Movie prime

ଶେଷରେ ମମତା ଦିଦିଙ୍କ ହେବ ପଲିଗ୍ରାଫ ଟେଷ୍ଟ ଦେଖନ୍ତୁ ଉଠିଲା ପ୍ରଶ୍ନ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଏବେ ପୁଣି ଆଉ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, କଲିକତା ମହିଳା ଡାକ୍ତର ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଲିଗ୍ରାମ ଟେଷ୍ଟ ପାଇଁ ଦାବି କରିଛି ବିଜେପି। ମେଡ଼ିକାଲର ଏକ୍ସ ପ୍ରିନ୍ସପାଲ ସନ୍ଦୀପ ଘୋଷ ଓ ମମତା ବାନାର୍ଜୀଙ୍କ ସଂପର୍କକୁ ନେଇ ଅନେକ କଥା ଏବେ ସାମ୍ନାକୁ ଆସୁଛି। ମମତା ଏବଂ ସନ୍ଦୀପ ଘୋଷଙ୍କର ଭଲ ସଂପର୍କ ଥିବା ଜଣାପଡିଛି। 
Gg
ଦୁ-ଷ୍କ-ର୍ମ ଘଟଣାରେ ସନ୍ଦୀପ ଘୋଷ ସାମିଲ ଥିବା ମଧ୍ୟ କୁହାଯାଉଛି। ଆଉ ଏଥିପାଇଁ ତାଙ୍କୁ ବାରମ୍ଵାର ଜେରା କରିବା ସହ ପଲିଗ୍ରାମ ଟେଷ୍ଟ ମଧ୍ୟ କରାଯାଉଛି। କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ ମମତା ବାନାର୍ଜୀଙ୍କର ବି ହେବ ପଲିଗ୍ରାମ ଟେଷ୍ଟ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ମହିଳା ଟ୍ରେନି ଡାକ୍ତରଙ୍କ ଦୁ-ଷ୍କ-ର୍ମ ଘଟଣାରେ ସଞ୍ଜୟକୁ ଗିରଫ କଲା ପରେ ଲୋକ ମାନଙ୍କ ମନରେ ଉତ୍ତେଜନା ସୃଷ୍ଟି ହେଇଥିଲା। ଆଉ ସମସ୍ତେ ଦାବି କରିଥିଲେ କେତେ ଶୀଘ୍ର ନ୍ୟାୟ ଦିଆଯାଉଛି ପୀଡ଼ିତାଙ୍କ ଆତ୍ମାକୁ। 
Vb
ହେଲେ ମମତା ନ୍ୟାୟ କଣ ଦେବେ ସେ ମଧ୍ୟ ରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ। ଆଉ ଏହାକୁ ଦେଖି ଲୋକେ ଚର୍ଚ୍ଚା କରୁଥିଲେ ମମତା ବାନାର୍ଜୀ କୁଆଡେ ଘଟଣାକୁ ଚାପିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ଦୁ-ଷ୍କ-ର୍ମ ଘଟଣାରେ ସିବିଆଇ ପସିଲା ଜଣକୁ ପରେ ଜଣେ ଜେରା କରିଥିଲା। ପଲିଗ୍ରାମ ଟେଷ୍ଟ କରିଥିଲା ସେଥିରୁ ଜଣାପଡିଲା ଯେ, ମେଡିକାଲରେ କଣ କଣ ହେଉଥିଲା ଆଉ କେତେ ଦିନଧରି ଏସବୁ ଚାଲିଥିଲା। ଏହି ଘଟଣା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲା। 
ଆଉ ତା'ପରେ ଧାରା ଯାଇଥିଲା ସନ୍ଦୀପ ଘୋଷ ଏକ୍ସ ପ୍ରିନ୍ସପାଲଙ୍କୁ। ଆଉ ସେଇଠୁ ଏମିତି କିଛି ତଥ୍ୟ ମିଳିଛି ଯେ, ଯାହାକୁ ନେଇ ଏବେ ଆଲୋଚନା ହେଉଛି ମମତା ବାନାର୍ଜୀଙ୍କର ପଲିଗ୍ରାମ ଟେଷ୍ଟ ହେବ। ତେବେ ମେଡିକାଲ ସହିତ ଯଦି ବି ମମତା ବାନାର୍ଜୀଙ୍କର ଦୁ-ଷ୍କ-ର୍ମ ଘଟଣାରେ କିଛି ବି ଲିଙ୍କ ଥିବ ତାହାଲେ ପଲିଗ୍ରାମ ଟେଷ୍ଟ କରିବା ପାଇଁ ସମସ୍ତେ ନିଶ୍ଚିନ୍ତ ଦାବି କରିବେ। ହେଲେ କେମିତି ହେବ ଟେଷ୍ଟ ଏହାକୁ ନେଇ ଏବେ ଆଲୋଚନା ଜୋର୍ ଧରିଛି। ଅନେକ ଲୋକ କହୁଛନ୍ତି ଯେ, ମମତା ବାନାର୍ଜୀଙ୍କ ପଲିଗ୍ରାମ ଟେଷ୍ଟ ହେଲେ ସମସ୍ତ ସତ୍ୟ ସାମ୍ନାକୁ ଆସି ଯାଆନ୍ତା।

Around The Web