Movie prime

କାନ୍ଦି କାନ୍ଦି ମୁଁହ ଖୋଲିଲେ ମଧୁଙ୍କ ସ୍ୱାମୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଧୁମିତା ଗତ ୪ମାସ ତଳେ ପ୍ରେମ ବିବାହ କରିଥିଲେ। ମୃ-ତ୍ୟୁ ପୂର୍ବରୁ ମଧୁମିତା କରିଥିବା ଭିଡ଼ିଓରେ ତାଙ୍କ ସ୍ୱାମୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିବାହ ପରେ ସ୍ୱାମୀଙ୍କର ପରକୀୟାପ୍ରତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା। ଦୀର୍ଘଦିନ ହେବ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା, ସ୍ୱାମୀ ତାଙ୍କୁ ଧୋକା ଦେଉଥିଲେ। ଶେଷରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି। 
Bb
ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର, ତେବେ ଗଞ୍ଜାମ ଜିଲ୍ଲା ତରଡାରେ ସେ ବିବାହ କରିଥିଲେ। ମଧୁମିତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଥଲେ। ପ୍ରଥମ ସ୍ତ୍ରୀକୁ ଛା-ଡ-ପ-ତ୍ର ଦେବା ପରେ ମଧୁମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ତାଙ୍କ ସ୍ୱାମୀ। ମଧୁମିତାଙ୍କୁ ହ-ତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଓ ଦିଅରଙ୍କ ନି-ର୍ଯା-ତ-ନା ଯୋଗୁ ଜୀବନ ହାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। 
Yy
ବନ୍ଧୁଗଣ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ଗିରଫ କରିଛି ଧଉଳି ଥାନା। ଏହା ସହିତ ଦେଢଶୂରଙ୍କୁ ପୋଲିସ ଅଟକ ରଖିଛି। ତେବେ ବନ୍ଧୁଗଣ ଏନେଇ ଶ୍ରୀଧର କହିଛନ୍ତି ଯେ, "ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲା। ଆମେ ଦୁଇଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ। ମୁଁ ମୋ ଭାଇକୁ ଆଣିବାକୁ ଯାଇଥିଲି। 
ଭାଇକୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁସ୍ମିତାର ଭିଡିଓ ଦେଖି ଭାଇ ମୋତେ କହିଥିଲା। ତା’ପରେ ମୁଁ ତାକୁ ଫୋନ୍ କରିଥିଲି। ହେଲେ ସେ ମୋ ଫୋନ୍ ଉଠାଇ ନଥିଲା। ପରେ ମୁଁ ତାକୁ ମେସେଜ କରିଥିବା ବେଳେ ସେ ଉତ୍ତର ଦେଇନଥିଲା।ଏହାପରେ ମୁଁ ଥାନାକୁ ଯାଇ ପୋଲିସକୁ ଭିଡିଓ ଦେଖାଇବା ସହ ଘଟଣା ସଂପର୍କରେ ଜଣାଇଥିଲି। ପୋଲିସ୍ ମଧ୍ୟ ତାଙ୍କୁ ଫୋନ୍ କରିଥିଲା। ହେଲେ ସେ ମଧ୍ୟ ଉଠାଇନଥିଲେ। ପରେ ଏହି ଘଟଣା ଘଟିଥିଲା।"