Movie prime

କିଛି ପଢି ନାହାନ୍ତି ହେଲେବି ବନିଗଲେ ଆଇପିଏସ୍ ଅଫିସର ଦେଖନ୍ତୁ କଣ ହେଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଯଦି ଜଣେ କେହି ଆଇପିଏସ ହେବାକୁ ଚାହିଁଥାଏ ତାହେଲେ ସେ ଅନେକ କିଛି ପରୀକ୍ଷା ଦେବାକୁ ପଡିଥାଏ । ଏବେ ଏହାକୁ ନେଇ କିଛି ଖବର ଆସିଛି । 
Bb
ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଜଣେ ଆଇପିଏସ୍ ଅଫିସର ଯିଏ କି ୧୦ମରେ ଥାର୍ଡ ଡିଭିଜନ ହୋଇଥିଲେ । ସେ ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ ହୋଇ ମଧ୍ୟ ବନିଗଲେ ଆଇପିଏସ ଅଫିସର । ସେ ଆଇପିଏସ ହେବା ପାଇଁ କୌଣସି ବି ପରୀକ୍ଷା ଦେଇ ନାହାଁନ୍ତି । ସେ କୌଣସି ପରୀକ୍ଷା ନଦେଇ ମଧ୍ୟ ଆଇପିଏସ ହୋଇ ଯାଇଛନ୍ତି ଆଉ ଏହି କଥା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ଆଇପିଏସ ହେବା ପାଇଁ କିଛି ପରୀକ୍ଷା ଦେଇ ନଥିଲେ କିନ୍ତୁ ତାଙ୍କର ଆଇପିଏସ ହେବାକୁ ବହୁତ ଇଚ୍ଛା ଶକ୍ତି ଥିଲା ଆଉ ଏହି କାରଣରୁ ସେ ହୋଇଛନ୍ତି ଆଇପିଏସ ।
Bb
ତାଙ୍କ ଇଚ୍ଛା ଶକ୍ତି ଆଗରେ ଏହିସବୁ ହାର ମାନିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଆଇପିଏସ ଅଫିସର ଅନୀଲ ରାୟ । ତାଙ୍କର ପରିବାର ଭାବୁଥିଲେ ତାଙ୍କ ଦ୍ଵାରା ପାଠ ହେବ ନାହିଁ । ଆଉ ତାଙ୍କୁ ନେଇ ତାଙ୍କ ପରିବାର ଦୁଃଖ ଭରଷା ରଖିଥିଲେ । ଅନୀଲଙ୍କ ବାପା ତାଙ୍କ ଉପରେ ବିଶ୍ବାସ ରଖିଥିଲେ ଆଉ ଏଥିପାଇଁ ତାଙ୍କ ବାପା ତାଙ୍କୁ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ପାଠ ପଢ଼ାଇଥିଲେ । ଏହାପରେ ସେ ସେଠାରେ ବହୁତ ସୁନ୍ଦର ପାଠ ପଢ଼ିଥିଲେ । ଆଉ ପୋଷ୍ଟ ଗ୍ରାଜୁଏଟରେ ସେ ଟପ୍ପର ହୋଇଥିଲେ । 
ଏହାପରେ ତାଙ୍କୁ ନେଇ ସମସ୍ତେ ଧନ୍ୟ କହିଥିଲେ । ପାଠପଢ଼ାରେ ହଜି ଯାଇଥିଲେ ଅନୀଲ । ତାଙ୍କୁ ତାଙ୍କ ପାଠପଢ଼ା ବହୁତ ଆଗକୁ ନେଇ ଯାଇଛି । ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା ଆଉ ଏହା ପୂର୍ବରୁ ସେ ପୋଲିସ ଭାବରେ ଚାକିରୀ ପାଇଥିଲେ । ଆଉ ଧିରେ ଧିରେ ସେ ପ୍ରମୋସଂ ହୋଇଥିଲେ । ଆଉ ଏବେ ସେ ଆଇପିଏସ ହୋଇ ଯାଇଛନ୍ତି । ଏବେ ଏହି ବ୍ୟକ୍ତି ଜଣଙ୍କର ଏଭଳି ଇଚ୍ଛା ଶକ୍ତି ଏବଂ ତାଙ୍କ ମନୋବଳକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିପାରିଲେ ।

Around The Web