Movie prime

ନବୀନଙ୍କ ଚିଠି ନେଇ ମୁଁହ ଖୋଲିଲେ ରବି ଦାସ ଦେଖନ୍ତୁ କଣ କହିଲେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଓଡ଼ିଶାରେ ଆଳୁକୁ ନେଇ ଅନେକ ସଙ୍କଟ ଆସୁଛି । ରାଜ୍ୟରେ ଆଳୁ ସ୍ଥିତି ଭଲ ନାହିଁ । ବଜାରରେ ଆଳୁ ମିଳୁ ନାହିଁ । ଆଉ ଏବେ ଓଡ଼ିଶାରେ ଆଳୁ ମିଳୁ ନାହିଁ । ଆଳୁ ଏଭଳି ଏକ ଜିନିଷ ଯାହା ସମସ୍ତଙ୍କ ପରିବାର ପାଇଁ ଦରକାର । ଆଉ ଆମ ରାଜ୍ୟକୁ ପଶ୍ଚିମବଙ୍ଗ ରାଜ୍ୟରୁ ଆଳୁ ଆସିଥାଏ । 
Bb
ଏବେ କିଛି କାରଣ ପାଇଁ ପଶ୍ଚିମବଙ୍ଗ ରାଜ୍ୟରୁ ଓଡ଼ିଶାକୁ ଆଳୁ ଆସୁ ନାହିଁ । ଏବେ ରାଜ୍ୟରେ ଆଳୁ ସମସ୍ୟାକୁ ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଚିଠି ଲେଖିଛନ୍ତି । ଏବେ ନବୀନ ପଟ୍ଟନାୟକ ଏହି ଚିଠି ଲେଖିବାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କିଛି କଥା କହିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ଆଳୁ ସମସ୍ୟାକୁ ଦେଖି ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ରାଜ୍ୟ ପାଇଁ ଏବଂ ରାଜ୍ୟ ଲୋକମାନଙ୍କ ପାଇଁ ତାଙ୍କର କିଛି କର୍ତ୍ତବ୍ୟ ଅଛି ।
Bb
ଶୀତଳ ଭଣ୍ଡାର ଏବେ ପ୍ରସଙ୍ଗ ନୁହେଁ । ଆଳୁ ମିଶନ ଏବେ ହୋଇଥିଲା । ଆଉ ଅନେକ ସ୍ଥାନରେ ଏହି ଆଳୁ ମିଶନ ହୋଇଥିଲା । ଯଦି ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍ ଦର ଟିକେ କମ୍ କରାଯାଏ ତାହେଲେ ଶୀତଳ ଭଣ୍ଡାର ଚାଲିବ । ବର୍ଷା ଦିନେ ଆଳୁ ଦର ଅଧିକ ହୁଏ ଆଉ ଶୀତଦିନେ ଏହା କମି ଯାଇଥାଏ । ଏବେ ପଶ୍ଚିମବଙ୍ଗ ରୁ ଆଳୁ ଆସୁନାହିଁ ବୋଲି ଆଳୁ ଦର ବୃଦ୍ଧି ପାଇଛି । ଆଉ ପିଆଜ ଯଦି ନାଶିକ ଆଉ କର୍ଣ୍ଣାଟକ ରୁ ଆସିବ ନାହିଁ ତାହେଲେ ପିଆଜ ଦର ବୃଦ୍ଧି ସହ ସମସ୍ୟା ମିଳିବ । 
ଶୀତଳ ଭଣ୍ଡାରର କୌଣସି ଦୋଷ ନାହିଁ । ବିରୋଧୀ ଦଳର ନେତା ଏବେ ଚିଠି ଲେଖିଲେ । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ହେଲେ ମଧ୍ଯ ସେ ଚିଠି ଲେଖିଛନ୍ତି ଏବେ ଓଡ଼ିଶାର ସ୍ଥିତି ଯଦି ବଦଳି ଯିବ । ଆଉ ଓଡ଼ିଶାରେ ଆଳୁ ମିଳିବ ତାହା ଭଲ କଥା । ଶୀତଳ ଭଣ୍ଡାର ହୋଇନଥିବା କହି ଯଦି ଆଳୁ ଦର ବୃଦ୍ଧି କରାଯାଇଛି ତାହେଲେ ଏହା ଠିକ୍ ନୁହେଁ । ଏହା ଶୀତଳ ଭଣ୍ଡାରର ସମସ୍ୟା ନୁହେଁ ବରଂ ଏହା ହେଉଛି ଆଳୁ ସମସ୍ୟା କଥା । ଆଳୁ ଆସୁନଥିବାରୁ ଏଭଳି ସମସ୍ୟା ରହୁଛି ।