Movie prime

ବଙ୍ଗୋସାଗରରେ ହେଲା ଆଜି..ଭୟାନକ ଭାବ ରେ ଲଘୁଚାପ!

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ସବୁ ଜାଣିପାରିବେ । ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ ହେଲା ବଙ୍ଗୋପସାଗରରେ । ସାବଧାନ ହୋଇ ରୁହନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲା । ଆଜି ଠାରୁ ଧୁମ୍ ଛେଚିବ ବର୍ଷା । ଯାହା ଆଶା କରାଯାଉଥିଲା ତାହାହିଁ ହେଲା । 
Vv
ଦୁର୍ଗାପୂଜା ଆସୁ ଆସୁ ଲଘୁଚାପ ହେଲା ଆଉ ଏହି ଲଘୁଚାପ ବାତ୍ୟାରେ ପରିଣତ ହେବା ପାଇଁ କମ୍ ସମୟ ଲାଗିବ । ଏବେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଥିବା ଅନୁସାରେ ଅନେକ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଅନେକ ଜିଲ୍ଲାରେ ବର୍ଷା ଛେଚି ଦେଇ ଯିବ ବୋଲି ସୂଚନା ମିଳିଛି । ପ୍ରବଳ ରୁ ପ୍ରବଳ ଛେଚିବ ବର୍ଷା ଯାହା ପୂର୍ବାନୁମାନ କରାଯାଉଛି । ଯେତେବେଳେ ମାଆ ଧରପୃଷ୍ଠରେ ଅବତରଣ କରୁଛନ୍ତି ସେତେବେଳେ ପାଗ ବଦଳିବାର ଖବର ସାମ୍ନାକୁ ଆସୁଛି । 
Hh
ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଅନେକ ଖବର ଆସିଥାଏ କିନ୍ତୁ ଏବେ ଲଘୁଚାପ ହେବ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ସାରିଛି । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ସାରିଛି । ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଯେତେବେଳେ ସୃଷ୍ଟି ହୋଇ ସାରିଛି ଏହାର ପ୍ରଭାବ ଅଧିକ ରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୭ ଦିନରେ ବର୍ଷା ହେବ ବୋଲି ସୂଚନା ମିଳିଛି । 
କେତେକ ସ୍ଥାନରେ ପ୍ରବଳ ରୁ ପ୍ରବଳ ବର୍ଷା ହୋଇପାରେ । ୧୦ ତାରିଖ ବେଳକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ବିଜୁଳି ଘଡଘଡି ସହ ବର୍ଷା ହେବ । ଆଜି ବାଲେଶ୍ଵର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଯେତେବେଳେ ପାର୍ବଣ ଚାଲିଥିବ ମାଆ ଦୁର୍ଗାଙ୍କ ପୂଜା ହେଉଥିବ ସେତେବେଳକୁ ବର୍ଷାର ପରିମାଣ ବଢିବ ବୋଲି ସୂଚନା ମିଳିଛି । ୧୦ ତାରିଖ ପରେ ତୁହା କୁ ତୁହା ବର୍ଷା ହେବ ବୋଲି ସୂଚନା ମିଳିଛି । ଆଜି ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।

Around The Web