Movie prime

ରାତିଠୁ କାଚିବ ଏହିସବୁ ସ୍ଥାନରେ ବର୍ଷା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ପାଣିପାଗକୁ ନେଇ ବଡ ଚେତାବନୀ ଦେଲେ ଏସଆରସି। 
Bb
ରାତି ପାହିଲା ପରଠୁ କାଚୁଛି ବର୍ଷା। ଆଉ ବର୍ଷା ଛାଡିବାର ନାଧରୁନି। ଆକାଶରେ କଳାହାଣ୍ଡିଆ ମେଘ ଦେଖିବାକୁ ମିଳୁଛି। ସବୁଆଡେ ସକାଳୁ ସକାଳୁ ବର୍ଷା ଜୋରରେ ହେଉଛି। ରାସ୍ତାଘାଟ ସବୁଆଡ଼େ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ଲୋକ ମାନେ ଘରୁ ବାହାରି ପାରୁନାହାଁନ୍ତି। ପ୍ରବଳ ବର୍ଷାରେ ପୁରା ଓଡ଼ିଶା ଭିଜିଲାଣି। ଆଗକୁ ଆହୁରି ବଢିବ ବର୍ଷା। ସେପଟେ ଯଦି ଏଭଳି ବର୍ଷା ଲାଗି ରହେ ତେବେ କେରଳ ଭଳି ଭୂସ୍ଖଳନ ହେବାର ଚିନ୍ତା ସମସ୍ତଙ୍କୁ ଚିନ୍ତାରେ ପକେଇଲାଣି। 
Bb
ବନ୍ଧୁଗଣ ପାହାଡ଼ରୁ ବଡ଼ ବଡ଼ ପଥର ଖସୁଥିବା ବେଳେ ଭୂସ୍ଖଳନ ଭୟ ସାଙ୍ଗକୁ ବନ୍ୟାଜଳ ପ୍ରଭାବରେ ଲୋକେ ଗାଁ ଛାଡ଼ିବାକୁ ବାଧ୍ୟ ହେଲେଣି। ତେବେ ଆଗକୁ ଆହୁରି ବଢିବ ବର୍ଷାର ପରିମାଣ। ତୁହାକୁ ତୁହା ମାରିବ ବିଜୁଳି ଘଡଘଡି। ପ୍ରବଳ ବର୍ଷା ହେବା ଫଳରେ ଗାଁ ଗଣ୍ଡା ତଳିଆ ଅଞ୍ଚଳ ସବୁ ବୁଡି ଯିବାର ସମ୍ଭାବନା ରହିଛି। ତେଣୁ ଉଚ୍ଚା ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଧୀରେ ଧୀରେ ଭୟଙ୍କର ହେଉଛି ପରିସ୍ଥିତି। 
ସକାଳୁ କଳାହାଣ୍ଡିଆ ମେଘ ଢାଙ୍କି ରଖିଥିବା ବେଳେ ରାସ୍ତାଘାଟ ଅନ୍ଧାରରେ କିଛି ଦେଖାଯାଉନାହିଁ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ସେପଟେ ସମୁଦ୍ରରେ ପାଣି ବଢିବାରେ ଲାଗିଛି। ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ଜଳକା ନଦୀର ଜଳସ୍ତର। ମଥାଳୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ୬.୬୯ ମିଟରରେ ପ୍ରଭାବିତ ହେଉଛିଜଳସ୍ତର। ତେବେ ଏହା ପ୍ରଭାବରେ ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୩ଟି ପଞ୍ଚାୟତ ହଜାର ହଜାର ହେକ୍ଟରର ଚାଷ ଜମିରେ ଲହରୀ ମାରୁଛି ବନ୍ୟା ପାଣି।

Around The Web