Movie prime

ନିଜ ରୁମ୍ ରେ ଭାଉଜ କୁ ଏକା ପାଇ ଅନୈତିକ କାମ କଲା ଦିଅର, ପରେ ଭାଉଜ ବି କଲା ସମର୍ଥନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜ ରେ ଏଭଳି ଘଟଣା ମାନ ସମୟରେ ଘଟିବାକୁ ଲାଗୁଛି ଯାହାକି ଅତ୍ୟନ୍ତ ମାତ୍ରାରେ କଳୁଷିତ ଅଟେ। ମଣିଷ ଦିନକୁ ଦିନ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇ ସାରିଲାଣି
Special Report
 ଏଥି ସହ ସେ ତାର ବ୍ୟବହାର ଓ ଆଚରଣ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଇଛି। ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।
ଆଜ୍ଞା ହଁ ବର୍ତ୍ତମାନ୍ ସମୟରେ ଏଭଳି ଏକ ଘଟଣା ଘଟି ଯାଇଛି। ତେବେ ଆପଣ ମାନେ ଦିଅର ଭାଉଜ ଙ୍କ ପ୍ରେମ କାହାଣୀ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଦିଅର ଓ ଭାଉଜ ଙ୍କ ପ୍ରେମ କାହାଣୀ ଏବେ ଚାରିଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି।
Special report
ସୋସିଆଲ ମିଡିଆରେ ମଧ୍ୟ ଏବେ ଏହି ଘଟଣା ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେତେବେଳେ ମହିଳା ଜଣକ ତାଙ୍କର ବାପ ଘରକୁ ପଳେଇ ଆଉ ତାଙ୍କର ଦିଅର ତାଙ୍କୁ ବାପ ଘରକୁ ଆଣିବାକୁ ଯାଇଥିଲେ।
ହେଲେ ଗ୍ରାମବାସୀ ଯେତେବେଳେ ଏହି ଘଟଣା ସଂପର୍କରେ ଜାଣିବା ପାଇଁ ପାଇଥିଲେ ସେତେବେଳେ ସେମାନେ ଉଭୟ ଦିଅର ଓ ଭାଉଜ ଙ୍କ ବିବାହ କରିଥିଲେ। ଆଉ ଏବେ ଏହି ଘଟଣା ଖୁବ୍ ଚର୍ଚ୍ଚାରକେନ୍ଦ୍ରବିନ୍ଦୁ ପାଲଟିବା ସହ ଗ୍ରାମବାସୀ ମାନେ ଏହି ଘଟଣାର ଖୁବ ନିନ୍ଦା କରିଛନ୍ତି।
Special Report
ହେଲେ ପରିବାର ଲୋକେ କିନ୍ତୁ ଉଭୟ ଙ୍କ ବିବାହକୁ ସ୍ବୀକୃତି ଦେଉ ନାହାଁନ୍ତି। ଆଉ ଏହି ଘଟଣା ଘଟିବା ପରେ ସୋସିଆଲ ମିଡ଼ିଆ ରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଆଉ ସୋସିଆଲ ମିଡ଼ିଆ ରେ ଏହା ଜଣକ ଫୋନ ରୁ ଅନ୍ୟ ଜଣଙ୍କ ଫୋନ କୁ ଘୁରି ବୁଲୁଥିବା ସହ ବହୁ ଲୋକ ମାନେ ଏହି ପୋଷ୍ଟ ରେ କମେଣ୍ଟ କରିଛନ୍ତି।ସେମାନେ କହିଛନ୍ତି କି ଏହି ପୋଷ୍ଟ ନୀଶ୍ଚିତ ଖରାପ୍ ପ୍ରଭାଵ ପକାଉଛି।
Special Report
ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ। ଏହି ଘଟଣା ଏବେ ମଧ୍ୟ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଥିବାର କୁହା ଯାଇଛି।