ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଲେ ବଡ଼ ଘୋଷଣା ଦେଖନ୍ତୁ ଆସିଲା ବଡ଼ ଖବର
Aug 25, 2024, 19:45 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଯାହା ଜାଣିପାରିବେ । ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅନୁରୋଧ କରିଥିଲେ ।
ଆଉ ଏବେ ସରକାର ଏହାକୁ ଟାଳି ପାରିନାହାନ୍ତି । ବହୁ ମାତ୍ରାରେ ସମ୍ପର୍କ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ବିଷୟରେ କଥା ହୋଇ ଏବେ ଏହି ସବୁ କଥାର କିଛି ପ୍ରତିକ୍ରିୟା କରାଯାଇଛି । ସରକାର ଏହି ଅନୁରୋଧକୁ ରକ୍ଷା କରିଛନ୍ତି । ସରକାର ଏବେ ଏହି ଅନୁରୋଧକୁ ରକ୍ଷା କରିଛନ୍ତି ଆଉ ଏବେ ସରକାର କିଛି ନିଷ୍ପତ୍ତି ନେଇଛନ୍ତି । ଆଉ ସରକାରଙ୍କ ନିଷ୍ପତ୍ତି କାଲି ଠାରୁ ଶୁଣାଇ ଦିଆଯାଇଛି । କାଲି ଠାରୁ ଏହା ଲାଗୁ ହୋଇଛି । ଆଉ ସରକାର ଏବେ ଏନେଇ କହିଛନ୍ତି ।
ସରକାରଙ୍କ ଯୋଜନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କର କିଛି ସମସ୍ୟା ହୋଇଥିଲା । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି ସେମାନେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ଥରେ ଆବେଦନ ମଧ୍ୟ କରିପାରିବେ । ବିଭାଗ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛି । ଆଜି ପିଲାମାନେ ଏଠାକୁ ଆସି ଧନ୍ୟବାଦ୍ ଜଣାଇଛନ୍ତି । ଏବେ ଏହା ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ । ଯିଏ ଚାହିଁବ ସେ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବ ।
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଉ ଅନେକ କିଛି କଥାକୁ ନେଇ ଏବେ ଘୋଷଣା କରାଯାଇଛି । ଛାତ୍ରୀମାନେ ବହୁତ ଆବେଦନ କରିଥିଲେ । ଆଉ ପ୍ରଥମ ପର୍ଯ୍ୟାୟରେ ଅନେକ ପିଲାମାନେ ଦୂର କଲେଜରେ ନାଁ ଆସିଛି । ଆଉ ଏବେ ଏହା ଦ୍ଵିତୀୟ ପର୍ଯ୍ୟାୟର ହେବ । ଝିଅମାନେ ଅଧିକ ଅସୁବିଧା ଭୋଗ କରୁଛନ୍ତି । ଆଉ ଝିଅମାନେ ଏତେ ଦୂରରେ ପାଠ ପଢିବାକୁ ଅସୁବିଧା ଭୋଗ କରିବେ ସେଥିପାଇଁ ସେମାନେ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିବେ ବୋଲି କହୁଛନ୍ତି । ଆଉ ଏବେ ସରକାର ଏହାକୁ ମଞ୍ଜୁର ମଧ୍ଯ କରିଛନ୍ତି ।