ସହି ପାରିଲେନି ଦିତୀୟ ସ୍ତ୍ରୀ ଙ୍କ ନିର୍ଯାତନା ଶେଷରେ କରିଦେଲେ ଆ-ତ୍ମ-ହ-ତ୍ୟା ଦେଖନ୍ତୁ ଆସିଲା ବଡ ଦୁଃଖ ଖବର
Sep 12, 2023, 08:29 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି ।
ଆପଣମାନେ ତ ଅନେକ ଘଟଣା ଦେଖିଥିବେ ଯେଉଁଥିରେ କି ସ୍ବାମୀ ବା ଶାଶୁଘର ନିର୍ଯ୍ୟାତନାରେ ବୋହୂ ଜଣକ ମରି ଯାଇଥାଏ । କିନ୍ତୁ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଖବର ହେଉଛି ଜଣେ ସ୍ବାମୀ ତାର ଦ୍ଵିତୀୟ ସ୍ତ୍ରୀ ପାଇଁ ଜୀବନ ହାରିଛି । ଆଉ ତାର ଦ୍ଵିତୀୟ ସ୍ତ୍ରୀ ତାକୁ ନିର୍ଯ୍ୟାତନା ଦେଉଥିଲା ।
ସେହି ସ୍ବାମୀ ଜଣକ ନିର୍ଯ୍ୟାତନା ସହି ନପାରି ଏଭଳି ନିଜ ଜୀବନ ହାରି ଦେଇଛି ବୋଲି ଚିଠିରେ ଲେଖିଛି । ଏହି ସ୍ବାମୀ ଜଣକ ଲେଖିଛନ୍ତି ତାଙ୍କ ସ୍ତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ଯାହା ତାଙ୍କ ପକ୍ଷରେ ସହିବା କଷ୍ଟକର ଅଟେ ।
ସେହି ସ୍ତ୍ରୀ ଜଣକ ତାଙ୍କ ସ୍ବାମୀ ତାଙ୍କ ବାପାମାଆଙ୍କ ସହିତ କଥା ହେବାକୁ ମଧ୍ଯ ଦେଉନଥିଲେ । ଏଭଳି ଅନେକ କଷ୍ଟ ସହି ସେ ବଞ୍ଚିପାରିବେ ନାହିଁ ବୋଲି ଚିଠିରେ ଲେଖି ସବୁଦିନ ପାଇଁ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ଏହି ବ୍ୟକ୍ତି ଜଣକ ନାମ ହେଉଛି ଅଭିନନ୍ଦନ ରାୟ ଚୌଧୁରୀ ।
ବାପା ମା ଆଉ ଦ୍ଵିତୀୟ ସ୍ତ୍ରୀ ପାଇଁ ଅସନ୍ତୁଷ୍ଟ ହୋଇ ରହୁଥିଲେ ଅଭିନନ୍ଦନ । ଏଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଗଲେ । ସେ ତାଙ୍କ ବାପା ମାଆଙ୍କ ସହିତ ରାଜଗଙ୍ଗପୁରରେ ରହୁଥିଲେ । ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବା ପରେ ସେ ଦ୍ଵିତୀୟ ବିବାହ କରିଥିଲେ ।
ଆଉ ଏହାପରେ ସେ ଶ୍ୱେତା ନାମକ ମହିଳାଙ୍କୁ ବିବାହ କରିଥିଲେ । ସେହି ଶ୍ୱେତା ପୂର୍ବରୁ ବିବାହିତ ଥିଲେ ଆଉ ତାଙ୍କର ଏକ କନ୍ୟା ବି ଥିଲା । ସେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ । ବିବାହର ଏକ ମାସ ପରେ ଫେବୃଆରୀ ୨୫ ତାରିଖରେ ସୁନ୍ଦରଗଡ଼ ସ୍ଥିତ ଏକ ହୋଟେଲରୁ ଅଭିନନ୍ଦନଙ୍କ ମୃ-ତଦେହ ମିଳିଥିଲା ।
ଏନେଇ ଅଭିନନ୍ଦନଙ୍କ ଘରଲୋକ ପୋଲିସ ଥାନାରେ ଅଭିଯୋଗ କରିନଥିଲେ ଆଉ ସେଥିପାଇଁ ପୋଲିସ ଏହାକୁ ଅ-ପ-ମୃ-ତ୍ୟୁ ମାମଲା ଦର୍ଶାଇ କେସ ବନ୍ଦ କରି ଦେଇଥିଲା ।
ଏବେ ସୋସିଆଲ ମିଡିଆରେ ଅଭିନନ୍ଦନଙ୍କ ମୃ-ତ୍ୟୁ ଏବଂ ତାଙ୍କ ଦ୍ଵିତୀୟ ସ୍ତ୍ରୀକୁ ନେଇ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ଦ୍ଵିତୀୟ ସ୍ତ୍ରୀକୁ ପଚାରିବାରୁ ସେ କହିଛନ୍ତି ତାଙ୍କ ସ୍ଵାମୀ ପ୍ରଚୁର ପରିମାଣରେ ମଦ ପିଅନ୍ତି ଆଉ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ସେଥିପାଇଁ ସେ ଏଭଳି କାମ କରିଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।