Movie prime

ପିରିୟଡ଼ ବେଳେ ଅଳ୍ପ କିମ୍ବା ଅଧିକ କାହିଁକି ହୁଏ ଋତୁସ୍ରାବ !! ଜାଣନ୍ତୁ ଏହାର ବାସ୍ତବ କାରଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଅନେକ ପ୍ରକାରର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ରକ୍ତସ୍ରାବକୁ ନେଇ କିଛି ଖବର ଆସିଛି ଯାହା ସମସ୍ତ ନାରୀ ଜାଣିବା ଉଚିତ୍ ।
Special Report
ରେଗୁଲାର ପି-ରି-ୟ-ଡ଼ କହିଲେ ଯାହା ୨୧ ଦିନରୁ ୩୫ ଦିନ ମଧ୍ୟରେ ଆସିଥାଏ । ଯଦି ୨୧ ଦିନରୁ କମ୍ ବା ୩୫ ଦିନ ପରେ ପି-ରି-ୟ-ଡ଼ ହୋଇଥାଏ । ଏହାକୁ ଇ ରେଗୁଲାର ପି-ରି-ୟ-ଡ଼ କୁହାଯାଏ । ଯଦି ଏହି ପି-ରି-ୟ-ଡ଼ ସମୟରେ ରକ୍ତସ୍ରାବ ୫ ଦିନ ହୁଏ ଏହା ଠିକ୍ ଅଛି । କମ୍ ହେବା ବିଷୟରେ ମଧ୍ୟ କୁହାଯାଉଛି ।
ପି-ରି-ୟ-ଡ଼ ପୂର୍ବରୁ ଅନେକ ଲୋକଙ୍କୁ କଷ୍ଟ ହୋଇଥାଏ । ପି-ରି-ୟ-ଡ଼ର ତିନୋଟି ପାରାମିଟର ଥାଏ । ଯଦି ଜଣେ ମହିଳା ପି-ରି-ୟ-ଡ଼ର ଗୋଟିଏ ଦିନରେ ତାଙ୍କର ଅଧିକ ରକ୍ତସ୍ରାବ ହୋଇଥାଏ ବା ଅଧିକ ଦିନ ରକ୍ତସ୍ରାବ ହୁଏ ତାହେଲେ ଏହାକୁ ଆବ ନରମାଲ ପି-ରି-ୟ-ଡ଼ କୁହାଯାଏ ।
Special Report
ଆଉ ଯଦି ପି-ରି-ୟ-ଡ଼ ସମୟରେ ରକ୍ତସ୍ରାବ ହୋଇଥାଏ ଆଉ ରକ୍ତସ୍ରାବ ବନ୍ଦ ହୋଇଗଲା ପରେ ସ୍ପଟିଂ ହୋଇଥାଏ ତାହେଲେ ଏହା ୟୁଟ୍ରେସରେ ବା ଯୋ-ନିରେ କୌଣସି କାରଣ ହୋଇଥାଏ । 
କିମ୍ବା ହିମୋଗ୍ଲୋବିନ କମ୍ ଥିଲେ ଏଭଳି ହୋଇଥାଏ । ନଚେତ୍ କିଛି ହରମୋନ ବଦଳି ଯିବାରୁ ଏହା ହୋଇଥାଏ । ଏହାର ଚିକିତ୍ସା ବିଷୟରେ ମଧ୍ୟ କୁହାଯାଇଛି । ଅଧିକ ଦିନ ରକ୍ତସ୍ରାବ ହେଲେ ଅନେକ କିଛି ହୋଇଥାଏ । ପି-ରି-ୟ-ଡ଼ ସମୟରେ ଅନେକ କିଛି ଲକ୍ଷଣ ଦେଖା ଯାଇଥାଏ ।
Special Report
କାହାର ମୁଣ୍ଡ ବିନ୍ଧା ହୋଇଥାଏ କାହାର ପେଟ ବ୍ୟଥା ହୋଇଥାଏ । ଅନେକ ସମୟରେ ଯୁବତୀ ମାନଙ୍କର ଏହା ଦେଖା ଯାଇଥାଏ । ସେମାନେ ଅନେକ କିଛି ଚିନ୍ତା କରିଲେ ଏହା ହୋଇଥାଏ । ଆଉ ଯେଉଁମାନେ ୧୧ ବର୍ଷରୁ କି ଜଲଦି ପି-ରି-ୟ-ଡ଼ ହୋଇଥାନ୍ତି ।
ତାଙ୍କର ମାସେ ଦୁଇମାସରେ ପି-ରି-ୟ-ଡ଼ ହୋଇଥାଏ । ଯଦି ଏଭଳି କିଛି ସମସ୍ୟା ଦେଖା ଯାଇଥାଏ ତାହେଲେ ଆପଣ ଅଲଟ୍ରାସାଉଣ୍ଡ କରି ଏହାର କାରଣ ଜାଣିପାରିବେ । ବିବାହିତ ମହିଳାମାନଙ୍କର ଏହିସବୁ ସମସ୍ୟା ଅର୍ଥାତ୍ ବହୁତ ବିଳମ୍ବରେ ପି-ରି-ୟ-ଡ଼ ହେବା ଏକ ସାଧାରଣ କଥା ।
ଏଭଳି ଅନେକ ସମସ୍ୟା ଦେଖା ଯାଉଥିଲେ ଆପଣମାନେ ଏହାର ଚିକିତ୍ସା କରନ୍ତୁ । ବୟସ ଅନୁଯାୟୀ ଚିକିତ୍ସା କରାଯାଇଥାଏ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Around The Web