ବାପା ଝିଅ ଉପରେ ଚଢ଼ିଗଲା ଟ୍ରକ୍ ଚଟଣି ହେଲା କୁନି ଝିଅର ମୁଣ୍ଡ ଆଉ ତାପରେ
Mar 18, 2025, 19:42 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଗୋଟିଏ ଦୁର୍ଘଟଣା ବିଷୟରେ ଖବର ପାଇବେ । ଆଜିକାଲି ରାସ୍ତାରେ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି । ରାତି ଅଧରେ ଭ୍ୟାନରେ ବସି ମାଡ଼ି ଆସିଲା ପୋଲିସ । ପୋଲିସ ରାସ୍ତା ସାରା ଖାଲି ଘୁରି ବୁଲିଲା ଆଉ ରାସ୍ତା ସାରା ଲାଠି ବାଡି ଦେଖାଇଲା । ରାସ୍ତାରେ ଏଭଳି ବୁଲୁଥିଲା ପୋଲିସ ଆଉ ରାସ୍ତାକୁ ଘେରି ଯାଇଥିଲା ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାସ୍ତାରେ ପୋଲିସ ବୁଲୁଥିବାର ଦେଖିପାରିବେ । ଏହି ପୋଲିସମାନେ ରାତି ଅଧରେ ବୁଲୁଛନ୍ତି । ପୋଲିସ ଗୋଟିଏ ବି ଗାଡ଼ିକୁ ଆଗକୁ ଯିବାକୁ ଦେଉନାହିଁ । ଆଉ ପୋଲିସର ଏଭଳି କାମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଲୋକମାନେ ଚାହିଁ ରହିଛନ୍ତି । ଆଉ ପୋଲିସ ଯେଉଁ ସ୍ଥାନରେ ଛିଡ଼ା ହୋଇଛନ୍ତି ସେଠାକୁ ଲୋକମାନେ ଯାଉଛନ୍ତି । ରାତି ଅଧରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଏବେ ଏହାକୁ ନେଇ ଆସିଛି ଖବର ।

ଏକ ମାଲବାହୀ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଛି । ଆଉ ମାଲବାହୀ ଟ୍ରକ ସ୍କୁଟିକୁ ଧକା ଦେବାପରେ ଘଟିଥିଲା ଏଭଳି କିଛି । ସ୍କୁଟିରେ ବସି ବାପା ଝିଅ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ମାଲବାହୀ ଟ୍ରକ ସ୍କୁଟି ଆଗରେ ଧକ୍କା ଦେଇଥିଲା ଆଉ ଏହି ଦୁର୍ଘଟଣା ହେବାପରେ କୁନି ଝିଅର ମୁଣ୍ଡ ଚଟଣି ହୋଇଯାଇଛି । ଆଉ ଗୁରୁତର ଅବସ୍ଥାରେ ବାପା ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ମାଲବାହୀ ଟ୍ରକ୍ ସିମିଳିଗୁଡା ରୁ ଜୟପୁର ଅଭିମୁଖେ ଆସୁଥିଲା । ଆଉ ସ୍କୁଟି ଜୟପୁରରୁ ବାରିଣୀ ଅଞ୍ଚଳକୁ ଯାଉଥିଲା ।
ଏହି ଦୁର୍ଘଟଣାରେ କୁନି ଝିଅର ଜୀବନ ଚାଲି ଯାଇଥିଲା । ଆଉ ଏହି କୁନି ଝିଅର ଜୀବନ ଚାଲିଯିବା ପରେ ଆଉ ଏହି କୁନିଝିଅର ବାପା ଜଣକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଖବର ପାଇବା ପରେ ଘଟଣା ସ୍ଥଳରେ ଏବେ ଉତ୍ତେଜନା ଦେଖିବାକୁ ମିଳିଛି । ଏବେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି । ଏବେ ଆପଣମାନେ ଅନେକ ଘଟଣା ଦୁର୍ଘଟଣା ବିଷୟରେ ଜାଣି ପାରୁଛନ୍ତି । ଏବେ ଏହି ଦୁର୍ଘଟଣାକୁ ନେଇ ପୋଲିସ ରାତି ଅଧରେ ରାସ୍ତାରେ ଘୁରୁଛି । ଏହି ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୋଲିସ ଜବତ କରିଛି ।