ବାହାଘର ପରେ କଣ ସର୍ପ୍ରାଇଜ ଦେଇଥିଲେ ସିଦ୍ଧାର୍ଥ ମୁଁହ ଖୋଲି କହିଲେ ତମ୍ମନା
Sep 26, 2024, 19:28 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତର ସବୁ ଖବର ଏହି ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଭିନେତ୍ରୀ ତମନ୍ନାଙ୍କ ବିଷୟରେ କିଛି ଖବର ଜାଣିପାରିବେ । ଅଭିନେତ୍ରୀ ତମନ୍ନା ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ବିବାହ କରିଛନ୍ତି । ସିଦ୍ଧାର୍ଥ ଅଗ୍ରୱାଲ ହେଉଛନ୍ତି ଓଲିଉଡ ଜଗତର କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ । ଏବେ ଓଲିଉଡ ଜଗତରେ ଅନେକ ଫିଲ୍ମ ଆସୁଛି ।
ଏବେ ଆଉ ଏକ ନୂଆ ଫିଲ୍ମ ଆସିଛି । ଏହି ଫିଲ୍ମର ନାଁ ହେଉଛି ଭିଲେନ୍ । ଆଉ ଏହି ଫିଲ୍ମରେ ଭିଲେନ ହେଉଛନ୍ତି ଅର୍ଦ୍ଧେନ୍ଦୁ । ଅଭିନେତା ଅର୍ଦ୍ଧେନ୍ଦୁ ଏହି ଫିଲ୍ମରେ ଭିଲେନ ଅର୍ଥାତ୍ ଏହି ଫିଲ୍ମର ହିରୋ ହେଉଛନ୍ତି ଭିଲେନ । ଆଉ ଏହି ଫିଲ୍ମରେ ଅଭିନେତା ଅର୍ଦ୍ଧେନ୍ଦୁ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଆଉ ଏହି ଫିଲ୍ମର ହିରୋଇନ୍ ହେଉଛନ୍ତି ତମନ୍ନା । ଅଭିନେତ୍ରୀ ତମନ୍ନା ଏହି ଫିଲ୍ମରେ ବହୁତ କଷ୍ଟ ସହିଛନ୍ତି ଆଉ ଅନେକ କିଛି ଘଟଣା ତାଙ୍କ ଜୀବନରେ ଘଟିଥିଲା । ଏଭଳି ଅନେକ କଷ୍ଟରେ ସେ ରହିଥିଲେ ।
ଏହାପରେ ଏହି ଫିଲ୍ମରେ ଅଭିନେତ୍ରୀ ତମନ୍ନା ଭିଲେନଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ତମନ୍ନା ବିବାହ ପୂର୍ବରୁ ଏହି ଫିଲ୍ମ କରିଥିଲେ ଆଉ ଏହି ଫିଲ୍ମ ତାଙ୍କ ବିବାହ ପରେ ରିଲିଜ୍ ହେଉଛି । ଏବେ ତାଙ୍କ ପରିବାର ବଢ଼ି ଯାଇଛି ବୋଲି ସେ କହିଛନ୍ତି । ଏବେ ଅଭିନେତ୍ରୀ ଜଣଙ୍କର ଶାଶୁଘର ହୋଇଯାଇଛି। ଆଉ ତାଙ୍କ ଶାଶୁଘରେ ଶାଶୁ, ଶଶୁର, ଦିଅର ଅଛନ୍ତି । ସେମାନେ ସବୁ ଏକାଠି ହୋଇ ଏହି ଫିଲ୍ମ ଦେଖିବାକୁ ଯିବେ ବୋଲି କହିଛନ୍ତି । ଆଉ ସେ ସିଦ୍ଧାର୍ଥଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ।
ଏହି ଫିଲ୍ମରେ ଗ୍ୟାଙ୍ଗଷ୍ଟର, ଆଉ ରାଜନୀତି ଏବଂ ହିରୋ ହିରୋଇନ୍ ମାନଙ୍କ ମିଳନ ବିଷୟରେ ଅନେକ ସିନ ଆପଣମାନେ ଦେଖିପାରିବେ । ଏହି ଫିଲ୍ମରେ ଉଭୟ ଅଭିନେତା ଆଉ ଅଭିନେତ୍ରୀ ଅନେକ କଷ୍ଟ କରିଛନ୍ତି । ଆଉ ସେମାନେ ବହୁତ ଭଲ ଅଭିନୟ କରିଥିଲେ । ଏହି ଫିଲ୍ମ ବିଷୟରେ ଅନେକ କିଛି କଥା କହିଛନ୍ତି ଏହି ଅଭିନେତା ଆଉ ଅଭିନେତ୍ରୀ । ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ଅଭିନେତ୍ରୀ ତମନ୍ନା ଏହି ଫିଲ୍ମ ଆଉ ଅନେକ କିଛି ଘଟଣା ଯାହା ଏହି ଫିଲ୍ମରେ ଘଟିଥିଲା ସେହି ବିଷୟରେ ସବୁ କଥା କହିଛନ୍ତି । ଏହାସହ ଅଭିନେତ୍ରୀ ତମନ୍ନା ତାଙ୍କ ଜୀବନ ବିଷୟରେ କିଛି କଥା କହିଛନ୍ତି ।