ପ୍ରେମ କରିବା ପଡ଼ିଲା ମହଙ୍ଗା ଦେଖନ୍ତୁ ଅକାରଣରେ ଚାଲିଗଲା ଦୁହିଁଙ୍କ ଜୀବନ
Jul 16, 2024, 16:40 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପ୍ରେମକୁ ନେଇ ପୁଣି ଏକ ଖବର ଆସିଛି । ପ୍ରେମ ପାଇଁ ପୁଣି ଚାଲିଗଲା ଜୀବନ । ଏବେ ପ୍ରେମ ସାଜିଲା ସଇତାନ । ପ୍ରେମ ପାଇଁ ଅନେକ କିଛି ଘଟଣା ଘଟୁଛି । ଆଉ ପ୍ରେମରେ ଅନେକ ଲୋକ ଅନେକ ଘଟଣା ଘଟାଉଛନ୍ତି । ପ୍ରେମ କରି ଅନେକ ଲୋକ ମୃ-ତ୍ୟୁବରଣ କରିବା ସହ ଅନେକ ଲୋକଙ୍କ ଅବସ୍ଥା ଏଭଳି ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ପ୍ରେମ ଯେ ଏତେ ଭୟଙ୍କର ହୋଇପାରେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମ ଏତେ ଭୟଙ୍କର ହୋଇପାରେ ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନୁମୂରା ପଞ୍ଚାୟତ ଏକ ଗାଁରେ ଘଟିଛି ଦୁଇଜଣଙ୍କ ସହିତ ଏମିତି । ଦୁଇଜଣ ମୃ-ତ୍ୟୁବରଣ କରିଛନ୍ତି । ଏହି ଘଟଣା ହେଉଛି ପ୍ରେମିକା ସହିତ ସହପାଠୀ ଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ମୃ-ତ ଯୁବକ ଜଣକ ପ୍ରେମିକାଙ୍କ ସହପାଠୀ ।
ପ୍ରେମିକା ଜଣକ ହେଉଛନ୍ତି କାଶିପଡା ଗ୍ରାମର ଲିପ୍ସା କେରକେଟା । ଯୁବତୀ ଜଣଙ୍କର ମାଆ କହିଛନ୍ତି ତାଙ୍କ ଗାଁର ଏକ କାର ଚାଳକ । ସେମାନେ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା । ଏହି ଘଟଣା ଆଖିକୁ ଦେଖିବାକୁ ବିଶ୍ବାସ ହେଉ ନଥିଲେ ମଧ୍ୟ ଏହା ସତ ଅଟେ । ଏହି ଯୁବତୀ ଜଣକ ତାଙ୍କ ଘରେ ଏକା ଥିଲେ । ଅର୍ଥାତ୍ ତାଙ୍କ ବାପା ମାଆଙ୍କର ଆଉ କେହି ସାହା ଭରଷା ନାହାଁନ୍ତି । ଏବେ ସେମାନେ କଣ କରିବେ । ମାରିଥିବା ଯୁବକ ଜଣକ ହେଉଛନ୍ତି ରାଜୁ ।
ରାଜୁ ଆକ୍ରମଣ କରିଥିଲେ ଆଉ ଆକ୍ରମଣ କରିବା ପରେ ଲିପ୍ସାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ତାଙ୍କ ସହପାଠୀ । ତାଙ୍କ ସହପାଠୀ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଏହି ଘଟଣାର ଶିକାର ହୋଇଥିଲେ । ସହପାଠୀ ଜଣଙ୍କୁ ମଧ୍ୟ ରାଜୁ ଆକ୍ରମଣ କରିଥିଲେ । ଏହାପରେ ଉଭୟଙ୍କୁ ମେଡ଼ିକାଲକୁ ନେଇଥିଲେ । ଆଉ ସେଠାରେ ଲିପ୍ସା ମୃ-ତ ବୋଲି ଡାକ୍ତର କହିଥିବା ବେଳେ ତାଙ୍କ ସହପାଠୀ ଜଣଙ୍କୁ ଆଉ ଏକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ଏବେ ଆକ୍ରମଣକାରୀ ଜଣକ ଫେରାର ଅଛନ୍ତି ।