ଚାଲିଥିବା ବିବାଦକୁ ନେଇ ମୁଁହ ଖୋଲିଲେ ବ୍ୟକ୍ତି ଦେଖନ୍ତୁ କହିଲେ ଏମିତି
Aug 13, 2024, 21:10 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଅନେକ କଥା ଭାବିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ପଶ୍ଚିମବଙ୍ଗ ସରକାରଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ତ ଓଡ଼ିଶାରେ ଆଳୁ ସମସ୍ୟା କଥା ଜାଣିଥିବେ ।
ଏବେ ଓଡ଼ିଶାରେ ଆଳୁ ସମସ୍ୟା ଏତେ ପରିମାଣରେ ଦେଖା ଯାଉଛି ଯାହାକୁ ନେଇ ଏବେ ଦୋକାନୀମାନେ ଚିନ୍ତାରେ ଅଛନ୍ତି । ଆଉ ଏବେ ଓଡ଼ିଶା ସରକାର ଆଳୁ ୧୦୦ ଟଙ୍କାରେ ତିନି କେଜି ଆଳୁ ଦେଉଛନ୍ତି । ଆଉ ସେଥିରେ ଭଲ ଆଉ ମନ୍ଦ ସବୁ ପ୍ରକାରର ଆଳୁ ଯିବ । ଆଉ ଦୋକାନୀ ମାନେ ବଡ ଆଳୁ, ଏବଂ ଛୋଟ ଛୋଟ ଆଳୁ ଏଭଳି ସବୁ ଅଲଗା ଅଲଗା ଦରରେ ବିକ୍ରି କରିଥାନ୍ତି । ଏବେ ସରକାର ଅନେକ କିଛି ନିୟମ ବାହାର କରିବା ଉଚିତ୍ । ଓଡ଼ିଶା ସରକାରଙ୍କ ପାଇଁ ଓଡ଼ିଶାବାସୀ ହଇରାଣ ହେଉଛନ୍ତି ।
ଚୋରାରେ ମାଲ ମିଳୁଛି କିନ୍ତୁ ଏହା କେତେକ ସ୍ଥାନରେ ମିଳୁଛି ଆଉ କିଛି ସ୍ଥାନରେ ଆଳୁ ମିଳୁ ନାହିଁ । ଏବେ ବର୍ତ୍ତମାନ ଆଳୁ ସମସ୍ୟା ଦେଖାଯାଉଛି । ଆଳୁ ଠିକ୍ ପରିମାଣରେ ମିଳୁ ନାହିଁ । ଯଦି ଓଡ଼ିଶାରେ ଆଳୁ ଚାଷ ହୁଅନ୍ତା ତାହେଲେ ଲୋକମାନେ ଏଭଳି ଅସୁବିଧାର ସାମ୍ନା କରନ୍ତେ ନାହିଁ । ଏବେ ପଶ୍ଚିମବଙ୍ଗରୁ ଆଳୁ ଆସୁଛି ବିହାର ବାଟ ଦେଇ ଆଉ ଏହା ଦ୍ଵାରା ଅନେକ ଆଳୁ ନଷ୍ଟ ହେଉଛି । ଆଉ ଏଭଳି ଅନେକ କ୍ଷତି ମଧ୍ଯ ହେଉଛି ବୋଲି ଦୋକାନୀ ଜଣକ କହିଛନ୍ତି । ଆମ ସରକାର ସେଥିପାଇଁ ଦାୟୀ ବୋଲି ଜଣାପଡିଛି ।
ଏହି ଦୋକାନୀ ଜଣକ ଆମ ସରକାରଙ୍କୁ ଦୋଷ ଦେଇଛନ୍ତି । ଆଉ ମମତା ବାନାର୍ଜୀଙ୍କର କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି । ୨୦୧୪ ମସିହାରେ ଏଭଳି ଥରେ ହୋଇଥିଲା । ଆମ ସରକାର ଯାଇ ତାଙ୍କ ଗୋଡ଼ ଧରିବେ ଆଉ ଏହାପରେ ଆଳୁ ଆସିବ ବୋଲି ଦୋକାନୀ ଜଣକ କହିଛନ୍ତି । ଆଉ ଉତ୍ତରପ୍ରଦେଶରୁ ଯେତିକି ଆଳୁ ଆସୁଛି ତାହା ଓଡ଼ିଶାରେ ପର୍ଯ୍ୟାପ୍ତ ହେବ ନାହିଁ । ଲୁଣ ଆଉ ଇଲେକ୍ଟ୍ରି ପଶ୍ଚିମବଙ୍ଗକୁ ବନ୍ଦ କରିବା ଉଚିତ୍ ଆଉ ଏହା କରିଲେ ହିଁ ସେମାନେ ଜାଣିପାରିବେ । ଆମ ସରକାର ଚାହୁଁଛନ୍ତି ଆମେ ଅସୁବିଧା ଭୋଗ କରୁ କିନ୍ତୁ ସେମାନେ ନୁହେଁ । ଏବେ ଏହି ସବୁ କଥା ଏହି ଦୋକାନୀ ଜଣକ କହିଛନ୍ତି ।