Movie prime

୧୪ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ ହେବ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗକୁ ନେଇ ଆସୁଥିବା ଖବର ଜାଣି ପାରିବେ । ପାଣିପାଗ କେତେବେଳେ କଣ ଯେ ହେଉଛି ତାହାର ହିସାବ ନାହିଁ । ଏବେ ପାଣିପାଗ ଭଲ ଅଛି ତ ପୁଣି ପାଣିପାଗ ବଦଳି ଯାଉଛି । ଆଉ ଏବେ ଏହି ଭିଡିଓ ଚର୍ଚ୍ଚା ହେଉଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ସମୟ ଦିନ ୨ଟା ରୁ ପ୍ରବଳ ବର୍ଷା ହୋଇଛି । ହଠାତ୍ ରାତି ୨ ଟା ସମୟରେ ଆକାଶ କଳା ହୋଇଗଲା । ଆଉ ବର୍ଷା ମାଡ଼ି ଆସିଲା । ଘୋର ଅନ୍ଧକାର ହୋଇଗଲା ।
Special report
ଆଉ ଚାହୁଁ ଚାହୁଁ ବର୍ଷା ଆରମ୍ଭ ହୋଇଗଲା ଏବଂ ପ୍ରବଳ ବର୍ଷା ହେବା ଦ୍ବାରା ରାଜଧାନୀ ଭୁବନେଶ୍ବରରେ ପାଣି ହୋଇଗଲା । ସେହି ସମୟରେ ଯିଏ ଯେଉଁଠି ଥିଲେ ସେହିଠାରେ ଅଟକି ଯାଇଥିଲେ । ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ହେଲା ।ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ମାରୁଥିଲା । ଭୟଙ୍କର ରୂପ ଧାରଣ କରିଥିଲା ମେଘ । 
ଲୋକମାନେ ଘରୁ ବାହାରି ପାରୁ ନଥିଲେ । ଆଉ ଯେଉଁ ସ୍ଥାନରେ ଯିଏ ଥିଲେ ସେଠାରେ ଅଟକି ଯାଇଥିଲେ । ତିନି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା । ରାଜଧାନୀ ଭୁବନେଶ୍ଵରରେରେ ତିନି ଘଣ୍ଟାରେ ୧୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । କଟକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା ।
Special report
ଆଉ କଟକ ଜିଲ୍ଲାରେ ମଧ୍ୟ ବର୍ଷା ସହ ଘଡଘଡି ଆଉ ବିଜୁଳି ମାରିଥିଲା । ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ ।ଦିନ ୨.୩୦ ରୁ ସନ୍ଧ୍ୟା ୫.୩୦ ଭିତରେ ରାଜ୍ୟରେ ମୋଟ ୨୫ ହଜାର ୬୭୩ ବଜ୍ରପାତ ହୋଇଥିବା ସୂଚନା ମିଳିଛି । 
ଏବେ ଆଉ ଏକ ଲଘୁଚାପ ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଉ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ୪ ତାରିଖ ଦିନ ଅର୍ଥାତ୍ ଗତକାଲି ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ଅଛି ।
ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଆଉ କନ୍ଧମାଳର ଅନେକ ସ୍ଥାନରେ ବର୍ଷା ସହ ଘଡଘଡି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Around The Web