Movie prime

ଠିକ୍ ସମୟରେ ଏହି କମ୍ପାନୀ ଆଣିଲା ଏହି ପ୍ଲାନ୍ ଦେଖନ୍ତୁ ୪୦୦ ଦିନର ବୈଧତା ସହ ପାଆନ୍ତୁ ଏତିକି ଟଙ୍କାରେ ଏହି ଲାଭ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଲୋକମାନେ ଅନେକ ପ୍ରକାରର ସିମ କାର୍ଡ ବ୍ୟବହାର କରୁଛନ୍ତି । ଜିଓ ସିମ, ଏୟାରଟେଲ ସିମ, ଭୋଡାଫୋନ ସିମ ଏବଂ ଅନେକ ପ୍ରକାରର ସିମ ଲୋକମାନେ ବ୍ୟବହାର କରୁଛନ୍ତି । 
Bh
ଏବେ ଏହିସବୁ ସିମର ସବୁ ସେବା ବଢାଇ ଦେଇଛନ୍ତି । ଜିଓ ସିମ ହେଉ ବା ଏୟାରଟେଲ ସିମ ସବୁଥିରେ ସେବା ବଢାଇ ଦିଆଯାଇଛି । ଏବେ କିଛି ନୂଆ ଖବର ଆସିଛି । ଏବେ ଆଉ ଏକ କମ୍ପାନୀ ଆସିଛି ଆଉ ଏହି କମ୍ପାନୀ ସମସ୍ତଙ୍କର ମନ ଜିତି ନେଉଛି । ଏବେ ଏହି କମ୍ପାନୀ ଠିକ୍ ସମୟରେ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍ । ଗୋଟିଏ ବର୍ଷ ପାଇଁ ଆସିଲା ଏହି ପ୍ଲାନ୍ । ଗୋଟିଏ ବର୍ଷରେ କେତେ ଡାଟା ଆପଣମାନେ ପାଇବେ ଆଉ ଏବେ ଏହି ସବୁ କଥା ଆପଣମାନେ ଜାଣିପାରିବେ । ଥରେ ରିଚାର୍ଜ କରିଲେ ବର୍ଷକ ଯାଏଁ ଲାଭ ଉଠାଇବ ।
Hhh
ଏବେ ଘରୋଇ ଟେଲିକମ କମ୍ପାନୀମାନେ ତାଙ୍କର ରିଚାର୍ଜ ପ୍ଲାନ୍ ଗୁଡ଼ିକୁ ୨୫ ଶତକଡା ମହଙ୍ଗା କରିଛନ୍ତି । ଆଉ ଏବେ ଲୋକମାନେ ସେସବୁ ସିମ ଛାଡ଼ି BSNL କୁ ମନେ ପକାଇଛନ୍ତି । ଏବେ ବେସରକାରୀ କମ୍ପାନୀ ଗୁଡ଼ିକର ଯୋଜନା ମହଙ୍ଗା ହୋଇଛି । ଆଉ ଏହା ମହଙ୍ଗା ହେବା ପରେ BSNL ସିମ ଆଡ଼କୁ ଲୋକମାନେ ଯାଇଛନ୍ତି । ଏବେ BSNL କଂପାନୀ ନୂଆ ନୂଆ ପ୍ଲାନ୍ ବାହାର କରୁଛି । ଯୁଦ୍ଧକାଳୀନ ଭିତ୍ତିରେ 4G ଲଞ୍ଚ କରିବାକୁ ମଧ୍ୟ ଉଦ୍ୟମ କରୁଛି । ଏବେ ଏହି କମ୍ପାନୀ ଗୁଡ଼ିକ ଠାରୁ ଭଲ ସେବା BSNL ବାହାର କରୁଛି ।
ଏବେ BSNL ୩୬୫ ଅର୍ଥାତ୍ ବର୍ଷକ ପାଇଁ ୬୦୦ ଜିବି ଡାଟା ଦେଉଛି । ଏହାସହ SMS ସୁବିଧା ଏବଂ କୌଣସି ନମ୍ବର ସହିତ କଥା ହେବା ସୁବିଧା ରଖିଛି । ୨୦୯୯ ଟଙ୍କିଆ ପ୍ଲାନ୍ ଏକ ବର୍ଷ ପାଇଁ ରହିଛି । ଆପଣମାନେ ଏହି ପ୍ଲାନରେ ୩୬୫ ଦିନର ସେବା ସହ ଅନ ଲିମିଟେଡ କଲ୍ ଏବଂ ଦିନକୁ ୧୦୦ଟି sms ସେବା ପାଇବା ସହ ଡାଟା ମଧ୍ୟ ପାଇପାରିବେ । ଏବେ ଏହି କମ୍ପାନୀ ଅନେକ ସୁବିଧା ଆଣି ଥିବାରୁ ଏହି କମ୍ପାନୀକୁ ଲୋକମାନେ ଯିବାକୁ ଭାବିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।