Movie prime

ପରିବାରରେ କେହି ମରିଗଲେ କାହିଁକି ଘର ଲୋକେ ହୁଅନ୍ତି ଅଶୁଦ୍ଧ ଦେଖନ୍ତୁ ଆଉ ଜାଣନ୍ତୁ ଏହାର ମୁଖ୍ୟ କାରଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ବିଷୟରେ ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ଜାଣିଛନ୍ତି କି କେହି ମରିଗଲେ ତାଙ୍କ ପରିବାର ଲୋକ କାହିଁକି ଅଶୁଦ୍ଧ ହୋଇଥାନ୍ତି । ଏହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଆଉ ୧୦ ଦିନରେ ଶୁଦ୍ଧି କ୍ରିୟା ହୋଇଥାଏ । 
ମୃ-ତ୍ୟୁ ଚାରି ପ୍ରକାରର ହୋଇଥାଏ । ପ୍ରଥମ ହେଉଛି, ଜ୍ଞାନପୂର୍ବକ ମୃ-ତ୍ୟୁ, ଦ୍ଵିତୀୟରେ ସ୍ଵାଭାବିକ ମୃ-ତ୍ୟୁ, ତୃତୀୟରେ ହେଉଛି ଅପମୃ-ତ୍ୟୁ, ଆଉ ଚତୁର୍ଥରେ ହେଉଛି ଆ-ତ୍ମ-ହ-ତ୍ୟା । ସବୁଠାରୁ ଉତ୍କୃଷ୍ଟ ଧରଣର ମୃ-ତ୍ୟୁ ହେଉଛି ଜ୍ଞାନ ପୂର୍ବକ ମୃ-ତ୍ୟୁ । ଯୋଗୀ ଋଷିମାନେ ଏହି ପ୍ରକାରର ମୃ-ତ୍ୟୁବରଣ କରିଥାନ୍ତି ।
Special report
ସେମାନେ ନିଜ ଇଚ୍ଛାରେ ମୃ-ତ୍ୟୁବରଣ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ଯୁଦ୍ଧରେ ମୃ-ତ୍ୟୁବରଣ କରିଥାଏ ତାହାକୁ ସ୍ଵାଭାବିକ ମୃ-ତ୍ୟୁ କୁହାଯାଏ । ଆଉ ଯେଉଁ ବ୍ୟକ୍ତିମାନେ ହଠାତ୍ ମରି ଯାଆନ୍ତି ବା ଅଚାନକ ତାଙ୍କର ମୃ-ତ୍ୟୁ ହୋଇଥାଏ ଏହି ମୃ-ତ୍ୟୁକୁ ଅପମୃ-ତ୍ୟୁ କୁହାଯାଏ । 
ଆ-ତ୍ମ-ହ-ତ୍ୟା ହେଉଛି ସବୁଠାରୁ ପାପ କାମ । ଶରୀର ମଧ୍ୟ ଦୁଇ ପ୍ରକାରର । ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର । ଆମ ଶରୀର ପାଞ୍ଚ ତତ୍ତ୍ଵରେ ତିଆରି ହୋଇଛି ଆଉ ଏହାକୁ ସ୍ଥୂଳ କୁହାଯାଏ । ପାପ ଆତ୍ମା ପ୍ରେତ ଲୋକକୁ ଯିବା ପାଇଁ ଚେଷ୍ଟା କରିଥାଏ ।
Special report
ଯେତେବେଳେ ଶରୀରରୁ ପ୍ରାଣ ଚାଲିଯାଏ ସେତେବେଳେ ୯ଟି ଦ୍ବାର ଦେଇ ଯାଇଥାଏ । ୯ଟି ରନ୍ଧ୍ର ମଧ୍ୟ ଦେଇ ଯାଇଥାଏ । ଏହି ଗୁଡ଼ିକ ହେଉଛି ଆଖି, କାନ, ନାକ, ମଳଦ୍ୱାର, ମୂତ୍ରଦ୍ଵାର, ଏବଂ ପାଟି । ସମସ୍ତଙ୍କ ଦେହ ଭିତରକୁ ଆତ୍ମା ପଶିଥାଏ ମସ୍ତିଷ୍କ ଦେଇ । ଯାହାକୁ ଆମେ ଦୁକୁଦୁକୁ କହିଥାଉ ।
ଆତ୍ମା ଶରୀରରୁ ଯେତେବେଳେ ବାହାରି ଯାଇଥାଏ ସେତେବେଳେ ସେହି ବ୍ୟକ୍ତି ପ୍ରେତ ପୁରକୁ ଯିବା ପାଇଁ ଭାବିଥାଏ । ବ୍ୟକ୍ତି ଜଣକ ମୃ-ତ୍ୟୁବରଣ କରିଲା ପରେ ତାର ସବୁ ଜିନିଷକୁ ନଷ୍ଟ କରାଯାଇ ଦିଆଯାଇଥାଏ ।ଆଉ ତାକୁ ପୋଡ଼ି ଦିଆଯାଇଥାଏ ।
Special report
ସେ ସେତେବେଳେ ଏହା କାହିଁକି କରାଯାଏ ପ୍ରଶ୍ନ କରିଥାଏ । ଆଉ ସେ ତାର ଶରୀର ପୋଡ଼ିଯିବା ଯାଏଁ ସେଠାରେ ଥାଏ । ଯେତେବେଳେ ଯିଏ ମୃ-ତ୍ୟୁବରଣ କରିଥାଏ ସେ ସମସ୍ତଙ୍କୁ ସ୍ପର୍ଶ କରିଥାନ୍ତି । ଆଉ ସେଥିପାଇଁ ନଅ ଦିନ ପର୍ଯ୍ୟନ୍ତ ସେ ଅଶୁଦ୍ଧ ଥାନ୍ତି । 
ସେ ସମସ୍ତଙ୍କୁ ଦେଖି ସମସ୍ତଙ୍କ ସହିତ କଥା ହେବାକୁ ଭାବିଥାନ୍ତି କିନ୍ତୁ ଲୋକମାନେ ଘରୁ ଭଗେଇବା ପାଇଁ ପରିବାର ଲୋକେ କାମ କରନ୍ତି । ଆଉ ଏହାପରେ ସେହି ଆତ୍ମା ଭାବିଥାଏ ସେମାନେ ଆଉ ତାଙ୍କୁ ଚାହୁଁ ନାହାନ୍ତି ସେଥିପାଇଁ ସେ ଅଲଗା ହୋଇ ଯାଇଥାଏ ।
ଏହାପରେ ସେ ସମସ୍ତଙ୍କୁ ଛାଡି ଚାଲି ଯାଇଥାଏ । ସେଥିପାଇଁ ଘର ଲୋକ ଅଶୁଦ୍ଧ ହୋଇ ରହିଥାନ୍ତି ଆଉ ୧୦ ଦିନ ଶୁଦ୍ଧ ହୋଇଥାନ୍ତି । ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଜାଣିପାରିବେ । ଆଉ ଅନେକ କିଛି ଖବର ବି ପାଇପାରିବେ ।