Movie prime

ହରି ନାମ ଗାଉ ଗାଉ ମଞ୍ଚରେ ଟଳି ପଡିଲେ ଯୁବକ ଆଉ ତାପରେ

 
Gt
କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କେହି ଜାଣି ନାହାଁନ୍ତି । ଏବେ ଏଭଳି କିଛି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଜଣେ ବ୍ୟକ୍ତି ହରି ନାମ ନେଉ ନେଉ ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲି ଯାଇଥିଲେ । ଏହି ବ୍ୟକ୍ତି ଜଣକ ଦେହରେ ଶ୍ୱେତବସ୍ତ୍ର ପରିଧାନ କରିଛନ୍ତି ଆଉ ତୁଣ୍ଡରେ ହରି ନାମ ନେଉଛନ୍ତି କିନ୍ତୁ ଏଭଳି କିଛି ଘଟିଯାଇଛି । ଆଜି ଏହି ହରି ନାମ ଗାଉଥିବା ପ୍ରବଚକ ଜଣଙ୍କର ଦେହାନ୍ତ ହୋଇଛି । 
Gg
ହରି ନାମ ସବୁବେଳେ ତୁଣ୍ଡରେ ଧରୁଥିବା ବ୍ୟକ୍ତି ଜଣକ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛି । ଏହି ବ୍ୟକ୍ତି ଜଣକ ସହ ଏଭଳି କିଛି ଘଟଣା ଘଟି ଯାଇଛି । ଏହି ବ୍ୟକ୍ତି ଜଣକ ଯେତେବେଳେ ଏଭଳି ହରି ନାମ ନେଉ ନେଉ ଟଳି ପଡିଲେ ସେତେବେଳେ ତାଙ୍କୁ ନେଇ ମେଡ଼ିକାଲରେ ପହଞ୍ଚିଥିଲେ ସମସ୍ତେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହି ବ୍ୟକ୍ତି ଜଣକ ବହୁତ ଭଲ ମଣିଷ ଥିଲେ । ତାଙ୍କୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଆଉ ଗାଁ ଲୋକ । ଏବେ ମେଡିକାଲ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । 
Gg
ଏବେ ସ୍ତ୍ରୀ ଜଣଙ୍କର କଷ୍ଟ ଆଉ ସେ ସମ୍ଭାଳି ପାରୁ ନାହାଁନ୍ତି । ହରି କଥା କହୁଥିବା ବେଳେ ଏହି ବ୍ୟକ୍ତି ଜଣକର ହଠାତ୍ କାଶ ହେଇଥିଲା । ଆଉ ସେ କାଶିବା ପରେ ଅସୁସ୍ଥତା ବୋଲି ଜାଣି ପାରିଥିଲେ । ଆଉ ସେ କର୍ମକର୍ତ୍ତାମାନଙ୍କୁ କହିଥିଲେ କି ତାଙ୍କୁ କ୍ଷମା କରିବେ ସେ ହରି କଥା ଶୁଣାଇ ପାରିଲେ ନାହିଁ । ଏହି ବ୍ୟକ୍ତି ଜଣକ ମେଡିକାଲ ଯିବାକୁ କହିଥିଲେ । ଆଉ ସେ ଗାଡ଼ି ପାଖକୁ ଆସିଥିଲେ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ନେଉଥିବା ରାସ୍ତାରେ ତାଙ୍କର ପ୍ରାଣ ଚାଲି ଯାଇଥିଲା । ଆଉ ଡାକ୍ତରାଖାନାରେ ଦେଖା ଯାଇଥିଲା ।
 
ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଭକ୍ତଙ୍କ ଆଗରେ ପ୍ରବଚନ ଦେବା ବେଳେ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କ ସହ ଏଭଳି ଘଟଣା ଘଟିଥିଲା । ଏହି ବ୍ୟକ୍ତି ଜଣକ ପ୍ରବଚନ ଦେଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ । ଆଉ ତାଙ୍କୁ ମେଡିକାଲ ନେବା ବାଟରେ ତାଙ୍କର ପ୍ରାଣ ଚାଲି ଯାଇଥିଲା । ଏବେ ଏହି ପ୍ରବଚକ ଜଣଙ୍କର ଦେହାନ୍ତ ଖବର ପାଇ ଗାଁ ଲୋକ ଆଉ ପରିବାର ଏବଂ ସମ୍ପର୍କୀୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏବେ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Around The Web