ହେ ଭଗବାନ ଇଏ କଣ ହେଇଗଲା...ସ୍କୁଲ୍ ଭିତରେ ଗଡ଼ୁଛି ଦ୍ବିତୀୟଶ୍ରେଣୀ ଛୁଆର କଟାମୁଣ୍ତ
Updated: Oct 2, 2024, 10:28 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବେକରେ ଲେମ୍ବୁ ମାଳ ଲଗାଇ ଏକ ସ୍କୁଲ୍ ରେ ପିଲା ମାନଙ୍କୁ ଟେବୁଲ୍ ଉପରେ ବସାଉ ଥିଲେ। ଆଉ ଗୋଟେ ପରେ ଗୋଟେ ପିଲାଙ୍କୁ ନେଇ ସେମାନଙ୍କ ସହିତ ଏମିତି କିଛି କରୁଥିଲେ। ଯୋଉ ପିଲା ଏହାକୁ ଦେଖି ପ୍ରତିବାଦ କରୁଥିଲା ଶେଷରେ ତାଙ୍କୁ କାଟି କୁକୁର ବିଲୁଆଙ୍କୁ ଖାଇବାକୁ ଦେଇ ଦେଉଥିଲେ। ଯାହାର ଭିଡିଓ ଦେଖିଲେ ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସିଯିବ।
କାନ୍ଦ ବୋବଳିରେ ଫାଟି ପଡ଼ୁଛି ଘର ୧୧ ବର୍ଷର ପୁଅ ସହିତ ଯାହା କିଛି ହୋଇଗଲା ତାକୁ ନେଇ ବାପା ମାଆ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ପିଲାଙ୍କୁ ହଷ୍ଟେଲ ରେ ପାଠ ପଢ଼ିବାକୁ ଛାଡିଥିବା ବେଳେ ଘରେ ବେଶ ଆରାମ ରେ ବାପା ମାଆ ଥିଲେ। ସବୁଦିନ ପିଲାକୁ ଫୋନ୍ କରି ଭଲ ମନ୍ଦ ପଚାରୁ ଥିଲେ। ହେଲେ ପିଲାଟି ଉପରେ କାହାର ନଜର ଲାଗିଯିବ ତାହା କାହାକୁ ମଧ୍ୟ ଜଣା ନଥିଲା। ପିଲାଙ୍କୁ ସ୍କୁଲ୍ ରେ ପାଠ ପଢ଼ାଇବା ବଦଳରେ ,
ବେକରେ ଲେମ୍ବୁ ମାଳ ଓ ସିନ୍ଦୂର ପିନ୍ଧାଇ ବସାଉ ଥିଲେ। ଯେଉଁ ପିଲା ସେହି ଟେବୁଲ୍ ଉପରେ ବସିବାକୁ ରାଜି ହେଉ ନଥିଲା ତାହା ସହ ଏଭଳି କିଛି ହେଉଥିଲା ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ସ୍କୁଲ ର ଉନ୍ନତି ପାଇଁ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ର କୁ ବଳି ଦିଆ ଯାଇଛି। ସବୁଠାରୁ ବଡ଼ କଥା ସେହି ବଳି ପଛରେ ସବୁଠାରୁ ବଡ଼ ଖଳ ନାୟକ ହେଉଛନ୍ତି ସେହି ସ୍କୁଲ୍ ର ଶିକ୍ଷକ ମାନେ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ରେ।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରୁଛନ୍ତି। ଅଞ୍ଚଳବାସୀ ଏବେ ନିଜ ପିଲାଙ୍କୁ ମଧ୍ୟ ସ୍କୁଲ୍ ଛାଡ଼ିବାକୁ ଡରି ଯାଉଛନ୍ତି। କାରଣ ଏଭଳି କିଛି ହେବ ବୋଲି ତାଙ୍କର ଆଦୌ ହେଲେ ମଧ୍ୟ ବିଶ୍ଵାସ ନଥିଲା। ସେମାନେ ଆଉ କୋଉ ଶିକ୍ଷକ ଉପରେ ବିଶ୍ବାସ କରି ପାରୁ ନାହାଁନ୍ତି। ତେବେ ଏହି ଘଟଣା ସମ୍ପର୍କରେ ସବୁ ଜାଣି ସାରିବା ପରେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।