Movie prime

ମହିଳାଙ୍କ ପାଇଁ ଆସିଲା ଖୁସି ଖବର ଏଥର ଏତେ ଶସ୍ତା ହେବ ଗ୍ୟାସ ଦେଖନ୍ତୁ କମିଲା କେତେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ କେନ୍ଦ୍ର ସରକାର ଦେଇଥିବା ଖୁସି ଖବର ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଗୃହିଣୀଙ୍କ ପାଇଁ ଆସିଲା ବଡ ଖବର । ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସର ଦର । ଘରୋଇ ସିଲିଣ୍ଡର ଗ୍ୟାସ ଦର ଏବେ କମିବାକୁ ଲାଗିଛି । ଆଜି ଠାରୁ ଆରମ୍ଭ ହେବ ଏହି ଦର । ଏବେ ନିକଟରେ ୧୪.୨ କେଜିର ଗ୍ୟାସ ସିଲିଣ୍ଡର ଦର ୧୧୩୮ ଟଙ୍କା ଥିବା ବେଳେ ଏବେ ଏହା କମି ଯାଇଛି ।
ଏବେ ଏହି ରନ୍ଧନ ଗ୍ୟାସର ଦର କମି ଯାଇଛି । ଆଉ ଏହା ୯୩୮ ଟଙ୍କା ହୋଇଯାଇଛି । ଉଜ୍ୱଳା ଉପଭୋକ୍ତାଙ୍କ ପାଇଁ ମଧ୍ୟ କିଛି ଭଲ ଖବର ଆସିଛି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁକିଛି ଖବର ଜାଣିପାରିବେ । 
Special report
ଉଜ୍ୱଳା ଉପଭୋକ୍ତାମାନେ ୨୦୦ ଟଙ୍କା ସବସିଡି ପାଉଥିବା ବେଳେ ସେମାନଙ୍କୁ ଆଉ ୨୦୦ ଟଙ୍କା ସବସିଡି ମିଳିବ ବୋଲି ଖବର ଆସିଛି । ସେମାନଙ୍କୁ ୪୦୦ ଟଙ୍କା ରିହାତି ମିଳିବ । ଆଜିଠାରୁ ଘରୋଇ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ମିଳିବ । ଉଜ୍ୱଳା ଉପଭୋକ୍ତାମାନେ ୪୦୦ ଟଙ୍କା ସବସିଡି ପାଇବେ ।
ଏହି ଯୋଜନାରେ ଅନେକ ଲୋକ ଉପକୃତ ହେବେ । ଏହି ଯୋଜନାରେ ଦେଶର ୧୦ କୋଟିରୁ ଅଧିକ ଲୋକ ଉପକୃତ ହେବେ । କେବଳ ଓଡ଼ିଶାରୁ ୫୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି । 
ରାଜଧାନୀ ଭୁବନେଶ୍ଵର ସହରରେ ଏହି ଗ୍ୟାସ ଦର ୯୩୮ ଟଙ୍କାକୁ ହ୍ରାସ କରାଯାଇଛି । ପୂର୍ବରୁ ଏହା ୧୧୨୯ ଟଙ୍କା ଥିଲା । ରାଜ୍ୟରେ ନିର୍ବାଚନ ଏବଂ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହି ଯୋଜନା ସରକାର ଆଣିଛନ୍ତି । ସରକାର ନିର୍ବାଚନ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ବୋଲି କୁହାଯାଉଛି ।
ଉଜ୍ୱଳା ଯୋଜନାରେ ନୂଆ ଲୋକ ମାଗଣାରେ ଆବେଦନ କରିପାରିବେ ବୋଲି ଖବର ଆସିଛି । ଏବେ ଗ୍ରାହକଙ୍କ ମତରେ ଲୋକମାନଙ୍କ ଆକାଉଣ୍ଟକୁ ୧୪ କି ୧୫ ଟଙ୍କା ଆସୁଥିବା ବେଳେ ଏବେ ଗ୍ୟାସ ଦର ୨୦୦ ଟଙ୍କା କମିଯାଇଛି ବୋଲି ଜଣାପଡିଛି । ଏବେ ଏହି ଖବର ଚର୍ଚ୍ଚା ହେଉଛି ।