Movie prime

ଝାଡଖଣ୍ଡୀ ପ୍ରେମିକାର କିଡନାପ ଖେଳ ପ୍ରେମିକକୁ ଉଠାଇ ଡିମାଣ୍ତ କଲା ୧୦ ଲକ୍ଷ ଆଉ ତାପରେ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ କିଛି ଖବର ଆସୁଛି ଯାହାକୁ ନେଇ ଅନେକ ଖବର ଆସୁଛି । ଆଜିକାଲି ସମାଜରେ ଚୋରି ଡକାୟତ ଭଳି ଅନେକ ଘଟଣା ଆସୁଛି । ଚୋରି ଡକାୟତ ଆଉ ଅପହରଣ ଭଳି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି । ଗୋଟିଏ ଘରେ ଖାଇଲା ଆଉ ଗୋଟିଏ ଘରେ ରହିଲା ଏହି ଯୁବତୀ ଜଣକ । ଏହାପରେ ଏହି ଯୁବତୀ ଜଣକ ତାର ବୟଫ୍ରେଣ୍ଡକୁ କିଡନାପ କରି ଏବେ ଟଙ୍କା ମାଗୁଛି । ଏହି ଯୁବତୀ ଜଣକ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର ।
Bv
ଏହି ଯୁବତୀ ଜଣକ ଝଡ଼ପଡ଼ା ଅଞ୍ଚଳରେ ଖେଳ ଖେଳୁଥିଲେ । ଏହି ଯୁବତୀ ଜଣକ ଅପହରଣ ଖେଳ ଖେଳିଲା । ଭଉଣୀ ଜଣଙ୍କର ପ୍ରେମିକ ଜଣଙ୍କୁ ଲଗାଇ ଏହି ଯୁବତୀ ଜଣକ ନିଜ ପ୍ରେମିକକୁ କିଡନାପ କରିଥିଲେ । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଏହି ଖେଳ ଖେଳିଛି ଯୁବତୀ । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ ଲିଭ୍ ଇନରେ ରହୁଥିଲେ ଏହି ଯୁବକ ଆଉ ଯୁବତୀ । ତାପରେ ପ୍ରେମ କରୁ କରୁ ଯୁବକ ଜଣକ ନିଜ ପ୍ରେମିକା ବିଷୟରେ ଜାଣିବାକୁ ପାଇଥିଲେ । 
Gg
ଆଉ ଏହି ଯୁବକ ଜଣକ ଜାଣିବାକୁ ପାଇବା ପରେ ଯୁବତୀ ଜଣଙ୍କୁ ଏହି ବିଷୟରେ ପଚାରିଥିଲେ । ଯୁବତୀ ଜଣକ ଅନେକ ଯୁବକ ସହ ସମ୍ପର୍କ ରଖିଥିଲେ । ନିଜ ପ୍ରେମିକ ଥାଉ ଥାଉ ଏହି ଯୁବତୀ ଜଣକ ଅନେକ ଯୁବକ ସହ ସମ୍ପର୍କରେ ରଖିଥିଲେ । ଏହାସହ ମାରପିଟ୍ କରିଥିଲେ । ଏହାପରେ ଏହି ପ୍ରେମିକା ଜଣକ ନିଜ ଭଉଣୀର ପ୍ରେମିକ ସହ ମିଶି ନିଜ ପ୍ରେମିକ ଜଣଙ୍କୁ ଅପହରଣ କରିଥିଲେ । ଅପହରଣ କରିବା ପରେ ୧୦ ଲକ୍ଷ ଟଙ୍କା ଦାବି କରିଛି । 
ପ୍ରେମିକା ସହ ପାଞ୍ଚ ଜଣ ମିଶି ଏହି ପ୍ରେମିକ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଯୁବକ ଜଣକ ହେଉଛନ୍ତି ସୋମନାଥ । ସୋମନାଥ ପ୍ରେମିକା ବିଷୟରେ ଅନେକ କଥା ଶୁଣି ଆଉ ଅନେକ ଯୁବକଙ୍କ ସହ ସମ୍ପର୍କ ରଖିବା କଥା ଜାଣିବା ପରେ ଯୁବତୀ ଜଣଙ୍କୁ ମାରପିଟ୍ କରିଥିଲେ । ଏହି ଯୁବତୀ ଜଣକ ସହ ମାରପିଟ୍ କରିବା ପରେ ଏଭଳି କିଛି କରିଥିଲା ପ୍ରେମିକ। ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Around The Web