Movie prime

ଆସୁଛି ଭୟଙ୍କର ଲଘୁଚାପ ଦେଖନ୍ତୁ ଏହି ସବୁ ଜିଲ୍ଲାରେ ପଡ଼ିବ ପ୍ରଭାବ - Weather Update

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ । ଆଉ ପାଣିପାଗ କେତେବେଳେ କେଉଁ ମୁହୂର୍ତ୍ତରେ ବଦଳି ଯାଉଛି ତାହା କେହି କହିପାରିବେ ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗକୁ ନେଇ ଯେଉଁ ଖବର ଆସୁଛି ତାହା ଜାଣିପାରିବେ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି କୁହାଯାଇଛି । ଆଉ ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।
Special report
ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ସୂଚନା ମିଳିଛି । କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ପ୍ରଥମ ଲଘୁଚାପ ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆଉ ଏହାପରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । 
ଆଉ ଏହି ଦ୍ଵିତୀୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରୁ ବର୍ଷା ଛାଡ଼ିବ ନାହିଁ । ଆଉ ଏହି ୧୫ ତାରିଖ ପର୍ଯ୍ୟନ୍ତ ସବୁବେଳେ ବର୍ଷା ହେବ ବୋଲି ଖବର ଆସିଛି । ଆଉ ଏହା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Special report
କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁରରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ଆଜି ସାରା ରାଜ୍ୟର ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଆଉ ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
ଏହି ଲଘୁଚାପ ଯୋଗୁଁ ଅନେକ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ଆଉ ନିଅଣ୍ଟିଆ ବର୍ଷା ହେଉଥିବା ଅଞ୍ଚଳରେ ଏହା ସ୍ୱାଭାବିକ ହୋଇଯିବ ବୋଲି ସୂଚନା ମିଳିଛି । ବର୍ଷାର ବିସ୍ତୃତି ଆଉ ପରିମାଣ ପଶ୍ଚିମ ଓଡ଼ିଶାରେ ଅଧିକ ହେବ ବୋଲି ଜଣାପଡିଛି । ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହେବ ।
ଆଉ ଏହାସହ ଅର୍ଥାତ୍ ବର୍ଷା ସହ ବଜ୍ରପାତ ହେବ ବୋଲି ସମ୍ଭାବନା ରହିଛି । ଅନେକ ଜିଲ୍ଲାରେ ବର୍ଷା ହେବା ସହ ବଜ୍ରପାତ ହେବ । ଏହା ଅପରାହ୍ନ ସମୟରେ ହୋଇପାରେ ବୋଲି ସମ୍ଭାବନା ଅଛି । ସେଥିପାଇଁ ସତର୍କ ରୁହନ୍ତୁ ।