Movie prime

ଫିଟୁଛି Sun Temple Konarka ରହସ୍ୟ ଇଂଗ୍ରେଜ ନେଇ ନାହାନ୍ତି ରହସ୍ୟମୟ ଚୁମ୍ବକ ଶେଷରେ ସାମ୍ନାକୁ ଆସିଲା ସତ

 
Konarka

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ କୋଣାର୍କ ମନ୍ଦିର ବିଷୟରେ ଜାଣିଥିବେ । କିନ୍ତୁ ଏମିତି କିଛି କଥା ଅଛି ଯାହା କୋଣାର୍କ ମନ୍ଦିର ବିଷୟରେ । କୋଣାର୍କ ମନ୍ଦିରକୁ ନେଇ ଏମିତି କିଛି ତଥ୍ୟ ଅଛି ସେହି ବିଷୟରେ ଆସନ୍ତୁ ଜାଣିବା ।

ସ୍ଵୟଂ ପ୍ରଭୁ ଜଗନ୍ନାଥ କଳକୀ ଅବତାର ହୋଇକରି ଗରୁଡ ଉପରେ ବସି ଯାଇଥାନ୍ତି । କୋଣାର୍କ ମନ୍ଦିର ଅଗ୍ରଭାଗରେ ଏକ ବଡ ଚୁମ୍ବକ ଲାଗିଥିଲା ବୋଲି ସୂଚନା ଅଛି । କିନ୍ତୁ ଏବେ ଆଉ ସେ ଚୁମ୍ବକ ନାହିଁ । କେହି କେହି କହୁଛନ୍ତି ଏହାକୁ ଇଂରେଜମାନେ ନେଇକରି ଯାଇଛନ୍ତି । 

ଏହା ପଛରେ କଣ ରହସ୍ୟ ଅଛି ସେହି ବିଷୟରେ ଆସନ୍ତୁ ଜାଣିବା । ଏହି ଚୁମ୍ବକ ଦୂରରେ ଯାହା ବି ଜିନିଷ ଯାଏ ତାହାକୁ ଟାଣି ଆଣିଥାଏ । ସେ ଚୁମ୍ବକକୁ ବ୍ରିଟିଶ ସରକାର କାହିଁକି ଭାଙ୍ଗିଲା।
କାରଣ ଏହା ସେହି ପାଖ ସମୁଦ୍ର ଦେଇ ଯାଉଥିବା ଜାହାଜକୁ ଟାଣି ଆଣିଥାଏ । ଆଉ ଏହାଦ୍ବାରା ତାଙ୍କର କ୍ଷତି ହେଲା । ସେଥିପାଇଁ ସେମାନେ ଏହାକୁ ଭାଙ୍ଗିଦେଲେ । ଏହି ଚୁମ୍ବକ ସୂର୍ଯ୍ୟ ମନ୍ଦିରକୁ ଟେକିକି ରଖିଥିଲା । ସେହି ଚୁମ୍ବକ ପାଖରେ ସବୁ କଳକାରଖାନା କମ୍ୟୁଟର ଆଦିକୁ ବନ୍ଦ କରିଦେବାର ଶକ୍ତି ଅଛି । 
ବ୍ରିଟିଶମାନେ ତାକୁ କୁଆଡେ ନେଇ ଯାଇନାହାନ୍ତି ତାକୁ ସେଇଠି କଉଠି ପୋତି ଦେଇଥିବେ । କିନ୍ତୁ ଏହା କେଉଁଠି ଅଛି ଆମେ ଜାଣିନେ । ଆଉ ଏହି ଚୁମ୍ବକ ଓଡ଼ିଶାରେ ଅଛି । ସେ ଏହାକୁ ବେଶି ବାଟ ନେଇ ପାରିବେନି । ପୃଥିବୀ ଦିନେ ସମ୍ପୂର୍ଣ୍ଣ ଜଳମୟ ଥିଲା ।
ଏହି ରହସ୍ୟ ନିଶ୍ଚୟ ଉନ୍ମୋଚନ ହେବ । ଯେପରି ଶଙ୍କରାଚାର୍ଯ୍ୟ ଜଗନ୍ନାଥଙ୍କୁ ବାହାର କରିଥିଲେ । ଆଉ ଏହିସବୁ ତଥ୍ୟ ମାଳିକାରେ ଲେଖାଅଛି । ଆଉ ଏହି କଥା ଯେଉଁ ସାଧୁ ଜଣକ କହୁଛନ୍ତି ସେ ବହୁତ ଭଲ ମଣିଷ । ସେ ବହୁତ ସାଧୁଙ୍କ ସହିତ ଭେଟିଛନ୍ତି । 
ଆଉ ସେ ଜଣେ ପ୍ରାଣାୟମଜିବୀ ଅଟନ୍ତି । ସେ ତାଙ୍କ ପାଖରୁ ସାଧନା ମାର୍ଗ ଜାଣିଛନ୍ତି । ସେ ତିନି ଜଣ ସାଧକଙ୍କ ସହ ଭେଟିଛନ୍ତି । ଆଉ ସେଥିରୁ ଜଣେ ତାଙ୍କୁ ଅଚ୍ୟୁତାନନ୍ଦ କେଉଁଠି ଜନ୍ମ ହେବେ ସେକଥା କହିଥିଲେ। । ଆଉ ଏହାକୁ ମୁଁ କାହାକୁ କହିବିନି । ଆଉ ମାଳିକାରେ ଯାହା ଲେଖା ହୋଇଛି ତାହା ହିଁ ହେବ । ଆଉ କୋଣାର୍କ ମନ୍ଦିର ବିଷୟରେ ଅନେକ ରହସ୍ୟ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ । କୋଣାର୍କ ମନ୍ଦିରର କଥା ବହୁତ ଅଦ୍ଭୁତ ଅଟେ ।

Around The Web