Movie prime

ଆସୁଛି ପ୍ରବଳ ବର୍ଷା ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଏବେ ଲଘୁଚାପ ହେବାର ସମ୍ଭାବନା ଅଛି । ଆଉ ଏହି ଲଘୁଚାପ ଯୋଗୁଁ ଲୋକମାନେ ଅନେକ କ୍ଷୟକ୍ଷତିର ସାମନା କରୁଛନ୍ତି । ଅନେକ ଲୋକ ଅନେକ ହଇରାଣ ହେଉଛନ୍ତି । 
ଆସନ୍ତା ଦୁଇଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଉ ଲୋକମାନେ ଏହି ବର୍ଷାର ସୂଚନା ପାଇପାରିବେ । ଆସନ୍ତା ଦୁଇଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନେକ ଖବର ଏବେ ସାମ୍ନାକୁ ଆସିଛି ।
Special report
ଆସନ୍ତା ଦୁଇଦିନ ପ୍ରବଳ ଘଡଘଡି ସହ ପ୍ରବଳ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ଦିନ ୩ ଟା ସମୟରେ ଯେଉଁଭଳି ଭାବରେ ବର୍ଷା ହେଲା ସେହିଭଳି ଭାବରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ସେଥିପାଇଁ ୧୫ ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଛି ।
ଗତକାଲି ୩ଟା ସମୟରେ ସବୁ ଆଡେ ପାଣିପାଗ ଠିକ୍ ଥିଲା । ଆଉ ଆକାଶରେ ମେଘ ବି ନଥିଲା କିନ୍ତୁ ହଠାତ୍ କେଉଁଆଡ଼ୁ ମେଘ ଆସି ସବୁକିଛି କରିଦେଲା । ଜୋରରେ ବର୍ଷା ହୋଇଥିଲା । ରାଜଧାନୀ ଭୁବନେଶ୍ଵରରେ ଗତକାଲି ବିଜୁଳି ସହ ବର୍ଷା ବି ହୋଇଥିଲା ।
Special report
ଆଉ ପୁରା ରାଜଧାନୀ ଜଳମଗ୍ନ ହୋଇ ଯାଇଥିଲା । ଆଉ ଏଭଳି ଆସନ୍ତା ଦୁଇଦିନ ମଧ୍ୟ ରାଜଧାନୀରେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ଅନେକ ଜିଲ୍ଲା ତଥା ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଏବଂ ବାଲେଶ୍ଵର ଜିଲ୍ଲାରେ ବର୍ଷା ହୋଇପାରେ ।
ଏହି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଗୁରୁବାର ଦିନ ଏହି ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଶୁକ୍ରବାର ଦିନ ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ ରେ ଅଧିକ ବର୍ଷା ହେବ ବୋଲି ସମ୍ଭାବନା ରହିଛି ।
ଆଉ ଏହାସହିତ ଶନିବାର ଦିନ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇପାରେ । ଏହାସହ ୨୭,୨୮,ଆଉ ୨୯ ତାରିଖରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି । ବୁଧବାର ଦିନ ସର୍ବାଧିକ ହୀରାକୁଦରେ ବର୍ଷା ହୋଇଛି । ସେହିଭଳି ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ।

Around The Web