Movie prime

ହେ ଭଗବାନ : ସକାଳୁ ସକାଳୁ କରୋନା ରେ ଗଲା ଯୁବକ ର ଜୀବନ , ଓଡ଼ିଶା କୁ ଫେରିଲା କରୋନା

 
Special Report
ନମସ୍କାର ପାଠକ ବନ୍ଧୁ।ପୁଣି ଆସୁଛି କରୋନା।ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ କୁ ନେଇ ଚାଲି ଯାଇଥିବା କରୋନା ପୁଣି ଥରେ ଚାଲି ଆସିଛି।ଏଭଳି କଥା ଏବେ ଶୁଣିବାକୁ ମିଳୁଛି। କରୋନା ସବ ଭାରିଏଣ୍ଟ ଜେ ଏନ ଏକ ନାମକ ଗୋଟିଏ ରୋଗ ଏବେ ସାରା ଦେଶ ରେ ବ୍ୟାପି ବାରେ ଲାଗିଛି।
Special Report
ଏହି ରୋଗ ଟି ଏତେ ଭୟଙ୍କର ଯେ ଅଳ୍ପ ସମୟ ମଧ୍ୟରେ ଲୋକ ଙ୍କ ଜୀବନ ନେଇ ଯାଉଛି।ଯାହାକି ଏବେ ସାଧାରଣ ଲୋକ ଙ୍କ ପାଇଁ ଚିନ୍ତା ର କାରଣ ସାଜିଛି।ଏହି ରୋଗ ର ପ୍ରଭାବ ଭାରତ ରେ ମଧ୍ୟ ଦୃଷ୍ଟି ଗୋଚର ହେଲାଣି।
ସୂଚନା ଅନୁସାରେ କରୋନା ଭାଇରସ ଏ ଯାଏଁ ପୃଥିବୀ ପୃଷ୍ଠ ରୁ ଯାଇ ନାହିଁ।ଏବେ ପୁଣି ଥରେ ଅନ୍ୟ ରୂପ ରେ ଚାଲି ଆସିଛି ସମସ୍ତଙ୍କ ଜୀବନ ନେବା ପାଇଁ।ଶକ୍ତିଶାଳୀ କରୋନା ଭାଇରସ ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ ନେଇ ଯାଇଛି।
ଧୀରେ ଧୀରେ ଓଡ଼ିଶା ଭିତର କୁ ପ୍ରବେଶ କରିବା ଆରମ୍ଭ କଲେଣି ଏହି କରୋନା ଭାଇରସ।ଆସୁ ଆସୁ ଛଅ ଟି ଜୀବନ ନେଇ ଚାଲି ଯାଇଛି ଏହି କରୋନା ଭାଇରସ।ଏ ନେଇ ସଚେତନ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Special Report
ଏବେ ଠାରୁ ଭାରତ ସରକାର ଲୋକ ଙ୍କୁ ସଚେତନ ରହିବା ପାଇଁ କହିଛନ୍ତି।ଘରୁ ବାହାରକୁ ଯିବା ବେଳେ ମୁହଁ ରେ ମାସ୍କ ପିନ୍ଧି ଯାଆନ୍ତୁ।ଓ ଭିଡ ସ୍ଥାନ ରେ ରୁହନ୍ତୁ ନାହିଁ।ଏହି ଭାଇରସ ଟି ଲୋକ ଙ୍କ ପାଇଁ ଅଧିକ ରୁ ଅଧିକ ବିପଦ ଆଣି ପାରେ ବୋଲି କୁହା ଯାଉଚି।
ଏତେ ଦିନ ଧରି ଶୋଇ ରହି ଥିବା କରୋନା ଟି ପୁଣି ଏବେ ଜାଗି ଉଠିଛି।ଗତ ୨୪ ଘଣ୍ଟା ରେ କରୋନା ୬ ଜଣ ଙ୍କ ଜୀବନ ନେଇ ଯାଇଛି।କେରଳ ରୁ ୩ ଜଣ,ପଞ୍ଜାବ ରୁ ଏକ ଜଣ,ଓ କର୍ଣ୍ଣାଟକ ରୁ ୨ ଜଣ ଙ୍କ ମୃ-ତ୍ୟୁ ହୋଇଛି।
କେବଳ କେରଳ ରେ ଚିହ୍ନଟ ହୋଇଛନ୍ତି ୩୦୦ ରୁ ଅଧିକ କରୋନା ପଜିଟିଭ।ଦେଶ ରେ ଆକ୍ଟିଭ କେସ ସଂଖ୍ୟା ୨୬୬୯ ରେ ପହଞ୍ଚିଛି।ଲୋକ ଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି।
ଭୟବିତ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଚି। ଜେ ଏନ୍ ୱାନ କୁ ଓମିକ୍ରନ ର ଭାରିଏଣ୍ଟ ବୋଲି କହିଛି ଡବ୍ଲୁ ଏଚ ଓ।ଏହାକୁ ବହୁତ ଜଲଦି ଦେଶ ରୁ ବାହାର କରା ଯିବ ବୋଲି ସୂଚନା ରହିଛି।

Around The Web