Movie prime

ଜ୍ବାଇଁ ଘରକୁ ଯାଉଥିଲେ ରାସ୍ତାରେ ଉଡିଗଲା ପ୍ରାଣବାୟୁ ଜଳିଗଲେ ଶାଶୁ-ଶ୍ଵଶୁର-ଶଳା ଆଉ ତାପରେ

 
Yy
ଯାଉଥିଲେ ଶାଶୁ ଶଶୁର ସାଙ୍ଗରେ ଥିଲେ ସାନ ଶଳା ,ଝିଅ ଜ୍ବାଇଁ କୁ ଦେଖିବେ ଆଉ ଝିଅ ଜ୍ବାଇଁ ସହ ହୋଲି ଖେଳିବେ। ମନରେ ତାଙ୍କର ଥିଲା କେତେ ଆଶା ସେଥିପାଇଁ ବାହାରି ପଡ଼ିଥିଲେ ଜ୍ବାଇଁ ଘରକୁ। ହେଲେ ବାଟରେ ଏତେ ବଡ଼ ଦୁର୍ଘଟଣା ହୋଇଥିଲା ଯେ ଜ୍ବାଇଁ ଘର ବଦଳରେ ଶାଶୁ ଶଶୁର ଗଲେ ଯମପୁର କୁ। ଅଧା ରହିଗଲା ତାଙ୍କର ହୋଲି ଖେଳ ହାତ ଧରାଧରି ହୋଇ ଚାଲି ଯାଇଥିଲେ ଶାଶୁ ଶଶୁର। ଜ୍ବାଇଁ ପାଇଁ କିଣିଥିବା ମିଠା ,
Gg
ଆଉ ଜ୍ବାଇଁ ପାଇଁ କିଣିଥିବା ନୂଆ ପ୍ୟାଣ୍ଟ୍ ସାର୍ଟ ସବୁ ଶବ ପାଖରେ ପଡ଼ି ରହିଛି। ଆଉ ଚାଲି ଯାଇଛି ଶାଶୁ ଶଶୁର ଙ୍କ ଜୀବନ। ହୋଳିରେ ହିଁ ଚାଲି ଯାଇଥିଲା ଶାଶୁ ଶଶୁର ଙ୍କ ଜୀବନ। ଜ୍ବାଇଁ ଘରକୁ ଆସୁଥିବା ବେଳେ ଜ୍ବାଇଁ ଘର ସାମ୍ନାରେ ହିଁ ଧକ୍କା ଦେଇଥିଲା ଟ୍ରକ୍। ଶଶୁର ଙ୍କ ଜୀବନ ଚାଲି ଯାଇଥିବା ବେଳେ ଶାଶୁଙ୍କ ଅବସ୍ଥା ଗୁରୁତର ଥିଲା। ହେଲେ ଡାକ୍ତରଖାନା ନେବା ସମୟରେ ହିଁ ଶାଶୁ ଙ୍କ ମୃ-ତ୍ୟୁ ହୋଇଥିବା ସୁଚନା ମିଳିଥିଲା।
Gg
ଏଭଳି କି ଡାକ୍ତରଖାନା ରୁ ସ୍ଥାନାନ୍ତରିତ କରିବା ସମୟରେ ରାସ୍ତାରେ ଶଳା ର ମଧ୍ୟ ମୃ-ତ୍ୟୁ ହୋଇଛି। ଚମ୍ପୁଆ ଥାନା ସାନ ନଈ ଗ୍ରାମର ଅଇବନ୍ ପ୍ରଧାନ ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ବାଇକ୍ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ଦୋଳିତା ଛକ ନିକଟରେ ଜ୍ବାଇଁ ଘର ସମ୍ମୁଖରେ ରିମୁଳି ପ୍ରତି ଆସୁଥିବା ଦୃତ ଗତିରେ ଟ୍ରକ୍ ବାଇକ୍ କୁ ସାମ୍ନା ରୁ ଧକ୍କା ଦେଇଥିଲା। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ଦେଖା ଦେଇଛି।
ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା କୁ ନେଇ ଆଉ ବାରମ୍ବାର ଏଭଳି ଦୁର୍ଘଟଣା କୁ ନେଇ ଲୋକମାନେ ଅନେକ କଥା କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web