Movie prime

ଇଡି ର ସମନ କୁ ହେୟଜ୍ଞାନ କଲେ କେଜରିୱାଲ...ଭାକ, ମୁ ଆଭ ଯିବିନି ସେ ଯେତେ ସମନ୍ ଜାରି କରୁ ଥାଆନ୍ତୁ..

 
Ft
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।  
Hh
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଛି। ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଛି। ଅବକାରୀ ମାମଲାରେ ୯ମ ସମନ ଏବଂ ଏଥିପାଇଁ ତାଙ୍କୁ ୨୧ ତାରିଖରେ ହାଜର ହେବାକୁ ନୋଟିସ୍ ପଠାଯାଇଛି।
ସେହିଭଳି ଜଳ ବୋର୍ଡ ମାମଲାରେ କାଲି ହାଜର ହେବାକୁ ନୋଟିସ୍ ମିଳିଛି। ଏହାପୂର୍ବରୁ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଆଠଥର ଡାକିସାରିଛନ୍ତି। କେଜ୍ରିୱାଲ ଗତ ଫେବୃଆରୀ ୨୭ ରେ ନୋଟିସ ପାଇଥିଲେ। ଏଥିରେ ତାଙ୍କୁ ମାର୍ଚ୍ଚ ୪ ରେ ଇଡି କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା। 
କିନ୍ତୁ କେଜ୍ରିୱାଲ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ସେ ଏଜେନ୍ସିରେ ହାଜର ହେବେ। ଏହି ମାମଲାରେ ଇଡି ରାଉଜ ଏଭେନ୍ୟୁ କୋର୍ଟରେ ପହଞ୍ଚିଥିଲା ଯେଉଁଠାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Gv
ପୁଣି ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କୁ ୨ଟି ପୃଥକ ପୃଥକ ସମନ କରିଛି ଇଡି। ଅବକାରୀ ନୀତି ଓ ଜଳ ବୋର୍ଡ ମାମଲାରେ ପୃଥକ ସମନ। ଅବକାରୀ ମାମଲାରେ କେଜ୍ରିୱାଲଙ୍କୁ ନବମ ସମନ। 
ଇଡିର ସମନ ଅବମାନନା ନେଇ ଗିରଫ ହେବାର ଆଶଙ୍କା ଥିଲା। କୋର୍ଟରୁ କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ସେ ଟିକେ ଆଶ୍ୱସ୍ତି ହୋଇଥିବାବେଳେ ପୁଣି ଥରେ ଆଜି ଇଡି ପକ୍ଷରୁ ନୋଟିସ୍‌ ମିଳିଛି। ପରଚାଉଚରା ବାହାନାରେ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି ବୋଲି ଆମ୍‌ ଆଦମୀ ପାର୍ଟି ଅଭିଯୋଗ କରିଛି।
ଇଡିର ନୋଟିସ୍‌ ବେଆଇନ। କେନ୍ଦ୍ର ସରକାର ହଇରାଣ କରିବାକୁ ଇଡିକୁ ହାତବାରିସି କରିଛି ବୋଲି ଆପ୍‌ ଅଭିଯୋଗ କରିଆସିଛି। ସେପଟେ ଦିଲ୍ଲୀ ଜଳ ବୋର୍ଡରେ ଏକ ମାମଲାରେ ମଧ୍ୟ ହାଜର ହେବାକୁ ନୋଟିସ୍‌ ମିଳିଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

Around The Web