Movie prime

ଭାରତରେ ଓଡ଼ିଶା ପୋଲିସ ହେବ ଏକ ନମ୍ବର ଦେଖନ୍ତୁ କଣ କହିଲେ ମୋହନ ସରକାର

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିଛି କଥା କହିଛନ୍ତି । ଆମ ରାଜ୍ୟର ପୋଲିସ ବିଭାଗକୁ ନେଇ ଏହି ଖବର ଏବେ ଆସିଛି । ଆମ ରାଜ୍ୟର ପୋଲିସ ବିଭାଗ ଏବେ ଉନ୍ନତ ହେବ ବୋଲି ଖବର ଆସିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ ଖବର ପାଇପାରିବେ । 
Hh
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମେଡିକାଲ ପାଖରେ ପୋଲିସ ଥାନା ରହିବ । ୧୦ଟି ମେଡିକାଲ କଲେଜ ପାଖରେ ୧୦ଟି ଥାନା ରହିବ । ପୋଲିସ ଫାଣ୍ଡି ତିଆରି କରାଯିବ । ପୋଲିସ ଅଧିକାରୀଙ୍କୁ ୯ ହଜାର ମୋଟର ସାଇକେଲ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ପ୍ରଶାସନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଭଳି ସବୁ ନିଷ୍ପତ୍ତି ନିଆଯାଇଛି । ଦୁଇଦିନ ଧରି ଜିଲ୍ଲାପାଳ ସଭା କରୁଛନ୍ତି । ଆଉ କିଭଳି ଆମ ପ୍ରଶାସନ ଉନ୍ନତି କରିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି । 
Gg
ଏବେ ପ୍ରଶାସନରେ ୧୨୦୦ ପଦବୀ ପୂରଣ କରାଯିବ । ସେଥିପାଇଁ ଏବେ ସମ୍ମିଳନୀ ଚାଲିଛି । ଏବେ ଏହି ସମ୍ମିଳନୀରେ ଆରକ୍ଷୀ ବିଭାଗର ଅଧିକ୍ଷକ ଯୋଗ ଦେଇଛନ୍ତି । ଏବେ ଗୃହ ବିଭାଗର ଶକ୍ତିକୁ ବୃଦ୍ଧି କରିବା ପାଇଁ ଏଭଳି ଅନେକ ଯୋଜନା କରାଯାଉଛି । ସରକାର ଅନେକ କିଛି ପଦକ୍ଷେପ ନେବା ସହ ଅନେକ କିଛିରେ ପରିବର୍ତ୍ତନ କରୁଛନ୍ତି । ଏବେ ସରକାର ବଜେଟ ଅଧିକ କରିବ । ଆଉ ଏବେ ଅନେକ କିଛି ପରିବର୍ତ୍ତନ ହେବା ସହ ଅନେକ କିଛି ଘଟଣା ଘଟିବ । ଏବେ ପୁରୀରେ ମଧ୍ୟ ରଥଯାତ୍ରାରେ ଅନେକ ପୋଲିସ ମୁତୟନ ହେବେ ।
ସରକାର ଏବେ ଗୃହ ବିଭାଗକୁ ମଜବୁତ୍ ଏବଂ ଅଧିକ ଶକ୍ତିଶାଳୀ କରିବା ପାଇଁ ଅନେକ କିଛି ନିୟମ ବାହାର କରୁଛନ୍ତି । ପ୍ରତି ଥାନାରେ ଆପତକାଳିନ କାମ କରିବା ପାଇଁ ମଧ୍ୟ ଚାରିଚକିଆ ଯାନ ଦିଆଯିବ । ଏବେ ୧୨୪୩ ପଦବୀ ପୂରଣ କରାଯିବ । ଆହୁରି ଅଧିକ ୧୦ ୟୁନିଟ କରାଯିବ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିବା ସହ ଗୃହ ବିଭାଗର ଶକ୍ତିକୁ ବଢେଇବା ପାଇଁ କଣ ସବୁ ନିଷ୍ପତ୍ତି ଆଉ ନିୟମ ସରକାର ନେଉଛନ୍ତି ତାହା ଆପଣମାନେ ଜାଣିପାରିବେ । ଓଡ଼ିଶା ପୋଲିସ ଯେଭଳି ଅଧିକ ଶକ୍ତିଶାଳୀ ହେବ ସେହି ବିଷୟରେ ଚିନ୍ତା କରାଯାଉଛି ।

Around The Web