ଶେଷରେ ହୋଇଗଲା ଛାଡ଼ପତ୍ର ଦେଖନ୍ତୁ ଏବେ କଣ ହେବ ହାର୍ଦ୍ଧିକଙ୍କ ପୁଅଙ୍କ ଭବିଷ୍ୟତ କାହା ପାଖରେ ରହିବେ ଜାଣନ୍ତୁ
Jul 19, 2024, 18:03 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିପାରିବେ । ଏହି କ୍ରିକେଟର ଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା କଥା ଆପଣମାନେ ତ ଶୁଣିଥିବେ । ଏହି କ୍ରିକେଟର ଜଣକ ଏବେ କିଛି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଏବେ ହାର୍ଦିକ ପାଣ୍ଡ୍ୟା ଆଉ ତାଙ୍କ ସ୍ତ୍ରୀ ଅଲଗା ହୋଇ ଯାଉଛନ୍ତି । ଆଉ ସେମାନେ କେବେବି ଏକାଠି ହେବେ ନାହିଁ । ତାଙ୍କ ଭିତରେ ସ୍ବାମୀ ଆଉ ସ୍ତ୍ରୀର ସଂପର୍କ ବି ନାହିଁ । ଏବେ ଏହି ଖବର ଆସିବା ପରେ ହାର୍ଦିକ ଆଉ ନାତାଶାଙ୍କ ପୁଅ ଅଗସ୍ତ୍ୟ କାନ୍ଦି ପକାଉଛନ୍ତି । ପୁଅ ଅଗସ୍ତ୍ୟ ଖାଉ ନାହିଁ କି ପିଉ ନାହିଁ । ଏବେ ଅଗସ୍ତ୍ୟ ତାଙ୍କ ମାଆଙ୍କ ପାଖରେ ଅଛନ୍ତି ଆଉ ସେ କେବେବି ତାଙ୍କୁ ଆଉ ଦେଖିପାରିବେ ନାହିଁ । ସେ ଆଉ ତାଙ୍କ ବାପାଙ୍କ ସହିତ ମଜା ମସ୍ତି ବି କରିପାରିବେ ନାହିଁ ।
ବାପା ସବୁବେଳେ ତାଙ୍କ ସାଙ୍ଗରେ ଥିଲେ ଆଉ ଏବେ ସେ ତାଙ୍କୁ ଆଉ ଦେଖିପାରିବେ ନାହିଁ । ଆଉ ସେ ତାଙ୍କ ସହିତ ମିଶି କ୍ରିକେଟ ଖେଳୁ ଥିଲେ କିନ୍ତୁ ଆଉ ଖେଳି ପାରିବେ ନାହିଁ । କାରଣ ସବୁଦିନ ପାଇଁ ଅଲଗା ହୋଇ ଯାଇଛନ୍ତି ନତାଶା ଆଉ ହାର୍ଦିକ ପାଣ୍ଡ୍ୟା । ହାର୍ଦିକ ପାଣ୍ଡ୍ୟା ତାଙ୍କ ପୋଷ୍ଟରେ ମଧ୍ୟ ଅଗସ୍ତ୍ୟଙ୍କୁ ନେଇ ଲେଖିଛନ୍ତି ଅନେକ କିଛି କଥା । ପୋଷ୍ଟରେ ଲେଖାଯାଇଛି କି ପ୍ରାୟ ଚାରି ବର୍ଷ ପରେ ହାର୍ଦିକ ଆଉ ସେ ପାରସ୍ପରିକ ଭାବେ ଅଲଗା ହେବୁ । ସେମାନେ ଦୁହେଁ ଏକାଠି ହୋଇ ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲେ ।
କିନ୍ତୁ ଏବେ ଦୁହେଁ ସମାନ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ପାଇଁ ଏହା କଷ୍ଟ ସାଧ୍ୟ ଥିଲା । ଅଗସ୍ତ୍ୟ ତାଙ୍କ ଜୀବନର ଏକ ଅଂଶ ହୋଇ ରହିବ । ଆଉ ସେମାନେ ଜୀବନର ସବୁ ଖୁସି ଦେବାକୁ ସେମାନେ ଚେଷ୍ଟା କରିବେ ବୋଲି କହିଛନ୍ତି । ଆଉ ଏହାସହ ଏହି ସମାନ ପୋଷ୍ଟ ଉଭୟ ନତାଶା ଏବଂ ତାଙ୍କ ସ୍ଵାମୀ ହାର୍ଦିକ ପାଣ୍ଡ୍ୟା କରିଛନ୍ତି । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହାକୁ ନେଇ ଅନେକ ଖବର ଆସୁଛି । ଏବେ ଆପଣମାନେ ତାଙ୍କ ଛାଡ଼ପତ୍ର କଥା ଜାଣିପାରିଲେ ।