Movie prime

ପି-ରି-ଅ-ଡ ବେଳର କଷ୍ଟ ମୁଡ ସୂଇଂ ବିଷୟରେ ସବୁମୁଁହ ଖୋଲି ସ୍ପଷ୍ଟ ଭାବେ ବୁଝାଇ କହିଦେଲେ ଏହି ଯୁବତୀ ଦେଖନ୍ତୁ କେମିତି ରୁହେ ଏହି ସମୟର କଷ୍ଟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣ ସମସ୍ତେ ସୋସିଆଲ ମିଡିଆରେ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଆପଣମାନେ ଏହି ଭିଡିଓ ଦେଖିଲେ ଜାଣିପାରିବେ ଗୋଟିଏ ଝିଅ ଝିଅର ଅସୁବିଧା କଣ ସେହି ବିଷୟରେ କହିଛନ୍ତି । ଏହି ଝିଅଟି କଲେଜରେ ପାଠ ପଢୁଛି । ଆଉ କଲେଜରେ ପାଠ ପଢୁଥିବା ଝିଅ ସବୁ କଥା କହିଛି । ଏହି ଝିଅଟି କହିଛି ପି-ରି-ୟ-ଡ଼ ବିଷୟରେ କିଛି କଥା ।
ଆପଣମାନେ ସମସ୍ତେ ତ ଜାଣିଥିବେ ପି-ରି-ୟ-ଡ଼ ବିଷୟରେ । ଏହା ହେଉଛି ସବୁ ଝିଅଙ୍କର ସମସ୍ୟା ।ଏହି ପି-ରି-ୟ-ଡ଼ ବିଷୟରେ କେହି ଖୋଲି କରି କହିପାରନ୍ତି ନାହିଁ ।
Special Report
ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ଯିଏ କି କଲେଜରେ ପଢୁଛନ୍ତି ଆଉ ସେ ଏହି ବିଷୟରେ କହିଛନ୍ତି । ଏହି ଯୁବତୀ ଜଣକ କହିଛନ୍ତି ପି-ରି-ୟ-ଡ଼ର ତିନି ଚାରିଦିନ ବହୁତ କଷ୍ଟ ହୁଏ । ସାତ ଦିନ ପର୍ଯ୍ୟନ୍ତ କଷ୍ଟ ହୋଇଥାଏ । ମୁଡ ସୁଇଙ୍ଗସ୍ ହୁଏ । 
କେବଳ ଶୋଇବାକୁ ଇଚ୍ଛା ହୁଏ । ଜଣେ ଝିଅକୁ ଏହି କଥା କହିଲେ ସେ ବୁଝିବ । ଆଉ କେହି ବୁଝିପାରିବେ ନାହଁ ।ଏହି ପ୍ରକାରର କଷ୍ଟ ସମସ୍ତଙ୍କୁ ହୋଇଥାଏ । ଆଉ ଏହି ପି-ରି-ୟ-ଡ଼ ପାଇଁ ସରକାର ଛୁଟି ଦେବା କଥା ।
Special Report
ଯେଉଁମାନେ ଅଫିସରେ କାମ କରୁଛନ୍ତି ଯିଏ ଯାହାବି କରୁ ମହିଳା ମାତ୍ରକେ ଏହି କଷ୍ଟ ହୋଇଥାଏ । ପି-ରି-ୟ-ଡ଼ ହେଲେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ । ଆଉ କେବଳ ଘରେ ବିଶ୍ରାମ ନେବାକୁ ଇଛା ହେଲେ ମଧ୍ୟ ନିଜ କାମ କରିବାକୁ ପଡ଼ିଥାଏ । 
Special Report
କିଛି ଲୋକ ଅଛନ୍ତି ଏହି କଷ୍ଟ ବୁଝି ପାରନ୍ତି ଆଉ କିଛି ବୁଝି ପାରନ୍ତି ନାହିଁ । ଏହି କଷ୍ଟରେ ବି ମହିଳାମାନେ କାମ କରନ୍ତି । ମହିଳା ମାନେ ଏହି କଷ୍ଟ ସହିବା ସହ କାମ କରିବା ବହୁତ କଷ୍ଟ ଦେଇଥାଏ ।
ସେଥିପାଇଁ ଏହି ପି-ରି-ୟ-ଡ଼ ସମୟରେ ତିନି ବା ଚାରି ଦିନ ଛୁଟି ମିଳିଲେ ଭଲ ହୁଅନ୍ତା ବୋଲି ଏହି ଯୁବତୀ ଜଣକ କହିଛନ୍ତି । ଯୁବତୀ ଜଣକ ପି-ରି-ୟ-ଡ଼ ସମୟର କଷ୍ଟ ଖୋଲି କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିଲେ ।

Around The Web