ଡାକ୍ତର କହିଲେ ସତ ପ୍ରାଇଭେଟ୍ ପାର୍ଟରୁ ଜଣାପଡିଲା ଯୁବତୀଙ୍କ ସହ କଣ ହୋଇଛି ଆଉ ତାପରେ
Jan 22, 2025, 09:56 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଧନୁଯାତ୍ରାରେ ହୋଇଥିବା ଘଟଣା ବିଷୟରେ ଜାଣିପାରିବେ । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣାର ଖୁଲାସା କରିଛନ୍ତି ଡାକ୍ତର । ଡାକ୍ତର ଜଣକ କହୁ କହୁ ସତ କଥା କହିଦେଲେ । ସେଦିନ ଧନୁଯାତ୍ରାରେ ଅନ୍ଧାର ଭିତରେ ଘଟିଥିଲା ଏଭଳି କିଛି ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ସେତେବେଳେ ସ୍ଥାନୀୟ ଅଞ୍ଚଳ ଏବଂ ଅନେକ ସ୍ଥାନରେ ଅନେକ କିଛି କଥା ଉଠାଇଥିଲା ।
ଏବେ ଏହି ଘଟଣାର ଖୁଲାସା ହୋଇଛି । ଧନୁଯାତ୍ରାରେ ଅନ୍ଧାର ଭିତରେ ଯୁବତୀ ଜଣକ ସହିତ କଣ ହୋଇଥିଲା । ପ୍ରାଇଭେଟ୍ ପାର୍ଟରୁ ତାଙ୍କ ସହିତ କଣ ହୋଇଥିଲା ତାହା ଜଣାପଡିଛି । ସେହି ଯୁବତୀ ଜଣଙ୍କର ଦେହର ବିଭିନ୍ନ ଅଂଶରୁ ରକ୍ତ ବାହାରୁଥିଲା ଆଉ ଏହା ବନ୍ଦ ହେଉ ନଥିଲା ବୋଲି ଖବର ଆସିଥିଲା । କିନ୍ତୁ ପ୍ରାଇଭେଟ୍ ଅଂଶରେ କୌଣସି ବି କ୍ଷତ ନାହିଁ ବୋଲି ଖବର ଆସିଛି । ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇ ଯାଇଥିଲେ ଯୁବତୀ । ଆଉ ସେ କୁଲା ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି ।
ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରି ପାରୁଥିବା ବେଳେ ଏବେ ଏହି ଘଟଣାର ନୂଆ ମୋଡ ଆସିଛି ବୋଲି ଖବର ଆସିଛି । ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ଯୁବତୀ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଅନେକ କିଛି କଥା ସାମ୍ନାକୁ ଆସିଛି । ଏଭଳି କିଛି ଖୁଲାସା କରିଛନ୍ତି ଡାକ୍ତର । ଯୁବତୀ ଜଣଙ୍କ ଦେହର ଅଂଶରୁ ରକ୍ତସ୍ରାବ ବନ୍ଦ ହେଉନାହିଁ ଆଉ ଏହି କାରଣରୁ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ତାଙ୍କ ସହ ଦୁ-ଷ୍କ-ର୍ମ ହୋଇଥିଲା ବା ହୋଇନଥିଲା ଏନେଇ ତଦନ୍ତ କରାଯାଉଛି ।
ତାଙ୍କ ଶରୀରର ଅବସ୍ଥା ଯିଏ ଦେଖିବ ସେ କହିବ ତାଙ୍କ ସହ ଦୁ-ଷ୍କ-ର୍ମ ହୋଇଛି । ଏହି ଯୁବତୀ ଜଣକ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଯୁବତୀ ଜଣକ ସହ ଦୁ-ଷ୍କ-ର୍ମ ହୋଇନାହିଁ ବୋଲି ଡାକ୍ତର ଏବେ ନିଜର ମତ ଦେଇଛନ୍ତି । ପ୍ରାଇଭେଟ୍ ଅଂଶରେ କିଛି ବି କ୍ଷତ ଚିହ୍ନ ନାହିଁ । ଆଉ ଝିଅର ଅବସ୍ଥା ଏବେ ଭଲ ବୋଲି ଡାକ୍ତର କହିଛନ୍ତି । ପରିବାର ଲୋକେ ଏହି ଖବର ଶୁଣି ସନ୍ତୁଷ୍ଟ ନାହାଁନ୍ତି ସେହି ଝିଅ ଭଲ ହେବାପରେ ଏହି ଘଟଣା ଆଉ ସେଦିନ ରାତିରେ କଣ ଘଟିଥିଲା ଏହା କହିପାରିବ । ପୁରା ବରଗଡ଼ ଏହି ଘଟଣାକୁ ନେଇ ଆନ୍ଦୋଳନ କରୁଛି । ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏବେ ଏହି ଘଟଣାର ତଦନ୍ତ ଚାଲିଛି ।