Movie prime

ଦୁଇଫାଳ ହୋଇଗଲା ବିଜେଡି ୱକଫ ସଂଶୋଧନ ବିଲ୍ କୁ ସମର୍ଥନ ନା ବିରୋଧ

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଖବର ଆସିଛି କି ଦୁଇଫାଳ ହୋଇଯିବ ବିଜୁ ଜନତା ଦଳ । ୱାକଫ ସଂଶୋଧନ ବିଲକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ । ବିଜେଡିର ୟୂଟର୍ଣ୍ଣ ନେଇ ରାଜନୀତି ଜୋର ଧରିଛି । ବଦ୍ରି ଦେବାଶିଷଙ୍କ ସନ୍ଦେହ ହୋଇଛି ଭିତିରି ଖେଳ । ଲୋକସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହୋଇଛି ଆୟୋଜିତ ହୋଇଛି ସଂଶୋଧିତ ୱାକଫ ବିଲ ।
Hh
ଗତକାଲି ବିଳମ୍ବିତ ରାତିରେ ରାଜ୍ୟସଭାରେ ବିଲ ପାସ ହୋଇଛି । ଏହି ବିଲକୁ ନେଇ ରାଜ୍ୟସଭାରେ ଅନେକ ସମୟ ଧରି ଅର୍ଥାତ୍ ପ୍ରାୟ ୧୨ ଘଣ୍ଟା ଧରି ମାରାଥନ ବିତର୍କ ହୋଇଥିଲା । ରାତି ପ୍ରାୟ ସାଢେ଼ ଦୁଇ ଘଟିକା ସମୟରେ ପାରିତ ହୋଇଥିଲା ସଂଶୋଧିତ ବିଲ । ଏହି ବିଲ୍ ସପକ୍ଷରେ ୧୨୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ ପଡ଼ିଥିଲା । ସାଂସଦ ମୁନ୍ନା ଖାନ କହିଛନ୍ତି ସେମାନେ ଏହି ବିଲକୁ ବିରୋଧ କରିବେ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାନ କହିଛନ୍ତି ବିଲ ବିପକ୍ଷରେ ଶତ ପ୍ରତିଶତ ଭୋଟ ଦିଆଯିବ । 
Hh
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଦଳର ନିଷ୍ପତ୍ତିକୁ ସେ ନାପସନ୍ଦ କରି ଏହି ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି । ସେ କହିଛନ୍ତି ବିଜେଡି କାହିଁକି ବିଜେପି ଦଳକୁ ସମର୍ଥନ କରିଛନ୍ତି । ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆଣିଛନ୍ତି ଏହି ସାଂସଦ ଜଣକ । ଏବେ ଏହିସବୁକୁ ନେଇ ଏବେ ଆସୁଛି ଖବର । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ସେ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଥିବାରୁ ସେ ଭୋଟ ଦେଲେ ନାହିଁ ।ଏବେ ଏହି ସବୁ କଥାକୁ ନେଇ ଅନେକ ଖବର ଆସୁଛି । ଦଳର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ଅନେକ  କିଛି କଥା କହିଛନ୍ତି । 
ଦଳର ନେତା ବଦ୍ରି ନାରାୟଣ କହିଛନ୍ତି ଏହି ଭିତରେ କିଛି ଖେଳ ହୋଇଛି । ଆଉ ମାନ୍ୟବର ସଭାପତି ଯେଉଁ କଥା କହିଛନ୍ତି ଏହାକୁ ନେଇ ଏବେ ଅନେକ ଖବର ଆସୁଛି । ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସମସ୍ତେ । ଭିତରେ କିଛି ଖେଳ ହୋଇଛି ବୋଲି ସନ୍ଦେହ କରାଯାଉଛି । କେତେ ଜଣ ନେତା ଏହି ବିଲକୁ ସମର୍ଥନ କରିଛନ୍ତି ଆଉ କିଛି ଏହାକୁ ବିରୋଧ କରିଛନ୍ତି । ଏନେଇ ନବୀନ ମଧ୍ୟ କିଛି କଥା କହିଛନ୍ତି । ଏନେଇ ଦଳରେ ଅନେକ କିଛି କଥା ଆସିଛି । ଏବେ ଏହାକୁ ନେଇ ଆସୁଛି ଅନେକ ଖବର ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

Around The Web