Movie prime

ନିଜ ବୋହୂ ଐଶ୍ୱର୍ଯ୍ୟା କୁ ଯେତେବେଳେ ପାକିସ୍ତାନୀ ବୋଲର କହିଲା ତା ଦେହରୁ ଯେଉଁ ଛୁଆ ବାହାରିବ ସେ ଫାଲତୁ ହେବ, କାନ୍ଦିଲେ ବିଗ୍ ବି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ନୀଳନୟନା ତଥା ବଲିଉଡ ର ବିଶ୍ଵ ସୁନ୍ଦରୀ କୁହା ଯାଉଥିବା ଐଶର୍ଯ୍ୟା ରାୟ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ତାଙ୍କ ଅଭିନୟ ର କଳା ମାଧ୍ୟମ ରେ ବଲିଉଡ କୁ ଅନେକ ହିଟ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି।
Special report
ସେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସେ ବିବାହ କରିଛନ୍ତି ବଲିଉଡ ର ଅନ୍ୟତମ ସୁପର ଷ୍ଟାର ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କୁ।ବିବାହ ପରେ ଅମିତାଭ ବଚ୍ଚନ ତାଙ୍କୁ ନିଜ ଝିଅ ର ଆଖ୍ୟା ଦେଇଥିଲେ।
ସେ ତାଙ୍କ ବୋହୂ ଙ୍କୁ ବହୁତ ଭଲ ପାଉ ଥିଲେ।ତାଙ୍କ ସହିତ ସେ ପ୍ରତି ଟି କଥା କୁ ସେୟାର କରି ଥାନ୍ତି।ହେଲେ ଏବେ ସେହି ଅମିତାଭ ବଚ୍ଚନ ଙ୍କ ଆଖିରେ ତାଙ୍କ ବୋହୂ ପ୍ରତି ଆଉ ଭଲ ପାଇବା ଦେଖା ଯାଇ ନାହିଁ।
ଆପଣ ମାନେ ସମସ୍ତେ ଜାଣି ଥିବେ ଐଶଯ୍ୟା ରାୟ ଙ୍କ ର ତାଙ୍କ ଶାଶୁ ଜୟା ବଚ୍ଚନ ଓ ତାଙ୍କ ନଣନ୍ଦ ଶ୍ୱେତା ଙ୍କ ସହିତ ଭଲ ସମ୍ପର୍କ ନାହିଁ।ଉଭୟ କେବେ ପରସ୍ପର ସହିତ କଥା ହୁଅନ୍ତି ନାହିଁ।ନିକଟ ରେ ଏହି ବିଶ୍ଵ ସୁନ୍ଦରୀ ନିଜ ଜନ୍ମ ଦିନ କୁ ନିଜ ଝିଅ ଆରାଧ୍ୟା ଓ ମା ଙ୍କ ସହିତ ମନାଇ ଥିଲେ।
Special report
ଏଥିରେ ବଚ୍ଚନ ପରିବାର ର କୌଣସି ସଦସ୍ୟ ଅଂଶ ଗ୍ରହଣ କରି ନ ଥିଲେ।ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ସୋସିଆଲ ମିଡ଼ିଆ ରେ ଅନେକ କଥା କହିଥିଲେ।
ଏବେ ଦୀପାବଳି ହେଉ ଥିବା ପୂଜା ରେ ମଧ୍ୟ ବଚ୍ଚନ ପରିବାର ସହିତ ସାମିଲ ହୋଇ ନ ଥିଲେ ବୋହୂ ଐଶର୍ଯ୍ୟା ଓ ନାତୁଣୀ ଆରାଧ୍ୟା।ସେମାନେ ପୂଜା ର କିଛି ସମୟ ପୂର୍ବ ରୁ ମୁମ୍ବାଇ ବିମାନ ବନ୍ଦର ରେ ଦେଖା ଯାଇଥିଲେ।ଉଭୟ ମା ଝିଅ କେଉଁ ଆଡ଼େ ଯାଇଥିଲେ।
ଏ ଯାଏଁ ଉଭୟ କୁଆଡେ ଯାଇଥିଲେ ତାହାର ଖବର ମିଳି ପାରି ନାହିଁ।ଦିନ ଥିଲା ଯେତେବେଳେ ଅମିତାଭ ବଚ୍ଚନ ନିଜ ବୋହୂ କୁ ଝିଅ ଭଳି ଦେଖୁଥିଲେ।ହେଲେ ଏବେ ଦୁଇ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ବୋଲି ଶୁଣା ଯାଉଛି।ଏହା କୁ ସହି ପାରି ନାହାଁନ୍ତି ବିଗ ବି ଅମିତାଭ ବଚ୍ଚନ।