Movie prime

ଆଫ୍ରିକା ରେ ବାଜିଲା ଓଡ଼ିଆ ଗୀତ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ଆଉ ଗର୍ବ କରନ୍ତୁ ଓଡ଼ିଆ ହେବାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ବିଷୟରେ ଅଧିକ ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ଗୁଆଘିଅ ଗୀତ ଶୁଣିଥିବେ । ଏହି ଗୀତ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି ଗୀତରେ ଲୋକମାନେ ଅନେକ ରିଲ୍ସ, ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ସବୁ କରିଛନ୍ତି । ଏବେ ଏହି ଗୀତକୁ ନେଇ କିଛି ଖବର ଆସିଛି ।
ଆପଣମାନେ ସମସ୍ତେ ତ ଏହି ଓଡ଼ିଆ ଆଲବମ ଗୀତ "ଗୁଆଘିଅ" କୁ ନେଇ ଆସିଥିବା ଅନେକ କଥା ଆଉ ଏହି ଗୀତ ବହୁତ ହିଟ ହୋଇଥିଲା ସେହି ବିଷୟରେ ଜାଣିଥିବେ । ଏବେ ଏହି ଓଡ଼ିଆ ଆଲବମ ଗୀତକୁ ନେଇ କିଛି ଏଭଳି ଖବର ଆସିଛି ଯାହା ଶୁଣିଲେ ଆପଣମାନେ ଅନେକ କିଛି ବିଷୟରେ ଜାଣିପାରିବେ ।
Special report
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଗୀତରେ ପ୍ରାୟ ସମସ୍ତେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିବାକୁ ପାଇପାରିବେ ।
ଏହି ଖବର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ମନ ଭିତରେ ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସିବ । ଏହି ଖବର ହେଉଛି ଏହି ଓଡ଼ିଆ ଆଲବମ ଗୀତ "ଗୁଆଘିଅ" କୁ ନେଇ ଆଫ୍ରିକା ଦେଶରେ ଏବେ ଭିଡିଓ କରିଛନ୍ତି ପିଲାମାନେ ।
Special report
ଏହି ଗୀତ ଏତେ ଲୋକମାନଙ୍କୁ ପସନ୍ଦ ଆସୁଛି ଯେ ଏହି ଗୀତରେ ରିଲ୍ସ ଆଉ ଭିଡିଓ ଲୋକମାନେ ବନଉଛନ୍ତି । ଆପଣମାନେ ଏହି ଆଫ୍ରିକା ଦେଶର ଲୋକମାନଙ୍କୁ ଅର୍ଥାତ୍ ସେହି ଅଞ୍ଚଳର କୁନି କୁନି ପିଲାଙ୍କୁ ଦେଖିପାରିବେ । ସେମାନେ ଏହି ଗୀତରେ ସୁନ୍ଦର ଭାବରେ ନାଚ କରୁଛନ୍ତି । 
ଆଉ ଏହି ନାଚ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଏହି ଭିଡିଓରେ ଦେଖିପାରିବେ ଆଫ୍ରିକା ଦେଶର ଛୋଟ ଛୋଟ ପିଲାମାନେ ଏହି ଓଡ଼ିଆ ଆଲବମ ଗୀତ "ଗୁଆଘିଅ"ରେ ବହୁତ ସୁନ୍ଦର ଭାବରେ ନାଚ କରୁଛନ୍ତି । ଏହି ଭିଡିଓ ଦେଖିଲେ ଆପଣମାନେ ତାଙ୍କ ନାଚ ଦେଖିପାରିବେ ।
ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଓଡ଼ିଆ ଗୀତ ଲୋକମାନଙ୍କୁ ଏତେ ପସନ୍ଦ ଆସିଲା ଯେ ଏହି ଗୀତରେ ନାଚ କରିବାକୁ ଅଲଗା ଦେଶର ପିଲାମାନେ ପ୍ରସ୍ତୁତ ହେଇ ଯାଉଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଅନେକ ଖବର ବି ଜଣାଉଛି ।

Around The Web