Movie prime

ଜନ୍ମଦିନ ରେ ନିଜ ସ୍ତ୍ରୀ ନିତା କୁ ୧୦୫ କୋଟି ଟଙ୍କା ର ଘଣ୍ଟା ଉପହାର ଦେଲେ ସ୍ଵାମୀ ଅମ୍ବାନୀ ! ଅମ୍ବାନୀ କହିଲେ ମୋ ସ୍ତ୍ରୀ ମୋ ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ମୁକେଶ ଅମ୍ବାନୀ ଙ୍କୁ କିଏ ବା ନ ଜାଣେ।ସେ ବିଶ୍ଵ ରା ଧନୀ ତୁଳନା ରେ ୫ ନମ୍ୱର୍ ସ୍ଥାନ ରେ ଅଛନ୍ତି।ଆଜି ସେ କୋଟି କୋଟି ଟଙ୍କାର ମାଲିକ।ଯେଉଁ ବ୍ୟବସାୟ କୁ ତାଙ୍କ ବାପା ଆରମ୍ଭ କରିଥିଲେ।ଆଜି ସେ ତାହାକୁ ବିଶ୍ଵ ସ୍ତର ରେ ପହଞ୍ଚାଇ ଦେଉଛନ୍ତି।
Special report
ଆପଣ ମାନେ ସମସ୍ତେ ତାଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଦେଖିବାକୁ ବହୁତ ସୁନ୍ଦର।ସେ ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।ଏବେ ସେ ମୁକେଶ ଙ୍କ କମ୍ପାନୀ ରେ କାମ କରୁଛନ୍ତି।
ସେ ନିଜ ସୁନ୍ଦରତା କୁ ବଜାଇ ରଖିବା ପାଇଁ ପ୍ରତିଦିନ ସେ ନିଜ ଉପରେ ବହୁତ ଅର୍ଥ ଖର୍ଚ୍ଚ କରନ୍ତି।କୋଟି କୋଟି ଟଙ୍କା ସେ ଦିନ କୁ ଖର୍ଚ୍ଚ କରନ୍ତି।ସେଥିପାଇଁ ସୋସିଆଲ ମିଡିଆରେ ସେ ପିନ୍ଧିଥିବା ପ୍ରତ୍ୟେକ ଜିନିଷ କୁ ନେଇ ଚର୍ଚ୍ଚା ହୁଏ।
Special report
ଆଜି ସେ ତାଙ୍କ ହାତ ରେ ପିନ୍ଧିଥିବା ଘଣ୍ଟା କୁ ନେଇ ସବୁ ଆଡେ ଚର୍ଚ୍ଚା ହେଉଚି।ସେହି ଘଣ୍ଟା କୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ।ସେହି ଘଣ୍ଟା ର ବେଲ୍ଟ ପୁରା ସୁନା ରେ ତିଆରି ହୋଇଛି।ସେହି ଘଣ୍ଟା ର ନାମ ହେଉଚି କ୍ଲେ ଡେ କର୍ଟିୟର।ଆଜି ତାଙ୍କ ଘଣ୍ଟା ସୋସିଆଲ ମିଡିଆରେ ଭାଇରାଲ ହେଉଚି।ସେ ସବୁବେଳେ ଦାମିକା ଜିନିଷ ପିନ୍ଧିବାକୁ ପସନ୍ଦ କରନ୍ତି।
ଏହି ଘଣ୍ଟା ରେ କିଛି ହୀରା ର ଖଣ୍ଡ ଲଗା ଯାଇଚି।ଏହା ଛଡା ଏହାର ବେଲଟ ସମ୍ପୂର୍ଣ୍ଣ ରୂପେ ସୁନା ରେ ତିଆରି ହୋଇଛି।ଆଜି ଲୋକ ଙ୍କ ର ତାଙ୍କ ହାତ ଘଣ୍ଟା ଉପରୁ ନଜର ହଟୁ ନାହିଁ।ଲୋକ ମାନେ ଏହି ଘଣ୍ଟା କୁ ଦେଖିଲା ପରେ
Special report
ନୀତା ଅମ୍ବାନୀ ଙ୍କ ପ୍ରଶଂସା କରିବାକୁ ଲାଗି ପଡିଛନ୍ତି।ଦୁନିଆ ରେ ବହୁତ କମ୍ ଲୋକ ଅଛନ୍ତି ଯେଉଁ ମାନେ ଏହି ଘଣ୍ଟା କୁ ପିନ୍ଧନ୍ତି।ଏହି ଘଣ୍ଟା ର ମୂଲ୍ୟ ବହୁତ ଅଧିକ।ଓ ଏଥିରେ କେବଳ ସୁନା ଓ ହୀରା ର ଖଣ୍ଡ ଦିଆ ଯାଇଛି।
ଆଜି ଏହି ଘଣ୍ଟା ର ମୂଲ୍ୟ ପ୍ରାୟ ୨୫ କୋଟି ଲକ୍ଷ ଟଙ୍କା ହେବ।ଯାହାକୁ କେହି ସାଧାରଣ ବର୍ଗ ର ଲୋକ ମାନେ କିଣିବା ସମ୍ଭବ ନୁହେଁ।ଆପଣ ମାନେ ସମସ୍ତେ ନିତା ଅମ୍ବାନୀ ଙ୍କ ସଉକ ବିଷୟରେ ଭଲ ଭାବେ ଶୁଣି ଥିବେ।ସେ କେବେ ହେଲେ କମ୍ ମୂଲ୍ୟ ର ଜିନିଷ ପିନ୍ଧନ୍ତିଁ ନାହିଁ।