ସେ ଅଞ୍ଚଳ ର ସଚିନ ଉପାଧ୍ୟାୟ ହେଉଛନ୍ତି ଜଣେ ବ୍ୟାଙ୍କ କର୍ମ ଚାରି।ଭଲ ଟଙ୍କା ମଧ୍ୟ ରୋଜଗାର କରନ୍ତି।ପରିବାର ର ଉପଦେଶ ସେ ପ୍ରିୟଙ୍କା ନାମ୍ନୀ ଜଣେ ଝିଅ କୁ ବିବାହ କଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ବହୁତ ଖୁସି ରେ ଥିଲେ।
ତାଙ୍କର ଦୁଇ ଟି ସନ୍ତାନ ମଧ୍ୟ ଜନ୍ମ ନେଲା।ପ୍ରିୟଙ୍କା ସ୍ଵାମୀ ଙ୍କ ଟଙ୍କା ରେ ଐଶ୍ ଓ ଆରାମ ରେ ଜୀବନ ବିତାଉ ଥିଲେ।ହେଲେ କିଏ ଜାଣି ଥିଲା ସେମାନଙ୍କ ଜୀବନ ରେ ଆସିବ ଏଭଳି ଏକ ଖରାପ ସମୟ ଯେଉଁଥି ପାଇଁ ସେମାନେ ପ୍ରତିଦିନ ଝଗଡ଼ା କରିବେ।
ଦୁଇ ଜଣ ଙ୍କ ମଧ୍ୟ ରେ ଝଗଡ଼ା ଦିନ କୁ ଦିନ ବଢିବାରେ ଲାଗିଲା।ସ୍ଵାମୀ ବ୍ୟାଙ୍କ ରେ କାମ ସାରି ଘର କୁ ଫେରିଲା ବେଳ କୁ ସ୍ତ୍ରୀ ପ୍ରିୟଙ୍କା ଙ୍କ ଆରମ୍ଭ ହୋଇ ଯାଏ ଝଗଡ଼ା।ଏହାକୁ ସହି ପାରୁ ନ ଥିଲେ ସଚିନ।ଗତ ଶନିବାର ଦିନ ସନ୍ଧ୍ୟା ରେ ସେମାନଙ୍କ ଝଗଡ଼ା ବଢିବାରେ ଲାଗିଲା।
ପ୍ରିୟଙ୍କା ନିଜ ବାପା ଭାଇ ଙ୍କୁ ଫୋନ୍ କରି ସଚିନ ଙ୍କ ନାମ ରେ ମିଛ ସତ ଲଗାଇ କହିଲେ।ଏହା ପରେ ସେମାନେ ମଧ୍ୟ ସଚିନ ଙ୍କ ଉପରେ ବହୁତ ରାଗୀ ଯାଇଥିଲେ।ତାଙ୍କ ଘର କୁ ଆସିଲା।ପ୍ରିୟଙ୍କା ଓ ତାଙ୍କ ବାପା ଭାଇ ମିଶି ସଚିନ ଙ୍କ ସେଦିନ ରାତିରେ ହ-ତ୍ୟା କରି ଦେଲେ।
ଦୁଇ ଦିନ ପରେ ଏହି ଘଟଣା ବିଷୟ ରେ ପୋଲିସ ଜାଣିବାକୁ ପାଇଲା।ଏହା ପରେ ବାପା ଭାଇ ଓ ପ୍ରିୟଙ୍କା ଫେରାର ହୋଇ ଯାଇଥିଲେ।
ପୋଲିସ କେବଳ ପ୍ରିୟଙ୍କା ଙ୍କ ବାପା ଭାଇ ଙ୍କ ଗିରଫ କରିବାରେ ସଫଳ ହୋଇଛି।ଖୁବ ଶୀଘ୍ର ପ୍ରିୟଙ୍କା ଙ୍କୁ ଧରା ଯାଇ କୋର୍ଟ ଚାଲାଣ କରା ଯିବ ବୋଲି ପୋଲିସ ମାନେ କହିଛନ୍ତି।