Movie prime

ନିଜ ଜୀବନ ବଞ୍ଚାଇବାକୁ ଯାଇ ନିଜ ଝିଅ କୁ ମାରିଦେଇଥିଲା ଚନ୍ଦନ କାଠ ଦଶ୍ୟୁ ବିରପ୍ପାନ! ଦେଖନ୍ତୁ ସେବେ ର ଫଟୋ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଲୋକ କଥା କହିବାକୁ ଯାଉଛୁ ଯିଏକି ଜଙ୍ଗଲ ଭିତରେ ରହି ଧୀରେ ଧୀରେ ସାଜି ଯାଇଥିଲା ଜଙ୍ଗଲର ରାଜା। ନିଜର ପୁଅ ଝିଅଙ୍କୁ ମଧ୍ୟ ନିଜେ ଶିକାର କରି ଖାଉଥିଲା।
Special Report
ଆଉ ତାର ନାଁ ଶୁଣିଲେ ସାରା ଅଞ୍ଚଳ କମ୍ପି ଯାଉଥିଲା। ଏଭଳି କି ପୋଲିସ ମଧ୍ୟ ତାର ନାଁ ଶୁଣିଲେ ଥରି ଉଠୁଥିଲା। ଜଙ୍ଗଲର ରାଜା ପାଲଟି ଥିବା ଏହି ଆତଙ୍କବାଦୀ ଆଜି ପୋଲିସ ଗୁଳି ରେ ମାଟି କାମୁଡି ପଡିଛି।
ଏହି ଲୋକ ର ନାଁ ଶୁଣିଲେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ଲୋକ ଡରି ଯାଆନ୍ତି। ଯିଏ ନିଜର ସ୍ବାର୍ଥ ପୂରଣ କରିବା ପାଇଁ କିଛି ବି କରି ପାରନ୍ତି। ନିଜକୁ ବଞ୍ଚେଇବାକୁ ଯାଇ ଏହି ମଣିଷ ମୁଖା ପିନ୍ଧିଥିବା ରାକ୍ଷସ ଜଣକ ନିଜର ଛଅ ମାସର ଛୁଆ କୁ ମଧ୍ୟ ମାରି ପକାଇ ଥିଲା।
ହ-ତ୍ୟା କରିବା ଯେମିତି ତାହା ପାଇଁ ନିତିଦିନିଆ କାମ ହୋଇ ଯାଇଥିଲା। ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଯାହାକୁ ଇଚ୍ଛା ହେଉଥିଲା ତାକୁ ସେ ଆଖି ପିଛୁଳାକେ ମାରି ତଳେ ଗଡ଼ାଇ ଦେଉଥିଲା।
Special report
ଏହି ବ୍ୟକ୍ତି ଜଣକ ନାମ ଥିଲା ବିରାପାଲ। ସେ ଛୋଟ ବେଳରୁ ହିଁ ଜଙ୍ଗଲରେ ବଢିଥିଲା। ଯେଉଁ ଜଙ୍ଗଲକୁ ଲୋକ ମାନଙ୍କୁ ପାର କରିବା ପାଇଁ ମାସ ମାସ ସମୟ ଲଗୁଥିଲା ସେହି ଜଙ୍ଗଲ କୁ ବିରାପାଲ କିଛି ଘଣ୍ଟା ମଧ୍ୟରେ ହିଁ ପାର କରି ଯାଉଥିଲା।
ବନ୍ୟ ଜନ୍ତୁ ଙ୍କୁ ମାରି ବିକ୍ରୀ କରି ପୁଳା ଟଙ୍କା ରୋଜଗାର କରୁଥିଲା ବିରାପାଲ୍। ବିରାପାଲ୍ କାହାକୁ ଡରି ମଧ୍ୟ ଭୟ କରୁ ନଥିଲେ। ତାକୁ ଧରିବା ପୋଲିସ୍ ପାଇଁ ଏକ ବଡ଼ ଚାଲେଞ୍ଜ ପାଲଟି ଯାଇଥିଲା।
କେତେବେଳେ ପୋଲିସ ଭ୍ୟାନ କୁ ବମ୍ ପକାଇ ଉଡ଼ାଇ ଦଉଥିଲା ତ ଆଉ କେତେବେଳେ ପୋଲିସ କୁ ମଧ୍ଯ ନିର୍ମମ ଭାବରେ ହ-ତ୍ୟା କରି ଦେଉଥିଲା। ମଣିଷ କୁ ମାରି ସେ ବେଶ ଖୁସୀ ମଧ୍ୟ ହୋଇ ଯାଉଥିଲା।
ଯେତେବେଳେ ବିରାପାଲ୍ କୁ ଧରିବା ପାଇଁ ୨୦୦ ପୋଲିସ ଅଫିସର ଯାଇଥିଲେ ସେତେବେଳେ ସେତେବେଳେ ବମ ଲଗାଇ ସମସ୍ତଙ୍କୁ ମାରି ଦେଇଥିଲା ବିରାପାଲ। ଏହାପରେ ବିରାପାଲ୍ ପୋଲିସ୍ ପାଲ ରେ ମଧ୍ୟ ପଡି ଯାଇଥିଲା। ପୋଲିସ ମଧ୍ୟ ତାକୁ ଗୁଳି ବିନିମୟ କରିଥିଲେ।

Around The Web