Movie prime

ବୁଢ଼ା ପ୍ରେମିକକୁ ଖଟରେ ଧରି ସେ-କ୍ସ କରୁଥିଲା ସ୍ତ୍ରୀ ହଠାତ୍ ସବୁ ଦେଖିଦେଲା ସ୍ବାମୀ ଆଉ ତାପରେ....

 
Vg
ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜଣେ ଯୁବତୀଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଯୁବତୀ ଜଣଙ୍କର ବୟସ ୨୧ ବର୍ଷ । ଆଉ ଏହି ଯୁବତୀ ଜଣଙ୍କର ବୟସ ଯେତେବେଳେ ୨୧ ବର୍ଷ ହୋଇଥିଲା ସେତେବେଳେ ସେ ବିବାହ କରି ଦେଇଥିଲେ । ଏହି ଯୁବତୀ ଜଣକର ନାମ ହେଉଛି ରୀତିକା । 
Gg
ରୀତିକା ବିବାହ କରିଥିଲେ ଆଉ ତାଙ୍କୁ ଦେଖିବା ମାତ୍ରକେ ଭଲ ପାଇଥିଲେ ଯୁବକ ମୁକେଶ । ମୁକେଶ ଗୌତମ ତାଙ୍କୁ ଦେଖିବା ମାତ୍ରକେ ଭଲ ପାଇ ବିବାହ କରିଥିଲେ । ଏହି ଯୁବତୀ ଜଣକ ବହୁତ ସୁନ୍ଦରୀ ଥିଲେ । ଯୁବତୀ ଜଣକ ସୁନ୍ଦରୀ ଥିଲେ ଆଉ ସେ ଆଉ ଜଣେ ପ୍ରେମିକ ସହ ବୁଲୁଥିଲେ । ଏହି ଯୁବତୀ ଜଣକର ସ୍ଵାମୀ ଥାଉ ଥାଉ ସେ ପ୍ରେମିକ ସହ ସମ୍ପର୍କରେ ଥିଲେ । ଏହି ସ୍ଵାମୀ ଜଣକ ପ୍ରେମିକ ଆଉ ନିଜ ସ୍ତ୍ରୀକୁ ଏକାଠି ଦେଖି ଦେଇଥିଲେ । ଆଉ ତାପରେ ଏଭଳି କିଛି ଘଟଣା ଘଟିଥିଲା । 
Gg
ମୁକେଶ ଗୌତମ ନିଜକୁ ରେଲୱେ ଚାକିରୀ କରିଛି ବୋଲି କହି ଭଡ଼ା ଘରେ ରହୁଥିଲେ । ଆଉ ସେମାନେ ଭଲରେ ଥିଲେ । ଆଉ ଏଭଳି ତାଙ୍କର କଣ ହୋଇଗଲା ଯେ ଏହି ଯୁବତୀ ଜଣକ ଆଉ ଜଣେ ପ୍ରେମିକ ସହ ରହିଥିଲେ । ରୀତିକା ଦେଖିବାକୁ ସୁନ୍ଦର ଥିଲା । ଆଉ ସେ ମୁକେଶ ଗୌତମକୁ ବିବାହ କରିଥିଲେ । ମୁକେଶ ଗୌତମ ଝିଅକୁ ଦେଖିବା ମାତ୍ରକେ ବିବାହ କରିବାକୁ କହିଥିଲା । ମୁକେଶ ରୀତିକାକୁ ଅନେକ କଥା କହିଥିଲା । ଆଉ ଅଧା ବାଟରୁ ଉଠାଇ ନେଇଥିଲା । 
ଆଉ ତାକୁ ବିବାହ କରିବ ବୋଲି ନିଜକୁ ରେଲୱେ ଚାକିରୀ କରୁଛି ବୋଲି କହିଥିଲେ । ଦୁଇଜଣ ଯାକ ଭଲରେ ରହିଥିଲେ । ଆଉ ପରେ ରୀତିକା ଜାଣିବାକୁ ପାଇଥିଲା କି ମୁକେଶ ଚାକିରୀ କରି ନାହିଁ । ଆଉ ରୀତିକା ସ୍କୁଲରେ ପାଠ ପଢ଼ାଉଥିଲେ । ତା ଠାରୁ ମୁକେଶ ମାଡ ମାରି ପଇସା ନେଇ ଯାଉଥିଲା । ଏହାପରେ ରୀତିକା ପିପୂଲ୍ ନାମକ ଯୁବକ ସହ କଥା ହୋଇଥିଲା ଆଉ ସେ ସବୁ କଥା ତାକୁ ସାଙ୍ଗ ଭାବି କହିଥିଲା । ପରେ ସେମାନେ ସମ୍ପର୍କରେ ରହିଥିଲେ । ଆଉ ହୋଟେଲ ଭିତରେ ଏହି ପ୍ରେମିକ ଆଉ ଯୁବତୀଙ୍କୁ ଦେଖି ଦେଇଥିଲା ମୁକେଶ । ଆଉ ମୁକେଶ ତାଙ୍କୁ ମାରି ଦେଇଥିଲା । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Around The Web