Movie prime

ଗୋଟେ ଲଘୁଚାପ ନ ସରୁଣୁ ଆସିଲା ଆଉ ଏକ ବଡ଼ ବର୍ଷା ସୂଚନା ଦେଖନ୍ତୁ ଏହି ସବୁ ଜିଲ୍ଲାକୁ ମିଳିଲା ରେଡ ଆଲର୍ଟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦେଖିଲେ ଅନେକ ଖବର ଜାଣିପାରିବେ ।
Special report
ଏହି ଭିଡିଓ ଦ୍ଵାରା ଲୋକମାନେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇପାରିବେ । ପାଣିପାଗ ପ୍ରତିଦିନ ବଦଳି ବଦଳି ଯାଉଛି । କେତେବେଳେ ପାଣିପାଗ ଭଲ ତ ଆଉ କେତେବେଳେ ଖରାପ ହୋଇଥାଏ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ଖବର ପାଇପାରିବେ । ଏବେ ଜାପାନରେ ତାଣ୍ଡବ ରଚିବ 'ଟାଇଫୁନ' ଲ୍ୟାଣ୍ଡ । ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହୁଛି । ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ' ଲାନ' ।
Special report
ଆଜି ରାତି କିମ୍ବା କାଲି ଲ୍ୟାଣ୍ଡଫଲ କରିପାରିବ ଏହି ସାମୁଦ୍ରିକ ଝଡ । ଏହି ଝଡ ଲ୍ୟାଣ୍ଡ କରିଲେ ଭୂସ୍ଖଳନ ସହିତ ପ୍ରବଳ ବର୍ଷା ହୋଇପାରେ । ଜାପାନର ଓସକାରାରେ ସ୍ଥଳଭାଗ ଅତିକ୍ରମ କରିପାରେ । ୧୧ ରୁ ୧୨ କିଲୋମିଟର ବେଗରେ ସେ କେନ୍ଦ୍ରୀୟ ଜାପାନ ଆଡ଼କୁ ଗତି କରୁଛି ।
୧୮ ତାରିଖ ଆଡ଼କୁ ଏହି ସାମୁଦ୍ରିକ ଝଡ ଲ୍ୟାଣ୍ଡ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସିଧାସଳଖ ଲ୍ୟାଣ୍ଡଫଲ୍ କରିବ ସେଥିପାଇଁ ଏହା ବହୁତ କ୍ଷତି ପହଞ୍ଚାଇବ । ୧୫୦ ମିଲିମିଟର ରୁ ଅଧିକ ବର୍ଷା ହୋଇପାରେ ଯାହା ଏହି ପାଣିପାଗ ବିଭାଗ ଦ୍ଵାରା ସୂଚନା ଦିଆଯାଇଛି ।
Special report
ବୁଧବାର ପର୍ଯ୍ୟନ୍ତ ଏହି ପ୍ରଭାବ ରହିବ ବୋଲି ଜଣାପଡିଛି । ପୁଣି ରାଜ୍ୟରେ ସକ୍ରିୟ ହେବ ମୌସୁମୀ । ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ହେବ । ଏବେ ଉତ୍ତର ପୂର୍ବ ବଙ୍ଗୋସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ,ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ବଡ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Special report
୧୮ ତାରିଖ ପରେ ଏକ ଲଘୁଚାପ ସୃଷ୍ଟି ଯୋଗୁଁ ଅତି ପ୍ରବଳ ବର୍ଷା ହୋଇପାରେ । କାଲି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୭ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।